<< hoiked hoiks >>

hoiking Meaning in Odia (Oriya). ( hoiking ଶବ୍ଦର ଓଡିଆ ଅର୍ଥ)



ପଦଯାତ୍ରା,

Noun:

ପଦଯାତ୍ରା,

People Also Search:

hoiks
hoing
hoise
hoisin sauce
hoising
hoist
hoisted
hoister
hoisters
hoisting
hoistman
hoists
hoity toity
hokey
hokier

hoiking తెలుగు అర్థానికి ఉదాహరణ:

ପ୍ରତି ବର୍ଷ ଗୁଡ୍ ଫ୍ରାଇଡେ ଦିନ ପୋପ୍ ମଶାଲ ଧରି “ୱେ ଅଫ୍ ଦ କ୍ରସ୍” ନାମକ ଏକ ପଦଯାତ୍ରାର ନେତୃତ୍ୱ ନିଅନ୍ତି ଯାହା କୋଲୋଜିୟମ୍ ନିକଟରୁ ଆରମ୍ଭ ହୋଇଥାଏ ।

ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗନେଇଥିଲେ ।

ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୁଦାନ ଯଜ୍ଞ ଯୋଗଦାନ କରି ପଦଯାତ୍ରା କରି ତାଙ୍କ ଅଞ୍ଚଳରେ ଜମି ମାଲିକ ମନକୁ ବଳକା ଜମି ଦାନ କରିବାକୁ ପ୍ରବର୍ତେଇ ଥିଲେ ।

ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଯୋଗଦାନ ଓ "ସମାଜର ବିଶେଷ ସମ୍ବାଦଦାତା ଭାବରେ କାର୍ଯ୍ୟ ।

ଏମାନେ ଅଧିକ ଉଚ୍ଚ ଗଛରେ ବସା ବାନ୍ଧି ରହିଥାନ୍ତି ıଏମାନେ ମାଂସାଶୀ ı| ଆଧାର | ବାହାର ଆଧାର |Song of the Indian Koel|Common Koel videos, photos & sounds on the Internet Bird Collection|Calls, Xeno-Canto Asia|The Koel in Singapore|ପକ୍ଷୀ|ଓଡ଼ିଶାର ପକ୍ଷୀ ବୋଲ ବମ କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ ।

୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସେ ଓଡ଼ିଶା ପଦଯାତ୍ରା କରିଥିଲେ ।

ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।

ଦାରୁ ଅନ୍ୱେଷଣକାରୀମାନେ ପଦଯାତ୍ରା ପୂର୍ବକ କାକଟପୁରରେ ପହଞ୍ଚି ପ୍ରଥମେ ଦେଉଳି ମଠରେ ଅବସ୍ଥାନ କରନ୍ତି ।

| ଷଷ୍ଠ ଗସ୍ତ ( ୨୧ ମଇ ୧୯୩୪ - ୭ ଜୁନ ୧୯୩୪ ) |ଗାନ୍ଧୀଜୀ ନିଜର ପଦଯାତ୍ରା କାର୍ଯ୍ୟକ୍ରମ ଜାରିରଖି ମଇ ମାସ ୨୧ ତାରିଖ ଦିନ ପୁଣି ଓଡ଼ିଶା ଆସିଥିଲେ ।

ମଲ୍‍ଶେଜ ଘାଟରୁ ମୁମ୍ବାଇ ପର୍ଯ୍ୟନ୍ତ ଅଜୁବା ନାମକ ଏକ କଲରାପତ୍ରିଆ ବାଘର ୨୯ ଦିନର ପଦଯାତ୍ରା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ।

ସଂଗଠନ ଯଥା ଫୁଟବଲ ସାଉଥ ଆଫ୍ରିକା ସେମାନଙ୍କ ନିଜନିଜ କାର୍ଯ୍ୟକ୍ରମମାନ ଆଯୋଜନ(୨୦,୦୦୦ ମହିଳାଙ୍କୁ ନେଇ ୧୯୫୬-ବ୍ଲାକ ସାଶ ପଦଯାତ୍ରା ) କରି ଟି-ସାର୍ଟ ଶିଶୁ କନ୍ୟାମାନଙ୍କୁ ବଣ୍ଟନ କରନ୍ତି ।

| ପାଳନ |ବିଶ୍ୱ ସଚେତନତା ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ ।

.| ଭବିଷ୍ୟତ ଯୋଜନା |ସୁଚେତା ଭବିଷ୍ୟତରେ ୪୫୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ହିମାଳୟରୁ ପାକିସ୍ଥାନ ଯାଏ କରିବାକୁ ଯୋଜନା ରଖିଛନ୍ତି ।

hoiking's Usage Examples:

Valkeapää"s recordings, however, differed from traditional hoiking by including both instrumentation and ambient sounds, such as barking dogs.



hoiking's Meaning in Other Sites