<< globals globe >>

globby Meaning in Odia (Oriya). ( globby ଶବ୍ଦର ଓଡିଆ ଅର୍ଥ)



ଗ୍ଲୋବି,

Noun:

ପ୍ରବେଶ, ଉପସାଲା |, ଲବି |, ବିଲଡିଂ,

globby తెలుగు అర్థానికి ఉదాహరణ:

ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ ।

ଅଧିକାଂଶ ସମୟରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବାକୁ ସୁପାରିସ କରାଯାଏ ନାହିଁ ଯଦି ରକ୍ତ ହେମୋଗ୍ଲୋବିନ ୭୦ରୁ ୮୦ ଗ୍ରା/ଲି.ରୁ ବେଶୀ ଅଛି ।

|ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।

ବୃକ୍‌କ ଉପରେ ପେଶୀ ଭଙ୍ଗା ପଦାର୍ଥ ଯେପରିକି ପ୍ରୋଟିନ ମାୟୋଗ୍ଲୋବିନ (myoglobin) ବିପଦ ସୃଷ୍ଟି କରିବା ଫଳରେ ତୀବ୍ର ବୃକ୍‌କ ଫେଲ (kidney failure) ହୋଇଯାଏ ।

ବଳକା ୨୦% ଅନ୍ୟ ହେମ ଉତ୍ସରୁ ଆସେ ଯଥା ଅନିୟନ୍ତ୍ରିତ ଏରିଥ୍ରୋପଏସିନ(erythropoiesis) ଅନ୍ୟ ହେମ ଥିବା ପ୍ରୋଟିନ ଯେପରିକି ମାୟୋଗ୍ଲୋବିନ ଓ ସାଇଟୋକ୍ରୋମ ।

ଏହି ହିମୋଗ୍ଲୋବିନ ହିମାଟିନ ନାମକ ଲୌହ ଲବଣ ମିଶ୍ରିତ ହିମ୍ (haem or heme) ଓ ଗ୍ଲୋବିନ ନାମକ ପୁଷ୍ଟିସାରର ମିଶ୍ରଣରେ ଗଠିତ।

ଯଦି ହେମୋଗ୍ଲୋବିନ୍ ସ୍ତର ୮.୦ ଗ୍ରା/ଡେଳିରୁ କମ ଥାଏ, ତେବେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ଓ ଏଣ୍ଡୋସ୍କୋପି ପରୀକ୍ଷା କରିବା ପର୍ଯ୍ୟନ୍ତ ପାଟିବାଟେ ଖାଇବା ବନ୍ଦ କରିଦିଆଯାଏ ।

ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମଦ୍ୱାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ ।

|ଏହା କେବଳ ହିମୋଗ୍ଲୋବିନ ସହ ବିବନ୍ଧିତ ଅମ୍ଳଜାନର ଅନୁପାତ ମାପିପାରେ ଫଳତଃ ହିମୋଗ୍ଲୋବିନ ଅମ୍ଳଜାନ ବ୍ୟତୀତ ଅନ୍ୟ କୌଣସି ଅଣୁ ସହ ବାନ୍ଧିହେଲେ ଅକ୍ସିମିଟର ଭୁଲ ପରିଣାମ ଦେଖାଏ ।

  | ପୁରସ୍କାର ସମୂହ |1967 National Film Award for Best Feature Film |1967 Moscow International Film Festival: Grand Prix - Nominated| ଆଧାର | Bibliography | ବାହ୍ୟ ଆଧାର |Internet Movie Database ଥାଲାସେମିଆ (ଇଂରାଜୀ ଭାଷାରେ Thalassemias) ରୋଗ ଗୁଡ଼ିକ ଏକ ଇନହେରିଟେଡ ରକ୍ତ ବେମାରୀ (blood disorder) ଦଳ ଯେଉଁଥିରେ ଅସାଧାରଣ ହେମୋଗ୍ଲୋବିନ (hemoglobin) ପ୍ରସ୍ତୁତ ହୁଏ ।

ସୋଡ଼ିଅମ ନାଇଟ୍ରାଇଟ ପ୍ରଥମେ ମେଥେମୋଗ୍ଲୋବିନ ସୃଷ୍ଟି କରେ ଯାହା ସାଇନାଇଡ ସ‌ହା ଅନୁବନ୍ଧିତ ହୋଇଯାଏ ଓ ଏହାକୁ ମାଇଟୋକଣ୍ଡ୍ରିଆରୁ (mitochondria) ବାହାର କରିଦିଏ ।

ଚିକିତ୍ସା ଅବଧିରେ ମେଥେମୋଗ୍ଲୋବିନ (methemoglobin) ସ୍ତର ନିୟମିତ ଯାଞ୍ଚ କରିବାକୁ ହୁଏ ।

|* ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ|ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟା|*ଆଣ୍ଟିବଡି-ମାଧ୍ୟମ|** ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି ।

globby's Usage Examples:

pint of Amstel A slice of New York cheesecake Sara Pascoe Salmon skin (globby) Sparkling Sourdough from Paul"s Yasai itame from Wagamama (No noodles).


"Review: Designer handbags in the globby flesh at Gusford".



globby's Meaning in Other Sites