<< globalising globalist >>

globalism Meaning in Odia (Oriya). ( globalism ଶବ୍ଦର ଓଡିଆ ଅର୍ଥ)



ବିଶ୍ୱବ୍ୟାପୀ,

Noun:

ଜଗତୀକରଣ,

globalism తెలుగు అర్థానికి ఉదాహరణ:

ଦି ଫେତ ଅଫ ଦି ଫ୍ୟୁରିୟସର ୫୪୨ ମିଲିୟନ ଡଲାର ରେକର୍ଡକୁ ପଛକୁ ଛାଡି ଏହି ଚଳଚ୍ଚିତ୍ର ୬୪୦.୫ ମିଲିୟନ ଡଲାରର ବ୍ୟାପାର କରି ସବୁଠାରୁ ବଡ଼ ବିଶ୍ୱବ୍ୟାପୀ ରେକର୍ଡ ବନେଇନେଲା ।

ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ ।

ଏହି ଘଟଣାକୁ ‘ନିଭର୍ୟା’ ନାମରେ ନାମିତ କରାଗଲା ଏବଂ ବିଶ୍ୱବ୍ୟାପୀ ଏହି ଘଟଣା ଚହଳ ସୃଷ୍ଟି କରିଥିଲା ।

ବ୍ରେକିଂ ଦି ସାଇଲେନ୍ସ (୧୯୯୭) ବିଶ୍ୱବ୍ୟାପୀ ମହିଳାମାନଙ୍କ ଜୀବନୀ ଉପରେ ଆଧାରିତ ।

| ଗ୍ୟାଲେରି | ଆଧାର |ବହି ରସଗୋଲା ଦିବସ ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ ।

ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଓ ସମ୍ପାନ ଆଦିର ଆୟୋଜନ କରାଯାଇଥାଏ ।

ଏହି ଲୋଗୋରେ ସାଇକେଲ ଚାଳକମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ ।

୨୦୨୦ ମସିହାରେ ବାର୍ତ୍ତା ଥିଲା ବିଶ୍ୱବ୍ୟାପୀ କାର୍ଯ୍ୟରେ ଯୁବଗୋଷ୍ଠୀର ଯୋଗଦାନ ।

ମହୁମାଛିଦ୍ୱାରା (ଜାତି ''Apis') ଉତ୍ପାଦିତ ମହୁ ବିଭିନ୍ନ ପ୍ରକାରର ବିଶ୍ୱବ୍ୟାପୀ ବାଣିଜ୍ୟିକ ଉତ୍ପାଦନ ଏବଂ ମଣିଷମାନଙ୍କଦ୍ୱାରା ବ୍ୟବହାର କାରଣରୁ ବ୍ୟାପକ ଭାବେ ଜଣାଶୁଣା ।

୧୯୮୫ ମସିହାରେ ନିଜର ୨ ଭୋକିଲା ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ସେ ନିଜର ଦୁଇ ବର୍ଷ ବୟସ୍କା ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ବିଶ୍ୱବ୍ୟାପୀ ଗଣମାଧ୍ୟମର ଶିରୋନାମ ପାଲଟିଥିଲେ ।

କୃଷ୍ଣକାୟ ବ୍ୟକ୍ତିଙ୍କ ପ୍ରତି ନିର୍ମମ ବ୍ୟବହାରର ଭିଡ଼ିଓ ଭାଇରଲ ହେବାପରେ ବିଶ୍ୱବ୍ୟାପୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଅଛି ।

ଏହି ପ୍ରତିଯୋଗିତା ପରେ ଏକ ଆନ୍ଦୋଳନରେ ପରିଣତ ହେଲା ଓ ବିଶ୍ୱବ୍ୟାପୀ ପ୍ରାୟ ୬୦,୦୦୦ ଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି ।

globalism's Usage Examples:

Current trends in scholarship employ postmodern and visual culture approaches to art education, consider effects of globalism on the production and interpretation of images and focus renewed interest on issues of creativity.


In some hands, the reduction of globalism to.


theories such as man-made climate change is untrue and a "communist plot", "globalism" is a process driven by "cultural Marxism", and the COVID-19 (Coronarivus).


It also calls for drawing up solutions to the problems of poverty, underdevelopment, and challenges the disadvantages of globalism and capitalism.


According to him, while the first two visions (the alter-globalism and the anti-globalism) represent the reconstructed forms of old and new left ideologies.


He contended at the Left Forum in 2015 that with the denouement of capitalism and the disintegration of globalism, Karl Marx has been vindicated as capitalism's most prescient and important critic.


globalism, jihad globalism, and market globalism.


implies that there were pre-modern or traditional forms of globalism and globalization long before the driving force of capitalism sought to colonize every.


Market globalism includes the ideology of neoliberalism.


and advocating "anti-bourgeoism, anti-capitalism, anti-globalism, anti-democratism, anti-liberalism, anti-bureaucratism, anti-dogmatism".


rhetoric Techno-globalism Reactionary modernism Edgerton, David E.


problems of poverty, underdevelopment, and challenges the disadvantages of globalism and capitalism.



globalism's Meaning in Other Sites