<< east east by north >>

east african Meaning in Odia (Oriya). ( east african ଶବ୍ଦର ଓଡିଆ ଅର୍ଥ)



ପୂର୍ବ ଆଫ୍ରିକା,

Adjective:

ପୂର୍ବ ଆଫ୍ରିକୀୟ,

east african తెలుగు అర్థానికి ఉదాహరణ:

|ଅଧୁନା ଭାରତରେ ଏହି ରୋଗ ନିମନ୍ତେ ଆମ୍ଫୋଟେରିସିନ ବିର (amphotericin B) ଲାଓପୋସୋମାଲ ପ୍ରସ୍ତୁତି ପସନ୍ଦ ଯୋଗ୍ୟ ହୋଇଛି |ପୂର୍ବ ଆଫ୍ରିକା ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ଓ ପାରୋମୋମାଇସିନ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରୁଛି ଯାହା ସନ ୨୦୧୦ରେ ବିକଶିତ ହୋଇଥିଲା ।

ପୂର୍ବ ଆଫ୍ରିକା ଭଳି ଦେଶମାନଙ୍କରେ ଆରଏଚଡି- ରକ୍ତ ଦୁଷ୍ପ୍ରାପ୍ୟ, ଏଣୁ ସେଠାରେ ପଶ୍ଚିମ ଦେଶର ଲୋକଙ୍କୁ ଏହି ରକ୍ତ ଦେବକୁ ଉତ୍ସାହିତ କରାଯାଏ ।

|୭-Krugeri|ଦକ୍ଷିଣ-ପୂର୍ବ ଆଫ୍ରିକା ସିଂହ ବା ଟ୍ରାଂଶ୍ୱାଲ ସିଂହ ବୋଲି କୁହାଯାଏ,ଏମାନେ ଟ୍ରାଂଶ୍ୱାଲ ଅଞ୍ଚଳ (ଦକ୍ଷିଣ –ପୂର୍ବ ଆଫ୍ରିକା)ରେ ଦେଖାଯା’ନ୍ତି ।

ମଧ୍ୟ ଆଫ୍ରିକା, ଉତ୍ତର-ପୂର୍ବ ଆଫ୍ରିକା ଓ ଆଫ୍ରିକା ମହାଦେଶର ଶିଙ୍ଗ ବୋଲାଉଥିବା ଅଞ୍ଚଳରେ ଏମାନେ ବିଚ୍ଛିନ୍ନ ଭାବରେ ରହିଛନ୍ତି ।

ପୂର୍ବ ଆଫ୍ରିକା ଓ ଭାରତ ଉପମହାଦେଶରେ ଲିସମାନିଆ ଡୋନୋଭାନି (L. donovani) ପ୍ରଜାତି ଓ ୟୁରୋପ, ଉତ୍ତର ଆଫ୍ରିକା ଓ ଲାଟିନ ଆମେରିକାରେ ଲିସମାନିଆ ଇନଫାଣ୍ଟମ (L. infantum) ଦେଖାଯାଆନ୍ତି ଯାହାକୁ ଚାଗାସି ମଧ୍ୟ କୁହାଯାଏ ।

|ଏହି କ୍ଷୁଦ୍ର ପକ୍ଷୀ ପୂର୍ବ ଆଫ୍ରିକାରେ ପରିଲକ୍ଷିତ ହୁଅନ୍ତି ଓ ଏମାନଙ୍କର ଦୁଇଟି ଉପପ୍ରଜାତି ରହିଛି ।

ବର୍ତ୍ତମାନ ସମୟରେ ଏହି ଜୀବ ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖାଯାଏ ।

|ଦୃଶ୍ୟମାନ|ଏହି ଗ୍ରହଣ‌ଟି ସମ୍ପୂର୍ଣ୍ଣ ଭାବରେ ପୂର୍ବ ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଦୃଶ୍ୟମାନ ହୋଇଥିଲା ।

Synonyms:

hip-hop, black music, music genre, musical style, rap music, musical genre, rhythm and blues, rap, genre, R and B, soul, blues,

Antonyms:

fat person, introvert, good guy, acquaintance, male,

east african's Meaning in Other Sites