<< easy to do easygoing >>

easychair Meaning in Odia (Oriya). ( easychair ଶବ୍ଦର ଓଡିଆ ଅର୍ଥ)



ସହଜ, ଆରାମଦାୟକ,

People Also Search:

easygoing
eat
eat all
eat at
eat away
eat on
eat out
eat up
eatable
eatables
eatage
eaten
eaten away
eaten up
eater

easychair తెలుగు అర్థానికి ఉదాహరణ:

|ଏହି ପକ୍ଷୀର ଶରୀରର ଗଠନ ଏପରି ଯେ ଏହାର ଦୁଇ ପାର୍ଶ୍ୱ ଅଧିକ ବାହାରି ନଥାଏ ଓ ତେଣୁ ଏହା ସହଜରେ ଜଳଜ ଉଦ୍ଭିଦ ଓ ଘାସମାନଙ୍କ ମଧ୍ୟରେ ଚାଲି ଯାଇପାରେ ।

| ଜନ୍ମ ଓ ଜୀବନ |ବୌଦ୍ଧଧର୍ମର ସହଜଯାନ ମାର୍ଗର ପ୍ରବର୍ତ୍ତିକା ମହାସିଦ୍ଧ ଲକ୍ଷ୍ମୀଙ୍କରଙ୍କ ମାର୍ଗରେ ବିଶ୍ୱାସ ରଖିଥିବା ଉତ୍କଳର ସାତ ଭଉଣୀ ବା ସପ୍ତସାଧିକା ମହାନ ତନ୍ତ୍ରସାଧିକା ଥିଲେ ।

ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି ସ୍ୱଚ୍ଛ ଧଳା ଖଡ଼ିପଥର ଆଉ ସହଜରେ ଉପଲବ୍ଧ ନୁହେଁ ଓ ବର୍ତ୍ତମାନ ସମୟରେ ମିଳୁଥିବା ଅଧିକାଂଶ ଖଡ଼ିପଥର ଈଷତ୍ ଗାଢ଼ ରଙ୍ଗର ।

ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ, ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା ।

ଚାଉଳର ଅନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହଜ ହୋଇଥିବା ବେଳେ, ରିସୋତ୍ତୋ ପ୍ରସ୍ତୁତି ବେଳେ କିନ୍ତୁ ରୋଷେୟାକୁ ପ୍ରସ୍ତୁତି ବିଧି ଉପରେ କ୍ରମାଗତ ନଜର ରଖିବାକୁ ହୋଇଥାଏ ।

ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ ।

ବଙ୍କା ରାସ୍ତାରେ ଯିବା ସହଜ ହୋଇଯାଏ ।

୧୮୦୦ ମସିହାରେ ତାଙ୍କୁ ତାଙ୍କ ଗୁରୁ ସ୍ୱାମୀ ରାମାନନ୍ଦ, ଉଦ୍ଧବ ସମ୍ପ୍ରଦାୟରେ ଦୀକ୍ଷା ଦେଇଥିଲେ ଓ ତାଙ୍କୁ ସହଜାନନ୍ଦ ସ୍ୱାମୀ ନାମ ଦିଆଗଲା ।

| ସଂଖ୍ୟା ଦ୍ୱୟର ତୁଳନା |ସଂଖ୍ୟା ରେଖା ସାହାଯ୍ୟରେ ସଂଖ୍ୟା ରେଖା ଉପରିସ୍ଥ ଯେ କୌଣସି ଦୁଇଟି ସଂଖ୍ୟାର ତୁଳନା ସହଜତର ହୋଇଥାଏ ।

ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ ।

୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା।

| ରଚନାବଳୀ |ଅନୁଭୁତ ଯୋଗମାଳା(ସହଜ ଚିକିତ୍ସା) - ୧୯୭୦(କମଳା ଦେବୀ, ପୁରୀ)|ଅନୁଭୁତ ଯୋଗମାଳା-୨(ଘର ବଇଦ)|ସର୍ବ ବିଷ ଚିକିତ୍ସା|ସଂକ୍ରାମକ ରୋଗ ଚିକିତ୍ସା|ମାନସିକ ବିକୃତି - ୧୯୫୪(ଉତ୍କଳ ବିଶ୍ୱବିଦ୍ୟାଳୟ)| ଆଧାର |୧୯୦୦ ଜନ୍ମ|୧୯୮୯ ମୃତ୍ୟୁ|ଓଡ଼ିଆ ଲେଖକ ବୈରାଗୀ ଜେନା (୪ ଜୁନ ୧୯୨୯ - ୯ ଜୁଲାଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

easychair's Usage Examples:

German klubsessel — " easychair" — puts it within echoing distance of "closestool", a term (current in Bloom"s day — Ulysses 179, 709) for a commode; though.


06), the peculiar misspelling of German klubsessel — " easychair" — puts it within echoing distance of "closestool", a term (current in.



easychair's Meaning in Other Sites