<< hoisin sauce hoist >>

hoising Meaning in Odia (Oriya). ( hoising ଶବ୍ଦର ଓଡିଆ ଅର୍ଥ)



ଗୃହ,

Noun:

ନିବସନ୍ |, ଆବାସ,

People Also Search:

hoist
hoisted
hoister
hoisters
hoisting
hoistman
hoists
hoity toity
hokey
hokier
hokiest
hokkaido
hokku
hokum
hokums

hoising తెలుగు అర్థానికి ఉదాహరణ:

ଏହି ମନ୍ଦିରଟିର ଗର୍ଭ ଗୃହରେ ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପବିତ୍ରତାର ପରିପ୍ରକାଶ ହୋଇଥାଏ ।

ବିଷୁବ ସଂକ୍ରାନ୍ତି ଦିନ ଘଣ୍ଟା ଧରି ପୂଜକ ରତ୍ନଗିରି ଗ୍ରାମର ଘର ଘର ବୁଲି ଘଣ୍ଟାର ପାଣିକୁ ଗୃହକର୍ତ୍ତାଙ୍କ ଉପରେ ପକାନ୍ତି ଓ ସିନ୍ଦୂର ଗୃହକର୍ତ୍ତାଙ୍କୁ ଦେଇଥାନ୍ତି ।

|ମାର୍ଗଶିର ମାସ ଓ ମାଘ ମାସରେ ଉତ୍କଳୀୟ ପରିବାରରେ ହେଉଥିବା ଧାନମାଣିକା ଓଷା ଓ ଲକ୍ଷ୍ମୀ ପୂଜାରେ ଗୃହିଣୀମାନେ ଲକ୍ଷ୍ମୀ ଦେବୀଙ୍କ ସହିତ କଉଡ଼ିର ମଧ୍ୟ ପୂଜା କରିଥାନ୍ତି।

ବଣର କୀଟ, ମଶା, ଟିଙ୍କ ଇତ୍ୟାଦିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ହାତୀ, ଗୃହପାଳିତ ମଇଁଷି କାଦୁଅରେ ଗଡ଼ି ଲେସି ହୁଅନ୍ତି ।

୧୯୮୧ ଜୁଲାଇ ୭ ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା ।

|ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ ଓ ସାମନା ପଟକୁ ଏକ ବାରଣ୍ଡା ରହିଛି ।

୨୦୦୮ରେ ସେ ଗୃହ ବିଭାଗର ଉପସଚିବ ନିଯୁକ୍ତ ହୋଇଥିଲେ ।

| ମୂଳ ଲକ୍ଷ୍ୟ |ବୁର୍ଜ ଦୁବାଇରେ ୩୦,୦୦୦ ବାସଗୃହ , ୯ଟି ହୋଟେଲ , ୩ ହେକ୍ଟର ବିଶିଷ୍ଟ ପାର୍କ ,ବାଣିଜ୍ୟ କେନ୍ଦ୍ର , ଏକ କୁତ୍ରିମ ହ୍ରଦ ପାଇଁ ବ୍ୟବସ୍ଥା କରାଯାଇଛି ।

|୧୯୬୧ରେ ତାଙ୍କର ଜନ୍ମଶତବାର୍ଷିକୀ ପରିପ୍ରେକ୍ଷୀରେ ତାଙ୍କ ବାସଗୃହ ମାଲବ୍ୟ ଭବନକୁ ସ୍ମାରକୀସ୍ଥଳରେ ପରିଣତ କରାଯାଇଥିଲା ।

ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତିଥାନ୍ତି ।

ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି ।

hoising's Meaning in Other Sites