geometry Meaning in Odia (Oriya). ( geometry ଶବ୍ଦର ଓଡିଆ ଅର୍ଥ)
ଜ୍ୟାମିତି, କ୍ଷେତ୍ର ସିଦ୍ଧାନ୍ତ,
Noun:
କ୍ଷେତ୍ର ମାପ, ଜ୍ୟାମିତି |, କ୍ଷେତ୍ର ଗଣିତ |,
People Also Search:
geomorphologicgeomorphological
geomorphologies
geomorphologists
geomorphology
geomyidae
geomys
geophagy
geophysical
geophysical science
geophysicist
geophysicists
geophysics
geophyte
geophytes
geometry తెలుగు అర్థానికి ఉదాహరణ:
ବାଲେଶ୍ୱରରୁ ଯିବାବେଳେ ଗାଇଥିଲେ,|ବାଲେଶ୍ୱରର ମଠ ମନ୍ଦିର ଯନ୍ତ୍ର ବାକ୍ସ ବା ଜ୍ୟାମିତି ବାକ୍ସ, ଜ୍ୟାମିତି ଓ ଅନ୍ୟାନ୍ୟ ଗାଣିତିକ ଉପକରଣକୁ ନେଇ ଗଠିତ ଏକ ବାକ୍ସ, ଯେଉଁଥିରେ ଗୋଟିଏ କମ୍ପାସ, ଗୋଟିଏ ପ୍ରୋଟାକ୍ଟର, ଦୁଇଟି ସେଟ୍ସ୍କୋୟାର୍, ଗୋଟିଏ ସ୍କେଲ, ପେନ୍ସିଲ, ରବର, କଳ (ପେନ୍ସିଲ୍ କଟର୍ ) ଥାଏ ।
| ଆଧାର |ଚିକିତ୍ସା ବିଜ୍ଞାନ ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ପଞ୍ଚଭୂଜ ହେଉଛି, ପାଞ୍ଚ 'ବାହୁ' ଓ ପାଞ୍ଚ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ ।
କିନ୍ତୁ ସଂସ୍କରଣ ବର୍ତନୀ " smiley" "ବାଈ" ବର୍ତନୀର ସମାନ ନୁହେଁ|ଆଧାର|ଲୋକପ୍ରିୟ ସଂସ୍କୃତି ସାଧାରଣ ଆପେକ୍ଷିକ ତତ୍ତ୍ୱ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବସିତ ଏକ ଜ୍ୟାମିତିକ ତତ୍ତ୍ୱ ।
ସ୍ଥାନ-କାଳର ଜ୍ୟାମିତିକ ଚିତ୍ରଦ୍ୱାରା ଆପେକ୍ଷିକତାର ପ୍ରଭାବ ଭିନ୍ନ ଭିନ୍ନ ଦେଖଣାହାରୀଙ୍କ ଉପରେ କିପରି ପଡିଥାଏ ତାହା ଜାଣିହୁଏ ।
| ଦି ଏଲିମେଣ୍ଟ୍ସ୍ |ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ ।
ତେଣୁ ଇଉକ୍ଲିଡଙ୍କୁ ଯଥାର୍ଥରେ ଜ୍ୟାମିତିର ଜନକ ଆଖ୍ୟା ଦିଆଯାଏ ।
ଆନୁମାନିକ ଖ୍ରୀଷ୍ଟପୂର୍ବ ୮୦୦ରୁ ଖ୍ରୀଷ୍ଟପୂର୍ବ ୫୦୦ ମଧ୍ୟରେ ଭାରତରେ ରଚିତ “ଶୁଲ୍ବ ସୂତ୍ର” ଏକ ଜ୍ୟାମିତି ଶାସ୍ତ୍ର ।
ବୈଦିକ ଯୁଗରେ ଋଷିଗଣ ଯଜ୍ଞକୁଣ୍ଡ, ପୂଜାବେଦୀ, ଆଦିର ନିର୍ମାଣ କାର୍ଯ୍ୟରେ ବିଭିନ୍ନ ଜ୍ୟାମିତିକ ସୂତ୍ରର ପ୍ରୟୋଗ କରୁଥିଲେ ।
ଅନେକ ପ୍ରକାର, ଶୈଳୀ ଓ ଅସାମଞ୍ଜସ୍ୟ ସତ୍ତ୍ୱେ ବୃତ୍ତାକାର ଓ ବର୍ଗାକାର କାରୁକାର୍ଯ୍ୟର ନିଖୁଣ ମାପ ଏହି ସ୍ଥାପତ୍ୟକଳାରେ ଜ୍ୟାମିତିକ ଉତ୍କର୍ଷତାର ସୂଚକ ।
ପରମ୍ପରା କ୍ରମେ ସାଧାରଣ ଜ୍ୟାମିତି, ଡିଫରେନସିଆଲ ଓ ଇଣ୍ଟେଗ୍ରାଲ କାଲକୁଲସ (calculus), ଡିଫରେନ୍ସ (difference), ଡିଫରେନସିଆଲ ସମୀକରଣ (differential equations), ମାଟ୍ରିକ୍ସ ଆଲଜେବ୍ରା (matrix algebra), ଗାଣିତିକ ପ୍ରୋଗ୍ରାମିଙ୍ଗ (mathematical programming) ଓ ଅନ୍ୟାନ୍ୟ କମ୍ପ୍ୟୁଟେସନାଲ ଅର୍ଥଶାସ୍ତ୍ରର (computational methods) ଉପାୟଠାରୁ ପ୍ରୟୋଗାତ୍ମକ ଅର୍ଥଶାସ୍ତ୍ର ସମ୍ପୁର୍ଣ୍ଣ ଅଲଗା ।
ଜ୍ୟାମିତିରେ ବିନ୍ଦୁ ହେଉଛି ଶୂନ୍ୟ-ବିମୀୟ (zero-dimensional) ଯାହାର କ୍ଷେତ୍ରଫଳ, ଘନଫଳ, ଲମ୍ବ ନଥାଏ କିମ୍ବା ଅନ୍ୟ କୌଣସି ବହୁ-ଆୟାମୀ (higher-dimensional) ବସ୍ତୁର ଅନୁରୂପ ହୋଇନଥାଏ ।
