<< higher status highered >>

higher up Meaning in Odia (Oriya). ( higher up ଶବ୍ଦର ଓଡିଆ ଅର୍ଥ)



ଉଚ୍ଚତର,

Noun:

ବହୁତ ଉଚ୍ଚ |,

higher up తెలుగు అర్థానికి ఉదాహరణ:

ସେ ତାଙ୍କ ସ୍କୁଲ ଶିକ୍ଷା ବମ୍ବେ ସ୍କଟିସ୍‌ ସ୍କୁଲ, ମହିମ୍ଠାରେ ଏବଂ ଉଚ୍ଚତର ଶିକ୍ଷା ମିଠିବାଇ ମହାବିଦ୍ୟାଳୟରୁ ସମାପ୍ତ କରିଛନ୍ତି ।

ଏହା ସରକାରୀ ମହାବିଦ୍ୟାଳୟ ସହ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ସ୍ତରର ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ସଂସ୍ଥାପନା ବ୍ୟବସ୍ଥା କରେ ।

ଏହାପରେ ସେ ଉଚ୍ଚତର ଶିକ୍ଷା ପାଇଁ ଉଭୟ ବଙ୍ଗଳା ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟ ଏବଂ କଲିକତା ଭେଷଜ ମହାବିଦ୍ୟାଳୟରେ ଆବେଦନ କଲେ ।

ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ ।

ଏହାର ଦୁଇଟି ମୂଳ ଉଦ୍ଦେଶ୍ୟ ହେଲା ପ୍ରୟୋଗାତ୍ମକ ଓ ଶୁଦ୍ଧ ଗଣିତଶାସ୍ତ୍ର ଉପରେ ଉଚ୍ଚତର ଗବେଷଣା ଏବଂ ଗଣିତରେ(mathematics, computation and computational finance) ସ୍ନାତକୋତ୍ତର ଶିକ୍ଷା ପ୍ରଦାନ ।

୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା ।

ତେଣୁ ବଳକା ଶକ୍ତି ଅଣୁମାନଙ୍କୁ ଉଚ୍ଚତର କମ୍ପନ ଶକ୍ତିସ୍ତରକୁ ଉଠାଇବାରେ ନିୟୋଜିତ ହୋଇଛି ବୋଲି ଜଣାପଡ଼େ ।

ଗଞ୍ଜାମ ଜିଲ୍ଲାର ବୈଷୟୀକ ତଥା ଉଚ୍ଚତର ଶିକ୍ଷା କେନ୍ଦ୍ର ଗୁଡିକର ଏହା ଏକ ପେଣ୍ଠ ସ୍ଥଳୀ ।

ସାଧାରଣତଃ ରିଅର୍ ରେଞ୍ଜ୍ ବତିଘର ଫ୍ରଣ୍ଟ୍ ରେଞ୍ଜ୍ ବତିଘରଠାରୁ ଉଚ୍ଚତର ହୋଇଥାଏ ।

ଅଷ୍ଟମ ଶତାବ୍ଦୀରେ ନିର୍ମିତ ଲେଃଶାନ୍ ମହାନ ବୁଦ୍ଧ ପ୍ରତିମା ଉଚ୍ଚତର ଅଟେ କିନ୍ତୁ ସେଥିରେ ବୁଦ୍ଧ ଉପବିଷ୍ଟ ମୁଦ୍ରାରେ ରହିଛନ୍ତି ।

ଉଚ୍ଚତର ସ୍ତରରେ ମେରୁ ପର୍ବତ ପରି ମୁଖ୍ୟ ମନ୍ଦିର ନିର୍ମାଣ କରିବାର କ୍ଷ୍ମେର୍ ଶୈଳୀ ଏହି ମନ୍ଦିରରେ ନାହିଁ ।

ସ୍ୱାଧୀନତା ହିଁ ଉଚ୍ଚତର ଜୀବନର ଚିହ୍ନ ।

higher up's Usage Examples:

base than higher up, and were unlike the thin rods seen in the pelycosaur finbacks Edaphosaurus and Dimetrodon, contrasting also with the thicker spines in.


the bottom of the NBA draft better odds at the top three picks of the draft while teams higher up had worse odds in the process; the rule was agreed.


place at the mouth of the small river on which Myra stood, 20 stadia higher up.


Babur kept for some time along the right bank of the river and afterwards recrossing it higher up reached Samarkand the same evening.


vegetation, and presented to the eye nothing but desolate slopes of ashes and scoriae broken higher up with patches of burnt rock; we scrambled on through the.


Species higher up in the food chain survive by consuming other species and can be classified.


The higher up the river the less probability of serious opposition; therefore I think we may choose whichever point you deem it most desirable to have.


higher up are large trees swathed in orchids, lichens and other epiphytes.


Nesting usually occurs on the ground; only the tragopans nest higher up in trees or stumps of bushes.


5 creates a decision node higher up the tree using the expected value.


It was revealed that Veranke and a few higher up in position of the invasion have specifically ordered Teddy's death, without informing the soldiers of his royal heritage, for fear that it could confuse and divide the loyalties of their soldiers.


Many older structures were submerged, and new buildings have been built higher up.


The outer ward was unusual to the extent that it was built higher up than the central ward was.



Synonyms:

superior, superordinate, better, leader, supervisor, god,

Antonyms:

inferior, follower, worst, subordinate, low,

higher up's Meaning in Other Sites