<< genealogised genealogist >>

genealogises Meaning in Odia (Oriya). ( genealogises ଶବ୍ଦର ଓଡିଆ ଅର୍ଥ)



ବଂଶାନୁକ୍ରମିକ,

Noun:

କୁଲାଚାର୍ଯ୍ୟ,

genealogises తెలుగు అర్థానికి ఉదాహరణ:

ଆଧୁନିକ ସାଧାରଣତନ୍ତ୍ରବାଦ, ରାଜତନ୍ତ୍ରର ବିକଳ୍ପ ହୋଇପାରିଛି, ତେଣୁ ରାଜତନ୍ତ୍ର ପରି ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ କୌଣସି ବଂଶାନୁକ୍ରମିକ ରାଜତନ୍ତ୍ରୀ ନହୋଇ ସାଧାରଣ ଜନତାଙ୍କ ମଧ୍ଯରୁ ନିର୍ବାଚିତ ବ୍ଯକ୍ତି ହୋଇଥାନ୍ତି ।

|ପିତାମାତାଙ୍କଠାରୁ ଏଚଡି ରୋଗ ବଂଶାନୁକ୍ରମିକ ଭାବରେ ଆସିଥାଏ ଓ ୧୦% ନୂଆ ମ୍ୟୁଟେସନ (mutation) ଯୋଗୁ ହୁଏ ।

ଉତ୍ତରାଧିକାର ସୂତ୍ରରେ ପାଇଥିବା ତୃଟିପୁର୍ଣ୍ଣ ଗୁଣସୁତ୍ର ଯୋଗୁ ବଂଶାନୁକ୍ରମିକ କର୍କଟ ହୁଏ ।

|ସାଧାରଣତଃ ଏହି ରୋଗ ବଂଶାନୁକ୍ରମିକ (inherited from a person's parents) ନୁହେଁ, ଶୁକ୍ରାଣୁର (sperm cell) ବିକାଶରେ ଅନିଶ୍ଚିତ ତୃଟି ଯୋଗୁ ଏହା ହୁଏ ।

କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome) ରୋଗରେ ହୃଦ୍‌ରୋଧ ସଙ୍କଟ ଥାଏ ।

ଏହା ବଂଶାନୁକ୍ରମିକ କାରବାର କରିଥାଏ।

|କଲରାପତରିଆ ବାଘଙ୍କ କ୍ଷେତ୍ରରେ ମେଲାନିନ୍ ଆଧିକ୍ୟତା ବଂଶାନୁକ୍ରମିକ ମଧ୍ୟ ହୋଇପାରେ, ତେବେ ପତ୍ରଦାଗ ତୁଳନାରେ ଏହା ଏକ ପ୍ରଭାବୀ ଗୁଣ ନୁହେଁ ।

ଯମ‌ଜ ଅନୁଶୀଳନର ପ୍ରସ୍ତାବ ଅନୁସାରେ ଏହା ଆଂଶିକ ଭାବରେ ପିତାମାତାଙ୍କ ମଧ୍ୟରୁ ଜଣକଠାରୁ ବଂଶାନୁକ୍ରମିକ ଭାବରେ ଆସେ ।

ପିଡବ୍ଲ୍ୟୁଏସ ରୋଗ ସାଧାରଣତଃ ବଂଶାନୁକ୍ରମିକ ନୁହେଁ କିନ୍ତୁ ଅଣ୍ଡା, ସ୍ପର୍ମ ତିଆରି ବେଳେ ବା ପ୍ରାରମ୍ଭକ ବିକାଶ ସମୟରେ ଜେନେଟିକ ପରିବର୍ତ୍ତନ ହୁଏ ।

|ଟ୍ରିକୋଟିଲୋମାନିଆ ବେମାରୀ ବଂଶାନୁକ୍ରମିକ ହୋଇପାରେ ।

ଅଧିକାଂଶ କେଶ୍ ସ୍ୱତଃ ହୁଏ ଓ ୭.୫% କେଶ୍ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଭାବରେ ବଂଶାନୁକ୍ରମିକ (inherited from a person's parents) ଚାଲୁରହେ ।

ବଂଶାନୁକ୍ରମିକ ସଙ୍କଟଜନ‌କ ରୋଗର ନାମ ଫାମିଲିଆଲ ଆଡେନୋମାଟସ୍ ପଲିପୋସିସ୍ ଓ ହେରେଡିଟାରି ନନ୍-ପଲିପୋସିସ କୋଲୋନ କର୍କଟ ଯାହା ଏହି ରୋଗରୁ ସୃଷ୍ଟି ହୋଇପାରିବ, କିନ୍ତୁ ଏମାନଙ୍କ ସଂଖ୍ୟା ମାତ୍ର ୫ % ।

genealogises's Meaning in Other Sites