higher education Meaning in Odia (Oriya). ( higher education ଶବ୍ଦର ଓଡିଆ ଅର୍ଥ)
ଉଚ୍ଚଶିକ୍ଷା, ଉନ୍ନତ ଶିକ୍ଷା,
Noun:
ଉନ୍ନତ ଶିକ୍ଷା,
People Also Search:
higher lawhigher ranking
higher status
higher up
highered
highering
highers
highest
highest common factor
highest stage
highfalutin
highfaluting
highflier
highhanded
highhandedness
higher education తెలుగు అర్థానికి ఉదాహరణ:
|ପତ୍ନୀଙ୍କ ବିୟୋଗପରେ ଆର୍. ଡି. ଟାଟା ଭାରତ ଫେରିଯିବାର ନିଷ୍ପତ୍ତି ନେଲେ ଓ ଜେ. ଆର୍. ଡି.ଙ୍କୁ ଅକ୍ଟୋବର ୧୯୨୩ରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଇଂଲଣ୍ଡକୁ ପଠାଇଥିଲେ ।
ସେ କଟକର ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚଣ୍ଡୀଗଡ଼ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ ।
ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ ।
ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା ।
| ସମାଜସେବା ଓ ଶିକ୍ଷକତା |ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସେ କୁଆଁପାଳରେ ଲୋକଙ୍କଠାରୁ ହାତମୁଠି ଚାଉଳ ଭିକ୍ଷା କରି ଜବାହରଲାଲ ନେହେରୁଙ୍କ ନାମରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରି ଏହାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ ।
| ଉଚ୍ଚଶିକ୍ଷା |ସେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ ।
ଏହି ବିଶ୍ୱବିଦ୍ୟାଳୟଟି ଓଡ଼ିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ଓ କେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ୟକତା ପୂର୍ଣ କରିଥାଏ ।
."| କର୍ମ ଜୀବନ |ଆମେରିକାର ହାର୍ଭଡ୍ ବିଶ୍ୱବିଦ୍ୟାଳୟରୁ ଗଣିତରେ ଉଚ୍ଚଶିକ୍ଷା ସାରି ସେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଲିଗଡ୍ ମୁସଲିମ୍ ବିଶ୍ୱବିଦ୍ୟାଳୟ, ଫର୍ଗୁସନ୍ କଲେଜ୍ ଓ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ (ଟି.ଆଇ.ଏଫ୍.ଆର୍) ଆଦି ଅନୁଷ୍ଠାନରେ ଗଣିତରେ ଅଧ୍ୟାପନା କରିଥିଲେ ।
|ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ ।
ସେ ଇଡେନ ମହିଳା କଲେଜରୁ ତାଙ୍କର ଉଚ୍ଚଶିକ୍ଷା ଶେଷ କରିବାପରେ ଲାଲମାଟିଆ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।
ଏହା ବ୍ୟତୀତ ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ପଶ୍ଚିମବଙ୍ଗ ଆଦି ୭ଟି ରାଜ୍ୟର ଜନଜାତି ପିଲାମାନେ ମଧ୍ୟ ଏଠାରେ ଉଚ୍ଚଶିକ୍ଷା ପାଇପାରୁଛନ୍ତି ।
|ତାରାନା ୧୯୮୨ ମସିହାରେ ଆଜିମପୁର ଅଗ୍ରଣୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ ଏବଂ ୧୯୮୪ରେ ହଲିକସ୍ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ ।
|ଶିକ୍ଷା|ରାମାନୁଜନ୍ ମହୀଶୁରର ମରିମଲ୍ଲପ୍ପାସ୍ ଉଚ୍ଚ ବିଦ୍ୟାଳୟ ଓ ମହାରାଜା ମହାବିଦ୍ୟାଳୟଠାରେ ଶିକ୍ଷା ଲାଭ କରିସାରିଲା ପରେ ମହୀଶୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କଲେ ।
higher education's Usage Examples:
The Conservatoire de musique et d"art dramatique du Québec (CMADQ) is a public network of nine state-subsidised schools offering higher education in music.
higher education in the UK Complete University Guide Alternatives to full time study Alternative education timetable A guide to part-time higher education.
He was born in the South, received higher education in Hanoi, and after graduation, was sent to Phnom Penh, Cambodia, to work for the French government.
Seventeen previously established schools, including some of the faculties of Ege University and other institutions of higher education, were affiliated with the university the same year.
The polytechnic system, that began offering higher education in the 1980s after the former industrial and commercial schools were converted into engineering and administration higher education schools (so its origins could be traced back to some earlier vocational education schools of the 19th century).
higher education qualifications that are also titled degrees (e.
higher education institution but provides illegitimate academic degrees and diplomas for a fee.
language organizations, linguists, institutions of higher education, and key industry partners to strengthen endangered languages.
MissionHarold Washington College is a learning-centered, urban institution of higher education offering accessible and affordable opportunities for academic advancement, career development and personal enrichment.
go in for higher education have been trained by us in skills and are gainfully employed in various well-known industries.
The UCAS tariff is a points system used to report achievement for entry to higher education (HE) in a numerical format.
Synonyms:
education, pedagogy, educational activity, teaching, didactics, instruction,
Antonyms:
inactivity, unenlightenment, inexperience,