eastmost Meaning in Odia (Oriya). ( eastmost ଶବ୍ଦର ଓଡିଆ ଅର୍ଥ)
ପୂର୍ବ ଦିଗରେ,
ଦୂରତମ ପୂର୍ବ,
People Also Search:
eastnoreasts
eastward
eastwardly
eastwards
eastwood
easy
easy chair
easy going
easy loving
easy mark
easy money
easy to do
easychair
easygoing
eastmost తెలుగు అర్థానికి ఉదాహరణ:
ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ ।
|ଦକ୍ଷିଣ-ପୂର୍ବ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେ ସ୍ଥିତ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ କୋଟାଠାରୁ ଉତ୍ତର-ପୂର୍ବ ଦିଗରେ ୧୧୦ କି.ମି. ଓ ଜୟପୁରଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୪୦ କିଲୋମିଟର୍ ।
ମହାପ୍ରଭୁ ବିଜେ କରିଥିବା ତୃତୀୟାଦେବଙ୍କ ମନ୍ଦିର ସ୍ଥାନରୁ ଗଡ଼ର ପୂର୍ବ ଦିଗରେ ଥିବା କପିଳେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରଥରେ ଶ୍ରୀଗୁଣ୍ଡିଚା ଦିନ ଯାଇଥିଲେ ।
ଏହି ପକ୍ଷୀ ଦକ୍ଷିଣ ଏସିଆର କ୍ରାନ୍ତୀୟ ଅଞ୍ଚଳରେ ହିମାଳୟରୁ ଆରମ୍ଭ କରି ଭାରତ, ବଙ୍ଗଳାଦେଶରୁ ପୂର୍ବ ଦିଗରେ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିଭିନ୍ନ ବୁଦାଳିଆ ଜଙ୍ଗଲ, ଘଞ୍ଚ ଜଙ୍ଗଲ ଓ କୃଷିକ୍ଷେତ୍ର ଆଦି ଅଞ୍ଚଳରେ ଦେଖିବାକୁ ମିଳେ ।
ତନ୍ମଧ୍ୟରୁ ପୂର୍ବ ଦିଗରେ ପୁରୀର ମହୋଦଧିତୀରରେ ପ୍ରତିଷ୍ଠିତ ଏହି ମଠ ଗୋବର୍ଦ୍ଧନ ପୀଠ ବା ଗୋବର୍ଦ୍ଧନ ମଠ ନାମରେ ପ୍ରସିଦ୍ଧ ।
|ଦକ୍ଷିଣକାଳୀ|ଶ୍ରୀମନ୍ଦିର ପୂର୍ବ ଦିଗରେ କଳିକାଦେବୀ ସାହିରେ ଦକ୍ଷିଣ କାଳୀ ମନ୍ଦିର ଅବସ୍ଥିତ।
ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ।
ପୂର୍ବ ଦିଗରେ ଗାଙ୍ଗେୟ ତ୍ରିକୋଣଭୂମି ଓ ବ୍ରହ୍ମପୁତ୍ର ନଦୀର ନିମ୍ନାଂଶ ଭାରତୀୟ କଲରାପତ୍ରିଆ ବାଘଙ୍କ ପରିବାସଠାରୁ ଇଣ୍ଡୋଚୀନୀ କଲରାପତ୍ରିଆ ବାଘଙ୍କ ପରିବାସକୁ ବିଚ୍ଛିନ୍ନ କରିଥାଏ ।
ଗବେଷକମାନେ ଅନୁମାନ କରନ୍ତି ଯେ ସ୍ୱର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ ।
ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ ।
ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ରହିଛି ।
ଅନ୍ୟପଟେ ମହାପ୍ରଭୁଙ୍କ ଆଗମନ କଥା ଜାଣି ତାଙ୍କ ଅନୁପସ୍ଥିତିରେ ପୂଜା ପାଉଥିବା ଚଳନ୍ତି ପ୍ରତିମା ମଦନମୋହନ ସୁସଜ୍ଜିତ ବିମାନରେ ପୂର୍ବ ଦିଗରେ ଗୋସେଇଁଙ୍କୁ ଦର୍ଶନ କରନ୍ତି।
ଗ୍ରାମର ପୂର୍ବ ଦିଗରେ ବହିଯାଇଥିବା ଅଳକା ନଦୀ ପଠା ପରିବା ଚାଷ ପାଇଁ ଖୁବ ଅନୁକୁଳ ।
eastmost's Usage Examples:
Lautém (Tetum: Lautein) is a toponym for a place eastmost in East Timor.
subject of Russia Chukotka, alternative name of the Chukchi Peninsula, eastmost peninsula of Asia in the Russian Far East Chukotka Mountains 2509 Chukotka.
Valley of Europe) is the eastmost part of the new town of Marne-la-Vallée, located around 35 km (22 mi) to the.
The foundation of the current church (on the inner eastmost wall) says the church was built in 1429 in the same churchyard as the earlier.
It hosts some of the eastmost premises of the University, just at and outside the edge of main campus.
two of "The Three Sisters"; on its left, Beinn Fhada (Long Hill) is the eastmost sister, and the central sister Gearr Aonach (Short Ridge) on the right.
Bergish stricto sensu is the eastmost part of the Limburgish language group, which extends far beyond the rivers.
cape located near Ngan Wan between Siu Sai Wan and Big Wave Bay at the eastmost point of Hong Kong Island.
Wetzlar) or Dutenhofen (Wetzlar)) is a junction station in Dutenhofen, the eastmost borough of the city of Wetzlar in the German state of Hesse.
Rosario is divided into six districts, most named by location although the eastmost is called Center District as it includes the oldest part of the city historically.
and TV transmission towers, most notably Baden Tower on the highest and eastmost hill that hosts the antennas for Kitchener"s CKCO-DT.
It covers the eastmost areas of the district.
Dutenhofen is the eastmost borough of the city of Wetzlar, Germany.
Synonyms:
east, easternmost,
Antonyms:
west, westbound, westside,