<< hereupon herewith >>

hereward Meaning in Odia (Oriya). ( hereward ଶବ୍ଦର ଓଡିଆ ଅର୍ଥ)



ଏଠାରେ,

Noun:

ପୁରସ୍କାର, ଉପୟନ, ପୃଥୀଦାନ,

Verb:

ବାଟ ଦେବା ପାଇଁ |, ପୁରସ୍କୃତ ହେବା, ପୁରସ୍କାର ଦେବା,

hereward తెలుగు అర్థానికి ఉదాహరణ:

| ପର୍ଯ୍ୟଟନ |ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ ଏବଂ ଏଇଟା ବହୁ ପ୍ରସିଦ୍ଧ ।

ଏଠାରେ ବେସରକାରୀ ଭାବରେ ବହୁ ସଂଖ୍ୟକ ଟ୍ରକ ମାଲିକ ମାନେ ରହି କୋଇଲା ପରିବହନ କରନ୍ତି ।

ସୁବର୍ଣ୍ଣରେଖା ମୁହାଣରେ ଥିବା ଏହି ମନ୍ଦିରକୁ ଏଠାରେ ଥିବା ଶିବ ଲିଙ୍ଗ ଆଗ କାଳରେ ଜାହାଜରେ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।

1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା ।

ଏଠାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି, ବିଶେଷ କରି ଏଠାରେ ଥିବା ଦୁର୍ଗ ଓ ପ୍ରାସାଦଗୁଡ଼ିକ ପାଇଁ ଏହା ଅଧିକ ପ୍ରସିଦ୍ଧ ଲାଭ କରିକରିଛି।

ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ ।

ବାଲେଶ୍ୱର ଜିଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ ।

କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।

|ଏଠାରେ ପ୍ରସ୍ତୁତ ପ୍ରସାଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହୁଏ ଓ ତା'ପରେ ମାଆ ବିମଳାଙ୍କ ପାଖରେ ଭୋଗ ଲାଗେ ଏବଂ ଏହା ମହାପ୍ରସାଦରେ ପରିଣତ ହୁଏ ।

ଏଠାରେ ମହାନ ଯୋଦ୍ଧାଗଣ, ବିଦୂଷୀ ଓ ମହାନ ବ୍ୟକ୍ତିଗଣଙ୍କ ପାଇଁ ଆସ୍ଥାନ ରହିଥିଲା ।

ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା ।

ଏଠାରେ ତିବ୍ୱତୀୟ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥାଏ ।

ଏଠାରେ ପାଳିତ ପର୍ବମାନଙ୍କ ମଧ୍ୟରେ ଦୁର୍ଗାଷ୍ଟମୀ, ସାତପୁରୀ ଅମାବାସ୍ୟା ତଥା ମକର ସଂକ୍ରାନ୍ତି ପ୍ରମୁଖ ।

hereward's Meaning in Other Sites