<< glandularly glans >>

glandules Meaning in Odia (Oriya). ( glandules ଶବ୍ଦର ଓଡିଆ ଅର୍ଥ)



ଗ୍ରନ୍ଥି,

Adjective:

ଗ୍ଲାଣ୍ଡୁଲାର୍ |,

People Also Search:

glans
glare
glared
glareous
glares
glarier
glariest
glaring
glaringly
glary
glasgow
glasnost
glasnostic
glass
glass case

glandules తెలుగు అర్థానికి ఉదాహరణ:

|ବାଳ ନଥିବା ଗ୍ଲାବ୍ରସ ଚର୍ମ ଅଞ୍ଚଳରେ ମଧ୍ୟ ସେବାସେଅସ ଗ୍ରନ୍ଥି ଥାଏ ଯେପରିକି ଆଖିପତା, ମାନବ ନାକ, ଲିଙ୍ଗ, ଲେବିଆ ମାଇନୋରା, ଗାଲର ଭିତର ଆସ୍ତରଣ ଓ ସ୍ତନାଗ୍ରରେ ଥାଏ ।

ଏହି ଅର୍ବୁଦରୁ ଏପିନେଫ୍ରିନ୍ ଏବଂ ନର୍ ଏପିନେଫ୍ରିନ ଉତ୍ପାଦନ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ | ଆଡ୍ରେନାଲ୍ ଗ୍ରନ୍ଥି ବାହାରେ ସମାନ କୋଷଗୁଡ଼ିକରେ ଗଠିତ ଏକ ଟ୍ୟୁମର୍ ବିକଶିତ ହେଲେ ତାହାକୁ ପାରାଗାଙ୍ଗ୍ଲିଓମା କୁହାଯାଏ | |ଅସ୍ତ୍ରୋପଚାର ଅପସାରଣ ଏହାର ପସନ୍ଦର ଚିକିତ୍ସା ।

|ଏହି ସେବାସେଅସ ଗ୍ରନ୍ଥିରେ ଅନେକ ପ୍ରକାରର ରୋଗ ହୁଏ ଯେପରିକି ବ୍ରଣ, ସେବାସେଅସ ସିସ୍ଟ, ସେବାସେଅସ ହାଇପରପ୍ଲାସିଆ ଓ ସେବାସେଅସ ଆଡେନୋମା ହୋଇପାରେ ।

ଅତ୍ୟଧିକ ମେନିଙ୍ଗୋକୋକାଲ୍ ଓ ନେମୋକୋକାଲ୍ ସଂକ୍ରମଣ ହେଲେ ଆଡ୍ରେନାଲ୍ ଗ୍ରନ୍ଥି ମଧ୍ୟରେ ରକ୍ତ ସ୍ରାବ ହୁଏଦ୍ୱାରା ଘାତକ ବାଟରହାଉସ୍ ଫ୍ରିଡେରିକ୍‌ସନ୍ ସିନ୍ଡ୍ରୋମ୍ (Waterhouse-Friderichsen syndrome) ବେମାରୀ ହୋଇପାରେ ।

|ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି ।

ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ ।

| ଗଠନ |ବାମ ଓ ଡାହାଣ ଥାଇରଏଡ ଗ୍ରନ୍ଥି ଲୋବର ପୃଷ୍ଠ ଭାଗରେ ଦୁଇ ଯୋଡ଼ା ପାରାଥାଇରଏଡ ଗ୍ରନ୍ଥି ଥାଏ ।

ସେ ଗ୍ରନ୍ଥିର ରସ କୌଣସି କାରଣରୁ ବେଶି ବେଶି ବାହାରିଲେ ହାଡ଼ରୁ କାଲସିଅମ ରକ୍ତକୁ ଚାଲିଯିବାକୁ ବାଧ୍ୟ ହୁଏ - ଫଳରେ ହାଡ ନରମା ହୋଇଯାଏ ଓ କେତେବେଳେ ଭାଙ୍ଗି ମଧ୍ୟ ଯାଏ ।

ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ ।

|ମସ୍ତିଷ୍କର ଏକ ଅଂଶ ହାଇପୋଥାଲାମସରେ ଏହା ପ୍ରସ୍ତୁତ ହୋଇ ପଛ ପିଟୁଇଟାରି ଗ୍ରନ୍ଥିରେ ସଞ୍ଚିତ ହୋଇରହେ ।

|କାଲାଜିଅନ ରୋଗ ଆଖିରେ ଆଗରୁ ହୋଇଥିବା ସ୍ଟାଇ ରୋଗ ପରେ ହୋଇପାରେ ବା ତେଲ ଗ୍ରନ୍ଥିରୁ ତେଲ ବାହାରି ଶକ୍ତ ହୋଇଯାଏ ଗ୍ରନ୍ଥିର ପଥ ଅବରୋଧ କରିବାଦ୍ୱାରା ହୁଏ ।

ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟ ଓ ମେରୁଦଣ୍ଡରୁ ବାହାରିପାରେ ।

glandules's Usage Examples:

glandular fold from below the eye to the shoulder, followed by one or two glandules.


function of the pectoral glands is unknown, but they are made of glandules like the glandules in nuptial pads that appear on many species of amphibians.


"Auto- and isotransplantation, in dogs, of the parathyroid glandules".


white spot in front of the eye and a semicircular row of small cream glandules partly surrounding the eye.



glandules's Meaning in Other Sites