<< godlike godliness >>

godlily Meaning in Odia (Oriya). ( godlily ଶବ୍ଦର ଓଡିଆ ଅର୍ଥ)



ଧାର୍ମିକ,

Adjective:

ଶରୀର, ଜନ୍ମ, ଶାରୀରିକ,

People Also Search:

godliness
godlinesses
godling
godlings
godly
godman
godmother
godmothers
godown
godowns
godparent
godparents
gods
godsend
godsends

godlily తెలుగు అర్థానికి ఉదాహరణ:

|ଆଧାର|ଶାଢ଼ୀ|ରେଶମ ଶାଢ଼ୀ ପୟାନୁର ପବିତ୍ର ମୁଦି ଭାରତରେ ହିନ୍ଦୁମାନଙ୍କ ଧାର୍ମିକ କ୍ରିୟାକର୍ମ ଆଦିରେ ବ୍ୟବହୃତ ଏକ ସ୍ୱର୍ଣ୍ଣ ଆଭୁଷଣ ।

ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।

ଅଖନୁର ଇଲାକାର ଜଣେ ଧାର୍ମିକ ବ୍ୟକ୍ତି 'ବାବା ରୋଟି ରାମ ମଜ‌ଜୁବ' ତାଙ୍କର ପ୍ରଥମ ନାମ ମଲିକା ନାମକରଣ କରିଥିଲେ ଓ ତାଙ୍କର ବ୍ୟବସାୟୀକ ଗାୟିକା ଓ ନର୍ତ୍ତକୀ ମାଇଁ ତାଙ୍କର ପୁଖରାଜ (Yellow Sapphire) ନାମକରଣ କରିଥିଲେ ।

|ଧାର୍ମିକ ବିଶ୍ୱାସ|କଥିତ ଅଛି, ଏହି ଶିବ ହେଉଛନ୍ତି ଅଗ୍ନି ସ୍ୱରୂପ ।

ଧାର୍ମିକ ଆଧାରରେ ଭାରତୀୟ ଉପମହାଦେଶର ବିଭାଜନ ଫଳରେ ଭାରତ ଏବଂ ପାକିସ୍ଥାନ ଗଠନ ହୋଇଥିଲା ।

|ଧାର୍ମିକ ଯୋଗ୍ୟତା|ମୁସଲମାନମାନଙ୍କ ଧାର୍ମିକ ରୀତିନୀତି ସବୁ ଇସଲାମୀୟ ପଞ୍ଚାଧାରରେ ବର୍ଣ୍ଣିତ; ଶହାଦା (ବିଶ୍ବାସର ଉଦ୍ଘୋଷଣା), ସଲାତ (ଦୈନିକ ପ୍ରାର୍ଥନା), ସୱମ (ରମଜାନ ମାସରେ ଉପବାସ), ଜକାତ (ଗରିବଙ୍କୁ ଦାନ) ଏବଂ ହଜ (ଅତି କମରେ ଜୀବନରେ ଥରେ ମକ୍କାକୁ ତୀର୍ଥଯାତ୍ରା କରିବା) ।

ଧାର୍ମିକ କାମ ପାଇଁ ଏହାକୁ ଏକ ଆଦର୍ଶ ଜାଗା ବୋଲି ବିବେଚନା କରାଯାଇଥାଏ ।

|ସେମାନେ ପିନ୍ଧୁଥିବା ବସ୍ତ୍ର ସବୁର କୌଣସି ଧାର୍ମିକ ମହତ୍ତ୍ବ ନାହିଁ କିନ୍ତୁ ଏଗୁଡ଼ିକ ସାମ୍ରାଜ୍ୟବାଦୀ କାଳରେ ପରିଧାନ କରାଯାଉଥିବାରୁ ଏବେ ମଧ୍ଯ ପିନ୍ଧାଯାଏ; ଉଦାହରଣ ସ୍ବରୂପ - ଯୋଏ, ଏବୋଶୀ ତଥା କାରିଗିନୁ ।

ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ ଦୁର୍ଗୀବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ।

|୧୯୬୯ରେ ଧାର୍ମିକ ଚଳଚ୍ଚିତ୍ର ନାଙ୍କ ନାମ ଜାହାଜ ହେ ମୁକ୍ତିଲାଭ କରିଥିଲା ଓ ଏଥିରେ ପୃଥ୍ୱୀରାଜ କପୁର, ଆଇ ଏସ୍ ଜୋହର, ଭିମ୍ମୀ, ସୋମ ଦତ୍ତ, ନିଶୀ, ସୁରେସ ଓ ଡେଭିଡ ଆବ୍ରାହମ ପ୍ରମୁଖ ଅଭିନୟ କରିଥିଲେ ।

ସାଫୋଙ୍କ ଖୁବ କମ କବିତା ବଞ୍ଚିଛି କିନ୍ତୁ ସେହି ବଳକା କବିତାରେ ମହିଳାମାନଙ୍କର ଦୈନନ୍ଦିନ ଜୀବନ, ସମ୍ପର୍କ ଓ ଧାର୍ମିକ ସଂସ୍କାର ବିଷୟ ଲେଖାଅଛି ।

ଏହି ଅଞ୍ଚଳରେ ଜୀବ ଓ ପକ୍ଷୀଙ୍କୁ ହତ୍ୟା ନ କରିବା ପାଇଁ ଧାର୍ମିକ ପ୍ରଥା ରହିଥିବାରୁ ଏଠାକାର ଜୀବଜନ୍ତୁ କିଛି ମାତ୍ରାରେ ସଂରକ୍ଷିତ ରହିଛନ୍ତି ।

ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି ।

godlily's Usage Examples:

diligence in their several employments, live soberly, righteously, and godlily in this present world, that they may obtain that glorious reward promised.



godlily's Meaning in Other Sites