geometrise Meaning in Odia (Oriya). ( geometrise ଶବ୍ଦର ଓଡିଆ ଅର୍ଥ)
ଜ୍ୟାମିତିକ,
Adjective:
କ୍ଷେତ୍ର ସମ୍ବନ୍ଧୀୟ |, ଜ୍ୟାମିତିକ,
People Also Search:
geometristgeometrize
geometry
geomorphologic
geomorphological
geomorphologies
geomorphologists
geomorphology
geomyidae
geomys
geophagy
geophysical
geophysical science
geophysicist
geophysicists
geometrise తెలుగు అర్థానికి ఉదాహరణ:
| ଆଧାର |ଚିକିତ୍ସା ବିଜ୍ଞାନ ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ପଞ୍ଚଭୂଜ ହେଉଛି, ପାଞ୍ଚ 'ବାହୁ' ଓ ପାଞ୍ଚ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ ।
କିନ୍ତୁ ସଂସ୍କରଣ ବର୍ତନୀ " smiley" "ବାଈ" ବର୍ତନୀର ସମାନ ନୁହେଁ|ଆଧାର|ଲୋକପ୍ରିୟ ସଂସ୍କୃତି ସାଧାରଣ ଆପେକ୍ଷିକ ତତ୍ତ୍ୱ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବସିତ ଏକ ଜ୍ୟାମିତିକ ତତ୍ତ୍ୱ ।
ସ୍ଥାନ-କାଳର ଜ୍ୟାମିତିକ ଚିତ୍ରଦ୍ୱାରା ଆପେକ୍ଷିକତାର ପ୍ରଭାବ ଭିନ୍ନ ଭିନ୍ନ ଦେଖଣାହାରୀଙ୍କ ଉପରେ କିପରି ପଡିଥାଏ ତାହା ଜାଣିହୁଏ ।
ବୈଦିକ ଯୁଗରେ ଋଷିଗଣ ଯଜ୍ଞକୁଣ୍ଡ, ପୂଜାବେଦୀ, ଆଦିର ନିର୍ମାଣ କାର୍ଯ୍ୟରେ ବିଭିନ୍ନ ଜ୍ୟାମିତିକ ସୂତ୍ରର ପ୍ରୟୋଗ କରୁଥିଲେ ।
ଅନେକ ପ୍ରକାର, ଶୈଳୀ ଓ ଅସାମଞ୍ଜସ୍ୟ ସତ୍ତ୍ୱେ ବୃତ୍ତାକାର ଓ ବର୍ଗାକାର କାରୁକାର୍ଯ୍ୟର ନିଖୁଣ ମାପ ଏହି ସ୍ଥାପତ୍ୟକଳାରେ ଜ୍ୟାମିତିକ ଉତ୍କର୍ଷତାର ସୂଚକ ।
ଚକ ନିର୍ମିତ କୁମ୍ଭାର - ଏହାର କିଛି ପ୍ରାଣୀ ଏବଂ ଜ୍ୟାମିତିକ ମୋଟିଫ୍ ସହିତ ସୁସଜ୍ଜିତ ହୋଇଛି - ସମସ୍ତ ପ୍ରମୁଖ ଇଣ୍ଡସ୍ ସାଇଟଗୁଡ଼ିକରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଛି ।
|ଗୋଲ ପାଦ: (୫୦ଟି ସୂତ୍ର): ଆକାଶ କ୍ଷେତ୍ରର ଜ୍ୟାମିତିକ/ତ୍ରିକୋଣମିତିକ ପରିମାପ, କ୍ରାନ୍ତି ବୃତ୍ତ ଓ ଆକାଶର ଭୂମଧ୍ୟ ରେଖା, ପୃଥିବୀର ଆକାର, ଦିନ ଓ ରାତିର କାରଣ, ରାଶିଚକ୍ରର ସଙ୍କେତ ଇତ୍ୟାଦିର ବର୍ଣ୍ନନା।
| ଆଧାର |ଔଷଧ ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା (ଈଂରାଜୀରେ Hindu temple architecture)ରେ ଭାବଭଙ୍ଗୀ ଓ କଳାକାରଙ୍କ କଳ୍ପନାର ଯେତିକି ସ୍ୱାଧୀନତା ରହିଛି, ଜ୍ୟାମିତିକ ଦୃଷ୍ଟିକୋଣରୁ ଏହା ସେତିକି ଶୃଙ୍ଖଳିତ ।
|ଲୀଳାବତୀ ଶାସ୍ତ୍ରକୁ କଥ କରି ସେଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ଗାଣିତିକ ଏବଂ ଜ୍ୟାମିତିକ ସମସ୍ୟାର ସରଳ ସମାଧାନ କରି ପାରିଲେ ଏ ଦୁନିଆର ଲୀଳାଭୂମିରେ ଖୁସି ଏବଂ ଆନନ୍ଦର ଉଜ୍ଜଳ ଉଦାହରଣ ସ୍ୱରୂପ ପ୍ରତୀୟମାନ ହୋଇପାରିବ ।
| ମନ୍ଦିର ଅଭିନ୍ୟାସ/ନକସା |ହିନ୍ଦୁ ମନ୍ଦିରଗୁଡ଼ିକ ବାସ୍ତୁ-ପୁରୁଷ-ମଣ୍ଡଳର ଜ୍ୟାମିତିକୁ ଅନୁସରଣ କରନ୍ତି ।
ଏହି ତତ୍ତ୍ୱ ଅନୁସାରେ ମାଧ୍ୟାକର୍ଷଣ ଏକ ଶକ୍ତି ନୁହେଁ, ବରଂ ଜାଗତିକ ମହାବସ୍ତୁମାନେ ଅବସ୍ଥାନ କରୁଥିବା ସ୍ଥାନ-କାଳର ଏକ ଜ୍ୟାମିତିକ ପ୍ରକୃତି ବା ପ୍ରବୃତ୍ତି ।
୬୪ ପଦକୁ ଜ୍ୟାମିତିକ ଦୃଷ୍ଟିକୋଣରୁ ସବୁଠାରୁ ଉତ୍ତମ ବା ପବିତ୍ର କୁହାଯାଏ ।