<< godown godparent >>

godowns Meaning in Odia (Oriya). ( godowns ଶବ୍ଦର ଓଡିଆ ଅର୍ଥ)



ଗୋଦାମ, ଭଣ୍ଡାର ଘର,

(ଭାରତ ଏବଂ ମାଲେସିଆରେ |,

Noun:

ଭଣ୍ଡାର ଘର,

People Also Search:

godparent
godparents
gods
godsend
godsends
godship
godslot
godson
godsons
godspeed
godspeeds
godunov
godwit
godwits
godzilla

godowns తెలుగు అర్థానికి ఉదాహరణ:

|ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ ।

ନହେଲେ, ହଲ୍‍ଦୱାନି-କାଶୀପୁର-କାଠଗୋଦାମ ଦେଇ ରାମନଗର ପର୍ଯ୍ୟନ୍ତ ସଡ଼କପଥରେ ଯାଇହେବ ।

ଆଦିଲସାହିସଙ୍କ ଅଧୀନରେ, ବ୍ରିଟିସମାନେ ଏଠାରେ ଏକ ଗୋଦାମ ଘର ତିଆରି କରିଥିଲା ।

ସେଗୁଡ଼ିକ ହେଲା କ୍ୟାଣ୍ଟନମେଣ୍ଟ, ବିଡ଼ାନାସି, ମର୍କତନଗର, ଲାଲବାଗ, ପୁରିଘାଟ, ମଧୁପାଟଣା, ଚାଉଳିଆଗଞ୍ଜ, ମାଲଗୋଦାମ, ମଙ୍ଗଳାବାଗ,ଦରଘାବଜାର, ମହିଳା ଥାନା, ଚୌଦ୍ୱାର, ଜଗତପୁର, ବିଦ୍ୟୁତ (ବିଶେଷ), ସଦର, ବାରଙ୍ଗ, ବାଦାମବାଡି, କନ୍ଦରପୁର, ଟ୍ରାଫିକ, ଟ୍ରାଫିକ (ଜାତୀୟ ରାଜପଥ ଫୁଲନଖରା)।

କାଠଗୋଦାମଠାରୁ ନିୟମିତ ବସ୍‍ ଏବଂ ଟାକ୍ସି ସେବା ଉପଲବ୍ଧ ରହିଛି ।

୧୬୭୩ ମସିହାରେ ଏହି ଗୋଦାମ ଘରଟି ଶିବାଜୀଙ୍କଦ୍ୱାରା ଲୁଟ ହୋଇଥିଲା ।

ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି ।

|ଯୋଗାଣ ବ୍ୟବସ୍ଥା ପରିଚାଳନା: ଯୋଗାଣ କିପରି କରାଯିବ ତାହାର ଯୋଜନା କରିବା, ବିକ୍ରୟ ଚକ୍ର ପ୍ରକ୍ରିୟା, କ୍ରୟ ଚକ୍ର ପ୍ରକ୍ରିୟା, ଗୋଦାମରେ ମାଲ ପରିଚାଳନା, ବିକ୍ରେତାଙ୍କଠାରୁ କେବେ କଞ୍ଚାମାଲ ଓ ଅନ୍ୟ ଜରୁରୀ ପଦାର୍ଥ ଆସିବ ତାହାର ସମୟ ଧାର୍ଯ୍ୟ କରିବା ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ।

ହିଟଲରଙ୍କ ଦାଉରୁ ନିଜକୁ ବଞ୍ଚାଇବା ସକାଶେ ଜୁଲାଇ ମାସ ୧୯୪୨ରେ ୧୩ ବର୍ଷ ବୟସ୍କ ଆନି ତାଙ୍କ ପରିବାର ସ‌ହ ଆମଷ୍ଟାରଡ଼ମର ଗୋଟିଏ ଗୋଦାମରେ ଲୁଚି ରହିଥିଲେ ।

ଏହାକୁ ଆଜମର ଆଡେ ଯାଉଥିବା ରାସ୍ତା ଆଡେ ମଧ୍ୟ ପରିବର୍ଦ୍ଧନ କରି 22 ନବର ଗୋଦାମ ଆଡେ ନେବାର ଯୋଜନା କରାଯାଇଛି ।

godowns's Usage Examples:

Cochin International Airport, there has been a surge in the number of godowns built in the area.


There are also godowns in the Shanghai Bund.


as warehouseman under the Warehousing Act and own and construct its own godowns and cold storages; (v) to act as agent of any Government agency or cooperative.


Four food storage godowns operate in Rurala Road, run by the Government of Punjab.


Foodgrain godowns: During Portuguese rule, these godowns on the banks of the Zuari river were used by the Portuguese.


subsidies to individuals or organizations which build or repair rural godowns.


She was put on trial and fined for having sold wares from the company"s godowns on Yale"s private account.


Existing Food godowns, granary and cold storage was made the part of Master Plan.


a British Crown Colony at East Point, where Jardine had their original godowns and offices.


pay only one-third and that before division the crop would stay in their godowns and not that of the Jotedars.


end and rail tracks on either side for easy transport of goods from the godowns situated at the shore.


So many bank branches, godowns, store rooms, printing presses, automobile spare parts stores, courier.


For example, Farquhar allowed merchants to encroach on designated government area – he permitted the erection of houses and godowns on the Padang and on the nearby banks of the Singapore River, within an area Raffles specified not to be permanently appropriated by individuals.



godowns's Meaning in Other Sites