ଚକ ନିର୍ମିତ କୁମ୍ଭାର - ଏହାର କିଛି ପ୍ରାଣୀ ଏବଂ ଜ୍ୟାମିତିକ ମୋଟିଫ୍ ସହିତ ସୁସଜ୍ଜିତ ହୋଇଛି - ସମସ୍ତ ପ୍ରମୁଖ ଇଣ୍ଡସ୍ ସାଇଟଗୁଡ଼ିକରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଛି ।
geometry's Usage Examples:
In geometry, a rhombohedron (also called a rhombic hexahedron) is a three-dimensional figure like a cuboid (also called a rectangular parallelepiped).
geometry of complex manifolds, reflecting as for Riemann surfaces that ramify at single points that it happens in real codimension two).
In differential geometry, a pseudo-Riemannian manifold, also called a semi-Riemannian manifold, is a differentiable manifold with a metric tensor that.
In geometry, the folium of Descartes is an algebraic curve defined by the equation x 3 + y 3 − 3 a x y 0 {\displaystyle x^{3}+y^{3}-3axy0\,} .
In hyperbolic geometry, by contrast, there are infinitely many lines through A not intersecting l, while in elliptic.
In geometry, the tridiminished icosahedron is one of the Johnson solids (J63).
One of the most important line bundles in algebraic geometry is the tautological line bundle on projective space.
WorksMathematicalTarjoma-ye Taḥrir-e Oqlides a work on geometry in Persian in fifteen chapters containing mainly the translation of the work of Nasir al-Din Tusi, completed in November 1282 and dedicated to Moʿin-al-Din Solaymān Parvāna.
Freshmen who enter the Academy already having taken a geometry course in middle school are eligible to place out of the course through an end-of-course exam.
47131] }},{type: Feature,properties: { marker-symbol: monument, title: Dobh (Ḍubkuṇḍ) },geometry: { type: Point, coordinates: [77.
In geometry, Monsky"s theorem states that it is not possible to dissect a square into an odd number of triangles of equal area.
that resembles or pertains to a hyperbola (a curve), to hyperbole (an overstatement or exaggeration), or to hyperbolic geometry.
Synonyms:
non-Euclidean geometry, Euclidean geometry, pure mathematics, affine geometry, analytic geometry, plane geometry, descriptive geometry, projective geometry, solid geometry, parabolic geometry, elementary geometry, analytical geometry, coordinate geometry, spherical geometry, fractal geometry,