foreseeability Meaning in Odia (Oriya). ( foreseeability ଶବ୍ଦର ଓଡିଆ ଅର୍ଥ)
ପୂର୍ବାନୁମାନ,
ଦୂରଦୃଷ୍ଟି,
People Also Search:
foreseeableforeseeably
foreseeing
foreseen
foresees
foreshadow
foreshadowed
foreshadowing
foreshadowings
foreshadows
foreship
foreshock
foreshocks
foreshore
foreshores
foreseeability తెలుగు అర్థానికి ఉదాహరణ:
|ଯଦିଓ କୌଣସି ଏକ ଘଟଣା ଘଟିବାର ସମ୍ଭାବନ ବିଷୟରେ ପୂର୍ବାନୁମାନ କରିହେବ ନାହିଁ, ତଥାପି ଏହାକୁ ଏକ ଗାଣିତିକ ସମ୍ଭାବନାର ପରିଧି ମଧ୍ୟରେ ରଖାଯାଇପାରିବ ।
| ପୂର୍ବାନୁମାନ |ସନ ୨00୪ରେ ଏହି ଅବସ୍ଥାର ପ୍ରାକୃତିକ ଇତିହାସ ଓ ଦୀର୍ଘକାଳୀନ ଅନୁଶୀଳନ ଉପରେ ପ୍ରଥମ ଥର ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅଧ୍ୟୟନ ରିପୋର୍ଟ କରାଯାଇଥିଲା ।
|ପୂର୍ବାନୁମାନ|ସାଧାରଣତଃ ସି.ଓ.ପି.ଡି. ରୋଗ କ୍ରମଶଃ ଅଧିକ ଖରାପ ହୋଇ ଶେଷରେ ମୃତ୍ୟୁ ହୁଏ ।
ତଥ୍ୟର ଅନୁପସ୍ଥିତିରେ ଏକ ଅନୁମାନକାରୀ ମଡେଲ୍ଦ୍ୱାରା ବିଶ୍ଳେଷଣ ହୋଇପାରୁ ନଥିବାରୁ ଏହି ରଙ୍ଗ ପରିବର୍ତ୍ତନର ପୂର୍ବାନୁମାନ କରି ହେଉନାହିଁ ।
ଚିଆରି ୧ ରୋଗର ପୂର୍ବାନୁମାନ ସାଧାରଣତଃ ଭଲ ଥାଏ କିନ୍ତୁ ଚିଆରି ୨ରେ ୩ ବର୍ଷ ବୟସ ମଧ୍ୟର ମୃତ୍ୟୁ ସଙ୍କଟ ୧୫% ଥାଏ ।
ଏହି ରଙ୍ଗର ପରିବର୍ତ୍ତନ ସମ୍ପର୍କରେ ପୂର୍ବାନୁମାନ କରିବା ସହଜ ନୁହେଁ ।
ଘୂର୍ଣ୍ଣିବାତ୍ୟା ସହିତ ନାମ ସଂଲଗ୍ନ ହେବାଦ୍ୱାରା ଜଳବାୟୁ ପୂର୍ବାନୁମାନ, ସାଧାରଣ ଜନତାଙ୍କୁ ଦିଆଯାଉଥିବା ସୂଚନା, ସତର୍କ କେନ୍ଦ୍ରମାନଙ୍କ ମଧ୍ୟରେ ହେଉଥିବା ତଥ୍ୟ ଆଦାନପ୍ରଦାନ ଇତ୍ୟାଦିରେ ଏହି ନାମ ବ୍ୟବହାର କରାଯାଏ ଓ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରାଯାଏ ।
|ଉଭୟ ସମୀକରଣ ଦ୍ବାରା ଆମେ ପୂର୍ବାନୁମାନ କରିପାରିବା ଯେ ୱେଞ୍ଜେଲ କିମ୍ବା କାସିଏ-ବାକ୍ସ୍ଟର ପରିସ୍ଥିତି ରହିପାରିବ ନା ନାହିଁ ।
lovehomeswap.com ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦର (WTTC) ଅଭିବୃଦ୍ଧି ଆକଳନ ବିଶ୍ଳେଷଣରେ ପାକିସ୍ତାନ ୨୦୦ ଦେଶ ମଧ୍ୟରୁ ୪୭ ସ୍ଥାନ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଯଦି ଦେଶ ଅଧିକ ଶାନ୍ତିପୂର୍ଣ୍ଣ ହୁଏ ତେବେ ପରିଦର୍ଶକ ସଂଖ୍ୟା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।
|ବିଭିନ୍ନ ମହିଳାମାନଙ୍କର ଭିନ୍ନ ଭିନ୍ନ ସମୟରେ ପ୍ରସବ ହେଉଥିବାରୁ ନିର୍ଦ୍ଦିଷ୍ଟ ପ୍ରସବ ତାରିଖ ପୂର୍ବାନୁମାନ କରି ହେବ ନାହିଁ ।
ଏହାର ପୂର୍ବାନୁମାନ ଭଲ ଥିଲେ ମଧ୍ୟ ବିସ୍ଥାପିତ ରୋଗ ଥିଲେ ୩୪ % ରୋଗୀଙ୍କର ଆୟୁଷ ପ୍ରାୟ ୫ ବର୍ଷ (five-year survival) ରହେ ।
ଏହି କାରଣ ଯୋଗୁ ଏହାର ପୂର୍ବାନୁମାନ ନିରାଶାଜନକ ହୁଏ ।
| ପ୍ରଭାବର ପୂର୍ବାନୁମାନ |୬ ଅକ୍ଟୋବର|ହୁଦ୍ହୁଦ୍ ଝଡ଼ ଅକ୍ଟୋବର ୭ ତାରିଖରେ ସୃଷ୍ଟି ହୋଇ ଅକ୍ଟୋବର ୮ରେ ଘନିଭୁତ ହୋଇ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଓଡ଼ିଶା ଉପକୁଳ ଛୁଇଁବା ସମ୍ଭାବନା ରହିଛି ।
foreseeability's Usage Examples:
[directed] attention to the foreseeability on the part of the accused that his act would create a risk .
the element of foreseeability being determined by what is perceived to be instinctively just.
The extent of liability to 3rd parties is established (in general) by 3 accepted standards: Ultramares, restatement, and foreseeability.
This type of causal foreseeability is to be distinguished from foreseeability of extent or kind of injury, which is a question.
The case concerns foreseeability of psychiatric damage and creates an important distinction between primary.
This means that the reasonable foreseeability test is not always.
New Zealand regarding claims for damages for negligence as well as foreseeability of loss.
(in general) by 3 accepted standards: Ultramares, restatement, and foreseeability.
most common test of proximate cause under the American legal system is foreseeability.
decision in Rylands, Goff argued that it had always been intended for foreseeability of harm to be a factor, something not previously put into law by the.
The holding in this case was harshly criticized for its overloading of the foreseeability concept by renowned torts scholar Leon A.
The logic for proving foreseeability is that a party who can foresee a consequences of a breach of a contract.
significant case in common law related to duty of care, reasonable foreseeability and novus actus interveniens within the tort of negligence.