hereupon Meaning in Odia (Oriya). ( hereupon ଶବ୍ଦର ଓଡିଆ ଅର୍ଥ)
ଏଠାରେ, ଫଳ ସ୍ଵରୂପ, ତା’ପରେ,
Adverb:
ଏହା ଉପରେ |, ୟା ଭିତରେ, ଫଳ ସ୍ଵରୂପ,
People Also Search:
herewardherewith
herge
heriot
heriotable
heriots
herisson
heritability
heritable
heritage
heritages
heritiera
heritiera fomes
heritiera minor
heritor
hereupon తెలుగు అర్థానికి ఉదాహరణ:
| ପର୍ଯ୍ୟଟନ |ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ ଏବଂ ଏଇଟା ବହୁ ପ୍ରସିଦ୍ଧ ।
ଏଠାରେ ବେସରକାରୀ ଭାବରେ ବହୁ ସଂଖ୍ୟକ ଟ୍ରକ ମାଲିକ ମାନେ ରହି କୋଇଲା ପରିବହନ କରନ୍ତି ।
ସୁବର୍ଣ୍ଣରେଖା ମୁହାଣରେ ଥିବା ଏହି ମନ୍ଦିରକୁ ଏଠାରେ ଥିବା ଶିବ ଲିଙ୍ଗ ଆଗ କାଳରେ ଜାହାଜରେ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।
1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା ।
ଏଠାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି, ବିଶେଷ କରି ଏଠାରେ ଥିବା ଦୁର୍ଗ ଓ ପ୍ରାସାଦଗୁଡ଼ିକ ପାଇଁ ଏହା ଅଧିକ ପ୍ରସିଦ୍ଧ ଲାଭ କରିକରିଛି।
ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ ।
ବାଲେଶ୍ୱର ଜିଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ ।
କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।
|ଏଠାରେ ପ୍ରସ୍ତୁତ ପ୍ରସାଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହୁଏ ଓ ତା'ପରେ ମାଆ ବିମଳାଙ୍କ ପାଖରେ ଭୋଗ ଲାଗେ ଏବଂ ଏହା ମହାପ୍ରସାଦରେ ପରିଣତ ହୁଏ ।
ଏଠାରେ ମହାନ ଯୋଦ୍ଧାଗଣ, ବିଦୂଷୀ ଓ ମହାନ ବ୍ୟକ୍ତିଗଣଙ୍କ ପାଇଁ ଆସ୍ଥାନ ରହିଥିଲା ।
ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା ।
ଏଠାରେ ତିବ୍ୱତୀୟ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥାଏ ।
ଏଠାରେ ପାଳିତ ପର୍ବମାନଙ୍କ ମଧ୍ୟରେ ଦୁର୍ଗାଷ୍ଟମୀ, ସାତପୁରୀ ଅମାବାସ୍ୟା ତଥା ମକର ସଂକ୍ରାନ୍ତି ପ୍ରମୁଖ ।
hereupon's Usage Examples:
She asks her husband to kill her; he tries to stab her as she asks but cannot bring himself to inflict more than a slight wound whereupon she jumps into the river.
by a pile of logs, whereupon a man fired a shot, breaking her baby"s nursing bottle.
Halting and sidling—after nipping, the female will halt, whereupon the male will swim forward.
King Zhao Mo thereupon feigned illness and never travelled to the Han capital.
It was destroyed in 808 AD by the Viking king Gudfred, whereupon the tradespeople were reportedly moved by the king to the Viking emporium of Hedeby (also.
Thereupon he adopted the style Diocese of Bath.
hereupon abandoned the open country, and took refuge in their mountain fastnesses.
When the goddess had invented the plough, the girl boastfully pretended to have made the discovery herself, whereupon she was metamorphosed.
The master thereupon bestirred himself, waking, as it were, from sleep.
He thereupon erected the fort and temple and constructed a large tank.
Presently Guntharius succeeded his father and refused to pay tribute to the Huns, whereupon Hagano fled from Attila's court.
to Athena"s intervention, though scratches Eumaeus"s shoulder, and is thereupon himself killed by Philoetius, who thus avenges the disrespect towards.