<< huston hut >>

huswife Meaning in Odia (Oriya). ( huswife ଶବ୍ଦର ଓଡିଆ ଅର୍ଥ)



ସ୍ୱାମୀ,

Noun:

ଗୃହିଣୀ, ଗେହିନୀ,

People Also Search:

hut
hutch
hutches
hutchinson
hutment
hutments
huts
hutted
hutting
hutton
hutu
hutus
hutzpah
hutzpahs
huxley

huswife తెలుగు అర్థానికి ఉదాహరణ:

ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ୤ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।

ଦ୍ୱାଦଶ ଶତାବ୍ଦୀରେ ପାଣ୍ଡ୍ୟ ରାଜବଂଶଦ୍ୱାରା ରାମନାଥସ୍ୱାମୀ ମନ୍ଦିର ନିର୍ମାଣ କରାଯାଇଥିଲା।

୧୯୭୨ ମସିହାରେ ଶୀଳାବତୀ ଗୋପାଳବା ଶ୍ରୀଲଙ୍କାର ପ୍ରଥମ ମହିଳା ହୋଇଥିଲେ, ଯେତେବେଳେ ଶ୍ରୀଲଙ୍କା ଏକ ଗଣତନ୍ତ୍ରରେ ପରିଣତ ହୋଇଥିଲେ ଏବଂ ତାଙ୍କ ସ୍ୱାମୀ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ ।

ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ ।

ତେଣୁ ଜୀବର ସୁଖଦୁଃଖକୁ ଜୀବଭାବ ନେଇ ଶୁଣିବା,ବନ୍ଧୁଭାବ ନେଇବୁଝିବା ଓ ସ୍ୱାମୀଭାବ ଧରି ସୁଧାରିବା ପାଇଁ ସେ ଅନ୍ତର୍ବେଦୀର ଐଶ୍ୱର୍ଯ୍ୟକୁ ଛାଡି ଅନ୍ତରର ମାଧୁର୍ଯ୍ୟ ପରିବ୍ୟାପ୍ତ କରି କରି ଚଳନ୍ତି ପହଣ୍ଡିରେ ।

୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ୱାମୀ ଗୁରୁ ରୂପାନନ୍ଦ ସରସ୍ୱତୀ ଭାବେ ପରିଚିତ ହୋଇଥିଲେ ଓ ଭୁବନେଶ୍ୱରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ୱତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ ।

 ଦିଲ୍ଲୀରେ ଥିବା ତାମିଲ , ତେଲୁଗୁ , ମାଲୟାଲମ ଓ କନ୍ନାଡା ସଂପ୍ରଦାୟ ପାଇଁ ବହୁଳ ଆଦୃତ ହେଇଥାଏ .  | ସ୍ଥାପତ୍ୟ |ମନ୍ଦିର ପରିସର  ରେ ଶ୍ରୀ ସ୍ୱାମୀନାଥ ମନ୍ଦିର ମୁଖ୍ୟ ମନ୍ଦିର ଭାବରେ ରହିଛି ଓ ଏଥିରେ ଭଗବାନ ସ୍ୱାମୀନାଥଙ୍କ ଆସ୍ଥାନ ରହିଛି ।

|କାର୍ତ୍ତିକ ମହାପାତ୍ର ଇନ୍ଦୁରାଣୀଙ୍କର ସ୍ୱାମୀ ହୋଇଥିବାରୁ ଖାଲି ପଡ଼ିଥିବା ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଇନ୍ଦୁରାଣୀ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।

ସେ ୨୦୦୯ ସାଧାରଣ ନିର୍ବାଚନରେ ନିଜ ସ୍ୱାମୀଙ୍କ ସମ୍ପର୍କୀୟ କଳିକେଶ ନାରାୟଣ ସିଂଦେଓଙ୍କଠାରୁ ହାରିଯାଇଥିଲେ ଓ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ ।

| ସାଲବେଗ |କଥିତ ଅଛି ଯେ ଯୁଦ୍ଧରେ ଆହତ ସାଲବେଗ ମାତାଙ୍କ କଥାରେ ଲଣ୍ଡା ଗୋସ୍ୱାମୀ ମଠରେ ଥିବା ବେଳେ କୃଷ୍ଣ ନାମ ଜପ କରି ତିନି ଦିନ ତିନି ରାତି ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।

୨୦୦୪ ମସିହାରେ ପୁତ୍ର ଜନ୍ମ ହେବା ପରେ ମଧୁସ୍ମିତାଙ୍କୁ ନିଜ କର୍ମକ୍ଷେତ୍ରରେ ହଇରାଣ ହେବାକୁ ପଡିଥିଲା ସେଥିପାଇଁ ମଧୁସ୍ମିତାଙ୍କ ସ୍ୱାମୀ ଅବସର ନେଇଯାଇଥିଲେ ଏବଂ ନିଜସ୍ୱ ଏକ ବ୍ୟବସାୟ ଆରମ୍ଭ କରିଥିଲେ।

ଦେବାଶିଷ ମହାପାତ୍ର, ଗୀତା ଦାସ, ବିଷ୍ଣୁ, ଟି. ସୌରୀ, ମହମ୍ମଦ ସାଜିଦ, ପ୍ରୀତିନନ୍ଦା ରାଉତରାୟ, ଅନିତା ଗୋସ୍ୱାମୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

huswife's Meaning in Other Sites