<< emendates emendations >>

emendation Meaning in Odia (Oriya). ( emendation ଶବ୍ଦର ଓଡିଆ ଅର୍ଥ)



ସଂଶୋଧନ,

Noun:

ସଂଶୋଧନ,

emendation తెలుగు అర్థానికి ఉదాహరణ:

ଚିଠାରେ କେତେକ ବୈଷୟିକ ସଂଶୋଧନ ଆବଶ୍ୟକ ଥିବାରୁ ୨୦୧୭ ମାର୍ଚ୍ଚ ୨୦ ତାରିଖରେ ରାଜ୍ୟସଭାରେ ପୁନଶ୍ଚ ଆଗତ କରାଯାଇ ପାରିତ କରାଯାଇଥିଲା ।

| ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ସଂଶୋଧନ-୨୦୦୩ ଅଧିନିୟମ |ଉକ୍ତ ସଂଶୋଧନ-୨୦୦୩ ଅଧିନିୟମରେ ହିନ୍ଦୁ ବିବାହ ଅଧିନିୟମର ଧାରା ୧୯,୨୮,୩୧ ଏବଂ ୩୯ର ଆଂଶିକ ସଂଶୋଧନ କରାଗଲା ।

ସଂଶୋଧନ ପରେ, କେବଳ ୨୮ ଜୁନ ୨୦୧୩ ମସିହା ପୂର୍ବରୁ ହୋଇଥିବା କମ ବୟସର ବିବାହକୁ ପଞ୍ଜିକୃତ କରାଯାଇପାରେ ବୋଲି କୁହାଯାଇଥିଲା ।

|ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ ।

ନିର୍ଦ୍ଦିଷ୍ଟ ଗୃହକୁ ଦିଆଯାଇଥିବା ଅଧିକାର ବାହାରେ ସଂସଦର ନିଜର ଅଧିକାର ଅଛି ଯଥା ସମ୍ବିଧାନରେ ସଂଶୋଧନ

ତାଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୱାନଙ୍କ ଏକ ସମିତି "ଭାରତର ରାଷ୍ଟ୍ରୀୟ ପଞ୍ଚାଗ"ର ମଧ୍ୟ ସଂଶୋଧନ କଲେ , ଯାହା ୨୨ ମାର୍ଚ୍ଚ , ୧୯୫୭ରେ ଲାଗୁ କରାଗଲା ।

୧୯୯୩ ମସିହା ଜୁନ୍‌ ୨୫ ତାରିଖରେ ଭାରତ ସରକାର ଏହି ଅାଇନରେ ସଂଶୋଧନ ଅାଣି ଅାହୁରି କଡ଼ାକଡ଼ି କରିଦେଲେ ।

ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା ରହିଛି ।

୧୧ ବର୍ଷ ବୟସରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ରଚନା ସମୂହ ସମ୍ପାଦନା, ଭୁଲ ସଂଶୋଧନ ଏବଂ ସେଇ ଅପ୍ରାକୃତ ଗ୍ରନ୍ଥସମୂହ ଛାପିବା କାର୍ଯ୍ୟରେ ଭକ୍ତିବିନୋଦ ଠାକୁରଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ।

ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା| ଇତିହାସ |ଶଙ୍କରାଚାର୍ଯ୍ୟଙ୍କ ଆଗମନ ପୂର୍ବରୁ, କେବଳ ଦଇତା ଓ ପତିମାନେ ଶ୍ରୀଜଗନ୍ନାଥଙ୍କର ସେବକ ଥିଲେ ।

| ସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍ |ସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍ ଶ୍ରୀଲଙ୍କା ଗେଜେଟରେ ୧୭ ଅକ୍ଟୋବର ୨୦୧୧ରେ ପ୍ରକାଶିତ ହୋଇଥିଲା ।

emendation's Usage Examples:

by Lewis Theobald and "the more popular of the two generally favored emendations".


a forbidden diacritic sign, and themselves carried out the necessary emendation to conandoylei in 1998.


Rhysota Martens, 1860 (unjustified emendation of the original name) Rhysota (Rhysota)"" Martens, 1860 (unjustified emendation to original name) Rhyssota auct.


Wood with David Hewitt, was published as Volume 17 of the Edinburgh Edition of the Waverley Novels in 1997: this is based on the first edition with emendations mainly from the manuscript; the 'Magnum' material appears in Volume 25b (2012).


Based on Pingree"s interpretation and emendations, the original translation, made in 149–150 CE by "Yavanesvara" ("Lord.


" My tattered old office copy of it is pockmarked with emendations, additions and corrections, particularly.


various emendations have been suggested, including Aigaion (Αἰγαίων - "goatish", "stormy"), Eurytion (Εὐρυτίων - "fine flowing", "widely honored") and.


occurs in none of the other movements except by Robbins Landon"s editorial emendation in bar 16 of the first movement).


1849 (unjustified emendation) Catoptophorus Des Murs, 1854 (unjustified emendation) Catoptrophonus Gray, 1871 (unjustified emendation) Catoptrophorus Bonaparte.


written form, although subject to exilic and post-exilic alterations and emendations, during the reign of the Judahist reformer Josiah from 641 to 609 BC.


something and removing vice, reworking, emendation, reparation, restoration, rectitude, probility, reconciliation.


Others are conjectural emendations.



Synonyms:

correction, rectification,

emendation's Meaning in Other Sites