<< general anatomy general baptist >>

general assembly Meaning in Odia (Oriya). ( general assembly ଶବ୍ଦର ଓଡିଆ ଅର୍ଥ)



ସାଧାରଣ ସଭା,

Noun:

ସାଧାରଣ ସଭା |,

general assembly తెలుగు అర్థానికి ఉదాహరణ:

ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର ଅସହଯୋଗ ଆନ୍ଦୋଳନରେ ସହଯୋଗ ଦେଇଥିଲେ ।

ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା ।

ଡିସେମ୍ବର ମାସରେ ୬ ମାସ ପାଇଁ ମଣ୍ଡେଲାଙ୍କୁ କୌଣସି ପ୍ରକାର ସାଧାରଣ ସଭାରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନଥିଲା ଓ କୌଣସି ସମୟର୍ ମାତ୍ର ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଥିଲା ।

ଯେତେବେଳେ ସାଧାରଣ ସଭାରେ ଏହି ସଂକଳ୍ପ ଘୋଷଣା କରାଯାଇଥିଲା, ସମସ୍ତ ସଦସ୍ୟ ରାଷ୍ଟ୍ର ତଥା ଅନ୍ୟ ଯେ କୌଣସି ଆଗ୍ରହୀ ସଂଗଠନକୁ ଏହି ଦିନ ପାଳନ କରିବାକୁ ଆମନ୍ତ୍ରଣ କରାଯାଇଥିଲା ।

ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ ପୁରୀରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।

କଲିକତାର ପ୍ରେସିଡେନ୍ସି କଲେଜରୁ FA ପରୀକ୍ଷା | ୧୮୬୮ ମସିହାରେ, ସେ ସାଧାରଣ ସଭାର ଅନୁଷ୍ଠାନ (ବର୍ତ୍ତମାନ ସ୍କଟିସ୍ ଚର୍ଚ୍ଚ କଲେଜ)ରୁ ବିଏ ହାସଲ କରିଥିଲେ, ସେନ୍ 1904ରେ ଅବସର ନେଇଥିଲେ ଏବଂ 23 ଜାନୁୟାରୀ 1909ରେ ମୃତ୍ୟୁ ବରଣ କରିଥିଲେ।

|ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ|ଭୂବନାନନ୍ଦ ଦାସ ୧୯୩୧ ମସିହାରେ କଟକଠାରେ ଅନୁଷ୍ଠିତ ପ୍ରଥମ ଅଖିଳ ଓଡ଼ିଶା ରାଜ୍ୟସ୍ତରୀୟ ସର୍ବସାଧାରଣ ସଭାର ସଭାପତି ବାହବରେ କାର୍ଯ୍ୟ କରିଥିଲେ ।

ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା ।

ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା ।

ଏଭଳି ଏକ ସୂଯୋଗ ଆସିଲା ୟେତେବେଲେ ମହାତ୍ମା ଗନ୍ଧୀ୨୧ ସେପ୍ଟେମ୍ବର ୧୯୨୧ରେ ମଦୁରାଇରେ ଏକ ସାଧାରଣ ସଭାରେ ଯୋଗଦାନ କଲେ ।

୧୯୨୧ ବେଳକୁ ସେ କଂଗ୍ରେସ ନେତାମାନଙ୍କ ପାଇଁ ବିରୁଦ୍ଧନଗରରେ ସାଧାରଣ ସଭା ସମିତିରର ଆଯୋଜନ କରିବା ତାଙ୍କର କାମ ଥିଲା ।

ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲେ ବି ୨୦୦୧ ମସିହାରେ ଏହା ପରିବର୍ତ୍ତିତ ହୋଇ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨୧ ତାରିଖରେ ଏହି ଆନ୍ତର୍ଜାତିକ ଶାନ୍ତି ଦିବସ ପାଲନ କରାଗଲା ।

|ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା ।

general assembly's Usage Examples:

Aam, general assembly hall, Arki/Bhagal Princely State Designe and wall paining of palace of Arki/Bhagal princely state Princely states of India "Indian.


He was admitted an advocate on 24 February 1722, and on 13 May 1731 was appointed procurator for the church of Scotland, and principal clerk to the general assembly.


on the type of election, a political party, a general assembly, or a board meeting, may elect or appoint a nominating committee that will add, and if required.


presbytery or classis; presbyteries can be grouped into a synod, and presbyteries and synods nationwide often join together in a general assembly.


November 25, 1992 – Amends Section 8 of Article VI to allow The general assembly [to] provide by law for the absentee admission of electors.


" On 25 December the general assembly delated in his absence "Adam, called bishop of Orkney," on four charges.


On January 14, 2020, the central banks of the ECOWAS sub-region began an extraordinary general assembly to deliberate on questions relating to the introduction of the single currency, the ECO, scheduled for 2020.


A "legislature" is the generic name for the national parliaments and congresses that act as a plenary general assembly of representatives.


synod, and presbyteries and synods nationwide often join together in a general assembly.


In May, 1776 he was a member of the general assembly when it passed the famous Independence Act just two months before the Declaration of Independence by congress.


In a general assembly in 1930, Barnabas Zhang was excommunicated, placing the church under the leadership of Isaac Wei.


religious order called the "Company of the Servants of the Poor" in 1534, calling together his collaborators and companions for a general assembly.


The legislative department may delegate regulatory authority to the executive department; except that any administrative regulation of any agency of the executive department may be disapproved by the general assembly or a committee thereof in such manner as shall by law be prescribed.



Synonyms:

general, all-purpose,

Antonyms:

specific, particularity, discriminate,

general assembly's Meaning in Other Sites