<< glary glasnost >>

glasgow Meaning in Odia (Oriya). ( glasgow ଶବ୍ଦର ଓଡିଆ ଅର୍ଥ)



ଗ୍ଲାସ୍ଗୋ,

glasgow తెలుగు అర్థానికి ఉదాహరణ:

ଏହାପରେ ଆଗତ ଚଳଚ୍ଚିତ୍ରଙ୍କନ ସ୍କଟଲ୍ୟାଣ୍ଡର ଏଡିନବର୍ଗ , ଗ୍ଲାସ୍ଗୋରେ ଜାରୀ ରଖାଗଲା , ଏବଂ ଷ୍ଟୁଡ଼ିଓ ସମ୍ବନ୍ଧ ସମସ୍ତ କାମ କୁମ୍ବରନାଉଲ୍ଡର ୱାର୍ଡ ପାର୍କ ଷ୍ଟୁଡ଼ିଓରେ ହୋଇଥିଲା ।

| ଆଧାର |ଔଷଧ ଆୟୋନିକା ପୌଲ (ଜନ୍ମ: 23 ସେପ୍ଟେମ୍ବର 1992; ମୁମ୍ବାଇ) ଜଣେ ଭାରତୀୟ ମହିଳା ବନ୍ଧୁକ ଚାଳକ ଅଟନ୍ତି , ଯିଏ କମନବ୍ଲେଥ ଗେମ, ଗ୍ଲାସ୍ଗୋରେ 10 ମିଟର ଏୟାର ରାଇଫଲ୍ସ ଶୁଟିଂ ଇଭେଣ୍ଟରେ ଜିତି ଭାରତକୁ ରଜତ ପଦକ ଦେଇଥିଲେ ।

| କର୍ମ ଜୀବନ |ଆଡାମ୍ ସ୍ମିଥ୍ ପ୍ରଥମେ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ସାମାଜିକ ଦର୍ଶନ ପଢ଼ିଲେ ।

  ଗ୍ଲାସ୍ଗୋ, ୧୯୮୩||• ପ୍ରଥମ ପୁରସ୍କାର, “ଡନ୍ବାର୍ଟନଶାୟାର୍ ଇ.ଆଇ.ଏସ୍” ପ୍ରତିଯୋଗିତା (ଇଂଗ୍ରାଜୀ: E.I.S. Prize for piano accompaniment) ।

୧୯୮୩ ରେ ସେ ଗ୍ଲାସ୍ଗୋ ୟୁନିଭରସିଟିରୁ (ଇଂଗ୍ରାଜୀ: University of Glasgow) ପିଆନୋ ଶିକ୍ଷାଦାନରେ B.A.ଡିଗ୍ରୀ ପ୍ରାପ୍ତ ହେଲେ ।

ଗ୍ଲାସ୍ଗୋ, ୧୯୮୪|• ପ୍ରଥମ ପୁରସ୍କାର, ସିବେଲିୟସ୍ ପ୍ରବନ୍ଧ ପ୍ରତିଯୋଗିତା ।

|ସ୍ୱର୍ଣ୍ଣ ପଦକ|ଗ୍ଲାସ୍ଗୋରେ ହୋଇଥିବା ବିଂଶତମ କମନ୍ୱେଲ୍‌ଥ ଗେମ୍ସରେ ସ୍କ୍ୱାସରେ ୨ ଅଗଷ୍ଟ ୨୦୧୪ରେ ଦିପୀକା ପଲ୍ଲିକଲ୍‌ଙ୍କ ସ‌ହିତ ଯୋଡିରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ।

ଏହାପରେ ସେ ୧୭୫୧ ମସିହାରୁ ଆରମ୍ଭକରି ଅନେକ ବର୍ଷ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାମ କଲେ ।

glasgow's Usage Examples:

com/mjahl/newglasgow.


jpg|CainGalleryImage:Wfm glasgow botanic gardens.


glasgow-coffee-roaster-matthew-algie-raises-profits-as-strong-consumer-demand-boosts-turnover/CoffeeBusinessWorld: http://coffeebusinessworld.



Synonyms:

Scotland, Glaswegian,

glasgow's Meaning in Other Sites