eastbound Meaning in Odia (Oriya). ( eastbound ଶବ୍ଦର ଓଡିଆ ଅର୍ଥ)
ପୂର୍ବ ଦିଗ,
Adjective:
ଇଷ୍ଟବାଉଣ୍ଡ,
People Also Search:
eastbourneeastender
easter
easter cactus
easter daisy
easter day
easter lily
easter lily vine
easterlies
easterling
easterly
eastermost
eastern
eastern catholicism
eastern chimpanzee
eastbound తెలుగు అర్థానికి ఉదాహరణ:
ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ ।
ଅଧିକାଂଶ କ୍ଷ୍ମେର୍ ମନ୍ଦିର ଭଳି ତା-ପ୍ରୋମ୍ର ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ମୁହଁ କରିଛି ।
|ତିବ୍ୱତରେ ପେ ଅଞ୍ଚଳ ଅତିକ୍ରମ କଲା ପରେ, ବ୍ରହ୍ମପୁତ୍ର ନଦୀ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇଛି ।
|ମଙ୍ଗଳଗୌରୀ ପାହାଡ ଉପରେ ପୂର୍ବ ଦିଗକୁ ମୁଖ କରି ମନ୍ଦିର ନିର୍ମିତ ହେଇଥିଲା ।
|ଦକ୍ଷିଣ-ପୂର୍ବ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେ ସ୍ଥିତ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ କୋଟାଠାରୁ ଉତ୍ତର-ପୂର୍ବ ଦିଗରେ ୧୧୦ କି.ମି. ଓ ଜୟପୁରଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୪୦ କିଲୋମିଟର୍ ।
ମହାପ୍ରଭୁ ବିଜେ କରିଥିବା ତୃତୀୟାଦେବଙ୍କ ମନ୍ଦିର ସ୍ଥାନରୁ ଗଡ଼ର ପୂର୍ବ ଦିଗରେ ଥିବା କପିଳେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରଥରେ ଶ୍ରୀଗୁଣ୍ଡିଚା ଦିନ ଯାଇଥିଲେ ।
ଏହି ପକ୍ଷୀ ଦକ୍ଷିଣ ଏସିଆର କ୍ରାନ୍ତୀୟ ଅଞ୍ଚଳରେ ହିମାଳୟରୁ ଆରମ୍ଭ କରି ଭାରତ, ବଙ୍ଗଳାଦେଶରୁ ପୂର୍ବ ଦିଗରେ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିଭିନ୍ନ ବୁଦାଳିଆ ଜଙ୍ଗଲ, ଘଞ୍ଚ ଜଙ୍ଗଲ ଓ କୃଷିକ୍ଷେତ୍ର ଆଦି ଅଞ୍ଚଳରେ ଦେଖିବାକୁ ମିଳେ ।
ଏଥିରେ ନିରନ୍ତର ପୂଜା ହୋଇଥାଏ ଓ ଦେବ-ବେଦି ପୂର୍ବ ଦିଗକୁ ମୁହାଁଇଛି ।
ତନ୍ମଧ୍ୟରୁ ପୂର୍ବ ଦିଗରେ ପୁରୀର ମହୋଦଧିତୀରରେ ପ୍ରତିଷ୍ଠିତ ଏହି ମଠ ଗୋବର୍ଦ୍ଧନ ପୀଠ ବା ଗୋବର୍ଦ୍ଧନ ମଠ ନାମରେ ପ୍ରସିଦ୍ଧ ।
|ଦକ୍ଷିଣକାଳୀ|ଶ୍ରୀମନ୍ଦିର ପୂର୍ବ ଦିଗରେ କଳିକାଦେବୀ ସାହିରେ ଦକ୍ଷିଣ କାଳୀ ମନ୍ଦିର ଅବସ୍ଥିତ।
ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି ।
ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ।
|30 ସେପ୍ଟେମ୍ବର 2012ରେ କଲିକତାର ଏକ ଦଳ ହିମାଲୟ କ୍ଲବ ତରଫରୁ ପୂର୍ବ ଦିଗରୁ ଏହି ଶ୍ରୁଙ୍ଗ ଆରୋହଣ କରିବାରେ ସଫଳ ହେଇଥିଲେ ।
eastbound's Usage Examples:
The red safety lights which mark the structure at night become visible for eastbound M4 motorists from as early as Swindon East (Junction 15).
The eastbound island platform (Tracks 1 " 2) also has a newsstand/snack kiosk as well as NJT ticket machines.
The Blue Line connects the transit center westbound to Hatfield Government Center station in downtown Hillsboro and eastbound through Portland to Cleveland Avenue station in Gresham.
The Southbound I-5 cloverleaf to SR 512 eastbound was removed.
the eastbound lanes extend cantilevered over the Colorado River and the westbound lanes are suspended on a viaduct several feet above the canyon floor.
On Terminal Island in Long Beach, a Texas U-turn is used for traffic on westbound Ocean Boulevard (before the Terminal Island Freeway, SR 47) wanting to access the eastbound Gerald Desmond Bridge (northbound I-710).
York Region Transit18 Bur Oak eastbound to Markham Stouffville Hospital and westbound to Angus Glen Community Centre (No late evening or Sunday service)303 Bur Oak Express runs east along Bur Oak Avenue to the community of Cornell before running express to Finch Station.
The interchange allows access from southbound Cabin John Parkway to eastbound Clara Barton Parkway and from westbound Clara Barton Parkway to northbound Cabin John Parkway.
Haggerty Road and Ozga Road was widened from four to six lanes, and the eastbound lanes were realigned to facilitate construction of an interchange with.
A siding between the platforms and the junction was converted to a goods loop in 1904, a westbound goods loop south of the station was laid in 1905, and a further eastbound loop just west of the station in 1906.
In August 1970, the toll was abolished for westbound drivers, and at the same time, eastbound drivers saw their tolls doubled.
69th Street Terminal, the western terminus of the SEPTA Market–Frankford Line in Philadelphia: westbound trains discharge passengers at the platform and go around the loop to one of two eastbound platforms to pick up passengers.
The road becomes unnamed and is three lanes with two westbound lanes and one eastbound lane as it descends the hill.
Synonyms:
eastward, east,
Antonyms:
westside, westbound, west,