<< forerunners foreruns >>

forerunning Meaning in Odia (Oriya). ( forerunning ଶବ୍ଦର ଓଡିଆ ଅର୍ଥ)



ଅଗ୍ରଗାମୀ, ଦୂତାବାସ,

forerunning తెలుగు అర్థానికి ఉదాహరణ:

ତେବେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶକରି ଦେଶକୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗାମୀ କରାଇବା ଲକ୍ଷ୍ୟରେ ରଖି ସ୍ୱାଧୀନ ଭାବେ ୧୯୫୨ ମସିହା ସାଧାରଣ ନିର୍ବାଚନରେ ଲଢ଼ି ଲୋକ ସଭାର ସଦସ୍ୟ ହୋଇଥିଲେ ।

|କୃତ୍ରିମ ଉପଗ୍ରହ‌‌ ଜାମସେଦଜୀ ନୁଶେରୱାଜୀ ଟାଟା (୩ ମାର୍ଚ୍ଚ ୧୮୩୯ ଏବଂ–୧୯ ମେ ୧୯୦୪ ) ଭାରତର ଜଣେ ଅଗ୍ରଗାମୀ ଶିଳ୍ପପତି, ସେ ଟାଟା ଗ୍ରୁପ୍ ପ୍ରତିଷ୍ଠାତା ,ଭାରତର ସବୁଠୁ ବଡ଼ ରାଶୀଭୂକ୍ତ କମ୍ପାନୀ।

| ସଫଳତା | ସେବାଗୁଡ଼ିକ |ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରଗାମୀ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ନିମ୍ନରେ ବିସ୍ତୃତ ଭାବରେ ସେବା ପ୍ରଦାନକାରୀ ଭାବରେ ଏହାର ଭୂମିକା ଗ୍ରହଣ କରିଛି ।

ଆସାମରେ ପ୍ରଥମ ଥର ପାଇଁ ଆସାମୀ ଲୋକଗୀତକୁ ଦ୍ୱିତ ଓ ସମ‌ବେତ (duet and chorus) ଭାବରେ ଉପସ୍ଥାପନ କରିବା ପରେ ସେମାନେ ଆସାମୀ ଲୋକ ସଙ୍ଗୀତର ଅଗ୍ରଗାମୀ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ ।

|ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କଦ୍ୱାରା ଆରମ୍ଭ ହୋଇଥିବା ଆର୍ଯ୍ୟ ସମାଜ ଭଳି ସାମାଜିକ-ଧାର୍ମିକ ଗୋଷ୍ଠୀର ପ୍ରଭାବ, ଏବଂ ରାମ ମୋହନ ରୟ ତଥା ଅନ୍ୟ ମାନଙ୍କଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ସଂସ୍ଥା, ଭାରତୀୟ ସମାଜର ଅଗ୍ରଗାମୀ ସଂସ୍କାରରେ ପରିବର୍ତ୍ତନକାରୀ ଭାବେ ଗଢ଼ିଉଠିଲେ ।

କମ୍ପାନୀର ପ୍ରଥମ ସମ୍ପାଦକ, ଲେଖକ-କଳାକାର ଜୋ ସାଇମନ ଉଲ୍ଲେଖନୀୟ ଅଗ୍ରଗାମୀ ଶିଳ୍ପୀ ଜ୍ୟାକ କୀର୍ବୀଙ୍କ ସହ ମିଶିକି ୧୯୪୧ ମସିହାରେ ଦେଶପ୍ରେମ ବିଷୟବସ୍ତୁ ଉପରେ ଏକ ସୁପରହିରୋ କମିକ୍ସ ନିର୍ମାଣ କରିଥିଲେ, ଯାହାର ନାମ ଥିଲା captain amerika।

|ଟିଭି ସିରିୟାଲ|ରାଜ ସେ ସ୍ୱରାଜ|ଭାରତ ଏକ ଖୋଜe|କୁଜାବାଡୁ|ଶୋଭା  ସୋମନାଥ କି|ପ୍ରଚ୍ଛଦ ଗାୟକ|ହଉ ଦେ ଜରା ସା ଉଶୀର (୨୦୧୩)|ଅଗ୍ନିକାଳ ( ୧୯୯୦)| Selected filmography | External links |Internet Movie Database|Sadashiv Amrapurkar – Filmography at Bollywood Hungama|୨୦୧୪ ମୃତ୍ୟୁ ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ ( ୧୮୧୪-୧୮୫୯) , ୧୯୫୭ ଭାରତୀୟ ବିଦ୍ରୋହର ଜଣେ ଅଗ୍ରଗାମୀ ନେତା ଥିଲେ ।

ସେହି ସମୟରେ ପ୍ରସ୍ତାବିତ ବିଦ୍ୟୁତ୍-ଚୁମ୍ବକତ୍ୱଠାରୁ ଏହା ଏକପଦ ଅଗ୍ରଗାମୀ ହୋଇ ଏକ ସାଧାରଣ ତତ୍ତ୍ୱର ବିକାଶ ହେଲା ।

ଏହା ଅସାମାଜିକ ବ୍ୟକ୍ତିତ୍ୱ ବ୍ୟାଧିର ଏକ ଅଗ୍ରଗାମୀ ରୋଗ ଅଟେ ଯାହା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇନଥାଏ ।

କାରଣ ସେ ହଣେ ନିପୁଣ, ଅଗ୍ରଗାମୀ, ସମରପ୍ରୀୟ ଯୋଦ୍ଧ ଏବଂ ସ୍ଥାପତ୍ୟ ଓ ଭସ୍କର୍ଯ୍ୟ କଳାର ପୃଷ୍ଠପୋଷକ ଥିଲେ ।

forerunning's Usage Examples:

Glossa Ordinaria: This baptism was only a forerunning of that to come, and did not forgive sins.


With his Western education and influences, Ban has become one of the forerunning Japanese architects who embrace the expression of Western and Eastern.


program COMBATGUARD Casspir - Basis for the American MRAP program and forerunning IMV.


Greenway was appointed as the colony"s first "Civil Architect", the forerunning position to the Government Architect.


Led by the surprising pitcher Bill Doak"s and his spitball forerunning the NL with a 1.


ReadyLink sought to mimic the forerunning "MOTO Talk"/Nextel walkie-talkie service, except that ReadyLink was created.


temple in the area that is presumed to have been built on the site of a forerunning Semitic temple.


It became the forerunning blueprint for the eventual US-USSR Trade and Economic Council which was.


After a series of reforms under Campbell, St Richard"s became the forerunning state school in East Sussex.


without romantic idealization, an explicitly Christian message), somehow forerunning the realistic novel of the following decades.


upholders of "the law" clothed in the spirit of "Moses," may be the forerunning witnesses alluded to here and in Revelation 11:2–12.


[2] * Holder was previously minister of both of the forerunning departments, and was thereafter minister of the new department of Tourism.


Commentary from the Church FathersGlossa Ordinaria: This baptism was only a forerunning of that to come, and did not forgive sins.



forerunning's Meaning in Other Sites