<< gravities graviton >>

gravitometer Meaning in Odia (Oriya). ( gravitometer ଶବ୍ଦର ଓଡିଆ ଅର୍ଥ)



ମାଧ୍ୟାକର୍ଷଣ,

Noun:

ମାଧ୍ୟାକର୍ଷଣ-ଦୂରତା ମାପ |,

gravitometer తెలుగు అర్థానికి ఉదాహరణ:

କିନ୍ତୁ ସଂସ୍କରଣ ବର୍ତନୀ " smiley" "ବାଈ" ବର୍ତନୀର ସମାନ ନୁହେଁ|ଆଧାର|ଲୋକପ୍ରିୟ ସଂସ୍କୃତି ସାଧାରଣ ଆପେକ୍ଷିକ ତତ୍ତ୍ୱ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବସିତ ଏକ ଜ୍ୟାମିତିକ ତତ୍ତ୍ୱ ।

ବ୍ୟାସ ୧୦୦ କି.ମି.ରୁ ଅଧିକ ହେଲେ ନିଜର ମାଧ୍ୟାକର୍ଷଣ ଶକ୍ତି ଜ୍ୟୋତିଷ୍କକୁ ଗୋଲକ ଆକାର ପ୍ରଦାନ କରେ।

ସେ ଗତି ଓ ମାଧ୍ୟାକର୍ଷଣର ନୀୟମ ବୁଝାଇଥିଲେ ।

ଚନ୍ଦ୍ରର ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଜଳ ଓ ଅମ୍ଳଜାନ ଧାରଣ କ୍ଷମତା କମ ଥିଲା ।

|ନକ୍ଷତ୍ର ସୃଷ୍ଟି ହେବାରେ ହଲ୍ ପ୍ରଭାବର ମହତ୍ତ୍ୱ|ନକ୍ଷତ୍ର ସୃଷ୍ଟି ସମୟରେ ଚୁମ୍ବକୀୟ କ୍ଷେତ୍ର ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସତ, ତେବେ ଗବେଷଣା ପାଇଁ ଉଦ୍ଦୀଷ୍ଟ ମଡ଼େଲ୍‍ମାନଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ହଲ୍ ପ୍ରଭାବ ଯୋଗୁଁ ମାଧ୍ୟାକର୍ଷଣୀୟ ନିପାତ ହୋଇଥାଏ ଯାହା ଫଳରେ ଆଦ୍ୟତାରା ସୃଷ୍ଟି ହୁଏ ।

ଏହି ଅଂଶର ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ ।

ଏହି ଭଳି ସୃଷ୍ଟି ହୋଇଥିବା ତରଙ୍ଗ, ମାଧ୍ୟାକର୍ଷଣ ଯୋଗୁଁ ଶକ୍ତିଶାଳୀ ହୋଇଥାଏ ।

ସେ ଭାବିଥିଲେ ଯେ ମାଧ୍ୟାକର୍ଷଣ କୌଣସି ଦୁଇଟି ବସ୍ତୁ, ଯଥା ପୃଥିବୀ ଓ ସେଓ ମଧ୍ୟରେ ଥିବା ଆକର୍ଷଣ ବଳ ।

|ଆଇଜାକ୍ ନ୍ୟୁଟନ୍ ମାଧ୍ୟାକର୍ଷଣ ବିଷୟରେ ଭାବି ଚାଲିଲେ ।

ମାଧ୍ୟାକର୍ଷଣ ଉପରେ ଦୂରତ୍ୱ ଓ ବସ୍ତୁତ୍ୱର ପ୍ରଭାବ ମଧ୍ୟ ସେ ବୁଝାଇଥିଲେ ।

ଅତି ନଗଣ୍ୟ ବାୟୁମଣ୍ଡଳ ଓ ଦୁର୍ବଳ ମାଧ୍ୟାକର୍ଷଣ ଜଳୀୟବାଷ୍ପକୁ ମଧ୍ୟ ଧରି ରଖି ପାରେ ନାହିଁ।

ଏହି ତତ୍ତ୍ୱ ଅନୁସାରେ ମାଧ୍ୟାକର୍ଷଣ ଏକ ଶକ୍ତି ନୁହେଁ, ବରଂ ଜାଗତିକ ମହାବସ୍ତୁମାନେ ଅବସ୍ଥାନ କରୁଥିବା ସ୍ଥାନ-କାଳର ଏକ ଜ୍ୟାମିତିକ ପ୍ରକୃତି ବା ପ୍ରବୃତ୍ତି ।

ମାଧ୍ୟାକର୍ଷଣ ଏହାକୁ ଧରି ରଖେ ।

gravitometer's Usage Examples:

A gravimeter or gravitometer, is an instrument used in gravimetry for measuring the local gravitational.


Gravitometer may refer to: Gravimeter, an instrument for measuring the local gravitational field Hydrometer, referred to in pipeline work as a gravitometer.


A gravimeter or gravitometer, is an instrument used in gravimetry for measuring the local gravitational field.



gravitometer's Meaning in Other Sites