emergency Meaning in Odia (Oriya). ( emergency ଶବ୍ଦର ଓଡିଆ ଅର୍ଥ)
ଜରୁରୀକାଳୀନ ପରିସ୍ଥିତି,
Noun:
ରିଜର୍ଭ, ସଙ୍କଟ, ଅତ୍ୟନ୍ତ, ଜରୁରୀକାଳୀନ ପରିସ୍ଥିତି, ଜରୁରୀ ଆବଶ୍ୟକତା |, ଦୁର୍ଘଟଣା |,
People Also Search:
emergency alert systememergency brake
emergency exit
emergency landing
emergency medicine
emergency procedure
emergency room
emergent
emergently
emerges
emerging
emeries
emeriti
emeritus
emersion
emergency తెలుగు అర్థానికి ఉదాహరణ:
|ବ୍ରିଟିଶ ଶାସନ ସମୟରେ ଥରେ, ଓ ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ସରକାରଦ୍ୱାରା ତିନିଥର, ପ୍ରଥମେ ଆଦର୍ଶଗତ ମତଭେଦକୁ ନେଇ ୧୯୪୬ରେ ଆରଏସଏସ ଛାଡ଼ିଥିବା ଦାବି କରିଥିବା ନାଥୁରାମ ଗଡ଼ସେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ, ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସଏସକୁ ଅଟକାଯାଇଥିଲା ।
ତନ୍ମଧ୍ୟରୁ ୧୯୭୪ର ନବ ନିର୍ମାଣ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ ଏବଂ ସମସ୍ୟା ବହୁଳ ୧୯ମାସ (ଜୁନ୍ ୧୯୭୫ରୁ ଜାନୁୟାରୀ ୧୯୭୭) ଦୀର୍ଘକାଳୀନ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ଭାରତୀୟ ନାଗରିକଙ୍କ ଜୀବନ ଛନ୍ଦି ହୋଇପଡ଼ିଥିଲା ସେତେବେଳେ ସେ ଗଣତନ୍ତ୍ରର ଭାବମୂତ୍ତିର୍କୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ନିଜକୁ କିଛିଦିନ ଧରି ଆତ୍ମଗୋପନ କରାଇ ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନକୁ ଜାରି ରଖିଥିଲେ।
ସେ ୧୯୬୪ ଓ ୧୯୬୯ ମସିହାର ଛାତ୍ର ଆନ୍ଦୋଳରେ ସକ୍ରିୟ ଅଂଶଗ୍ରହଣ କରି ଗିରଫ ହୋଇଥିଲେ ଏବଂ ପରେ ଯେତେବେଳେ ଭାରତ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା, ସେତେବେଳେ ୧୯୭୪-୭୫ ମସିହାରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।
|୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଘୋଷିତ “ଜରୁରୀକାଳୀନ ପରିସ୍ଥିତି”ର ସମର୍ଥନ କରି ସେ ବିବାଦୀୟ ହୋଇଥିଲେ ।
ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପୂର୍ବରୁ କବିମାନେ କବିତାର ଶୀର୍ଷକ ନଦେଇ, ସରକାର ଓ ବ୍ୟବସ୍ଥା ବିରୋଧରେ ଏହିପରି କବିତାମାନ ଲେଖୁଥିଲେ ।
୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା ।
| ରାଜନୈତିକ ଜୀବନ |୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ଜନତା ପାର୍ଟିକୁ ବିପୁଳ ପରିମାଣରେ ଭୋଟ ଦେଇ ଲୋକେ ଜୟଯୁକ୍ତ କରାଇଥିଲେ ।
କୋୖଣସି ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସ୍ଥଳସେନାର କୌଣସି ବାହିନୀର ସାହାଯ୍ୟ ନେବା କଷ୍ଟକର ଓ ସମୟସାପେକ୍ଷ ଥିଲା ତାହା ଛଡା ବାୟୁସେନାର ବେସ୍ ଓ ଯନ୍ତ୍ରପାତି ସହିତ ଅଳ୍ପ ସମୟ ମଧ୍ୟରେ ସ୍ଥଳସେନା ୟୁନିଟ୍କୁ ଅବଗତ କରାଇବା କଷ୍ଟକର ଥିଲା, ତେଣୁ ବାୟୁସେନା ନିଜସ୍ୱ ଏକ ସ୍ୱତନ୍ତ୍ର ଜରୁରୀକାଳୀନ କମାଣ୍ଡୋ ବାହିନୀ ଗଢିବା ଆବଶ୍ୟକ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଥିଲେ।
ଏମାନେ ଯୁଦ୍ଧ ସମୟରେ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ସାଧାରଣ ଭାବେ ବନ୍ଧୁତା କରିବା ସମ୍ଭବ ନୁହେଁ, ସେ ସମୟରେ ଦେଖା ଯାଇଥାଆନ୍ତି ।
|୭୦ ଦଶକରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସରକାରବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ଏହାକୁ ଦୃଢ଼ ବିରୋଧ କରିଥିଲା, ଫଳରେ ତାଙ୍କର ଅନେକ ନେତା କାରାବରଣ କରିଥିଲା ।
ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।
emergency's Usage Examples:
Police prevented all but emergency traffic from entering the area, but curious onlookers still caused traffic congestion in the area.
referred to as SDV or emergency shutdown valve, ESV, ESD, or ESDV; or safety shutoff valve) is an actuated valve designed to stop the flow of a hazardous fluid.
There are several different types of emergency landings for powered aircraft: planned landing or unplanned landing.
Such is the strength of the ant's jaws that, in East Africa, they are used as natural emergency sutures.
As a precaution against an emergency landing, or worse, a crash in sub-zero arctic weather, passengers going to the airport were also required to bring extreme weather clothing on board.
known as the atomic football, the president"s emergency satchel, the Presidential Emergency Satchel, the button, the black box, or just the football) is.
Trains are equipped with emergency stop buttons, door release levers, intercoms and fire extinguishers.
A state of emergency India refers to a period of governance under an altered constitutional setup that can be proclaimed by the President of India, when.
On 7 April 2020, Abe proclaimed a one-month state of emergency for Tokyo and the prefectures of Kanagawa, Saitama, Chiba, Osaka,.
CSF rhinorrhoea (clear fluid leaking from the nose) is very serious and considered a medical emergency.
include doctors and senior nurses from various specialties such as emergency medicine, anesthetics, general or internal medicine.
The cave was stocked with food, water, and other emergency supplies.
Synonyms:
exigency, pinch, crisis,
Antonyms:
sleepiness, soberness, drunkenness,