<< easiest easiness >>

easily Meaning in Odia (Oriya). ( easily ଶବ୍ଦର ଓଡିଆ ଅର୍ଥ)



ସହଜରେ, ଚେଷ୍ଟା ବିନା,

Adverb:

ସହଜରେ |, ଚେଷ୍ଟା ବିନା |, ଶୀଘ୍ର, ଆରାମ ରେ, ଅବହେଳିତ,

easily తెలుగు అర్థానికి ఉదాహరణ:

|ଏହି ପକ୍ଷୀର ଶରୀରର ଗଠନ ଏପରି ଯେ ଏହାର ଦୁଇ ପାର୍ଶ୍ୱ ଅଧିକ ବାହାରି ନଥାଏ ଓ ତେଣୁ ଏହା ସହଜରେ ଜଳଜ ଉଦ୍ଭିଦ ଓ ଘାସମାନଙ୍କ ମଧ୍ୟରେ ଚାଲି ଯାଇପାରେ ।

ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି ସ୍ୱଚ୍ଛ ଧଳା ଖଡ଼ିପଥର ଆଉ ସହଜରେ ଉପଲବ୍ଧ ନୁହେଁ ଓ ବର୍ତ୍ତମାନ ସମୟରେ ମିଳୁଥିବା ଅଧିକାଂଶ ଖଡ଼ିପଥର ଈଷତ୍ ଗାଢ଼ ରଙ୍ଗର ।

ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ ।

ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ ।

ଏହା ଯେହେତୁ ଲମ୍ବା ହେଇଥାଏ ଟାଇପ କଲା ବେଳେ ବୁଢ଼ା ଅଙ୍ଗୁଳି ବ୍ୟବହାର କରି ଆମେ ଏହାକୁ ସହଜରେ ବ୍ୟବହାର କରିପାରୁ ।

ପ୍ରାରମ୍ଭିକ ଇଆର୍‍ପି କେବଳ ସଂସ୍ଥାନର ଆନ୍ତଃ ବୈଭାଗିକ ତାଳ ମେଳରେ ସାହାଯ୍ୟ କରିପାରୁଥିବା ବେଳେ ଇଆର୍‍ପି – ୨ ସଂସ୍ଥାର ବାହାରର ଅନୁଷ୍ଠାନ ଓ ବ୍ୟବସ୍ଥା ସହିତ ସହଜରେ ସମନ୍ନ୍ୱୟ ରଖିବାରେ ସହାୟକ ହୋଇପାରିଲା ।

ବ୍ୟବସାୟରେ ସହଜରେ କାମ ହାସଲ କରିବାର ପନ୍ଥା ନ ଆପଣେଇ ଓ ଏପରି ଉଚ୍ଚ ନୈତିକ ଓ ବ୍ୟବସାୟିକ ମାନଦଣ୍ଡଦ୍ୱାରା ସେ ପ୍ରତିଯୋଗିତା ଓ ବ୍ୟବସାୟରେ ସଫଳତା ଲାଭ କରିଥିଲେ ।

ତାଙ୍କର ଗବେଷଣାକୁ ସେ ସମୟର ରୁଢ଼ିବାଦୀ ସମାଜ ସହଜରେ ଗ୍ରହଣ କରିପାରିନଥିଲା ।

|ସାବିନ ଟିକା ପାଟିରେ ଦିଆ ଯାଉଥିବାରୁ ପିଲାମାନେ ସହଜରେ ଗ୍ରହଣ କରନ୍ତି ଓ ଏହା ଶସ୍ତାରେ ଉପଲବ୍ଧ ହୁଏ ।

|୧୮୮୭ ମସିହାରେ ହାଇନରିଖ୍ ହର୍ଜ ଆବିଷ୍କାର କଲେ ଯେ ଇଲେକଟ୍ରୋଡ୍ ଉପରେ ଅତି-ବାଇଗଣି ରଶ୍ମୀ ପଡ଼ିଲେ ସେଥିରୁ ଅତି ସହଜରେ ବିଦ୍ୟୁତ୍ ସ୍ଫୁଲିଙ୍ଗ ବାହାରେ ।

ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ ।

ଚକ ଓ ଅଖ ସାହାଯ୍ୟରେ କୌଣସି ଭାରକୁ ସହଜରେ ପରିବହନ କରି ହୁଏ।

ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା।

easily's Usage Examples:

called contagious diseases when they are easily transmitted by contact with an ill person or their secretions (e.


Naïve and impressionable, James is easily upset by Aloysius’s severe manner and harsh criticism.


epidemic with easily accessible vegetables such as African potato, garlic and beetroot, rather than with antiretroviral medicines, was the subject of local and.


Hardness Tend to be soft, easily cut or bent Most are quite hard Thermal expansivity Mostly higher Mostly lower Melting point Mostly low Low to very high.


Whereas conventional caesium chloride has a rather low toxicity to humans and animals, the radioactive form easily contaminates the environment due to the high solubility of CsCl in water.


The torpedo boats were not very effective and were easily countered by simple measures such as hanging chains over the sides of ships to foul the screws of the torpedo boats, or encircling the ships with wooden booms to trap the torpedoes at a distance.


authorship of works could be spotted more easily, making it difficult for copiers who have not gained permission.


The brothers of Eudocia obeyed, with some anxiety, her Imperial summons; but as she could easily forgive their unfortunate unkindness, she indulged the tenderness, or perhaps the vanity, of a sister, by promoting them to the rank of consuls and praefects.


According to Bodet, Wiggins' mother did not trust easily.


concentrations is easily calculated by measuring total OC in sediments synoptically with dry weight concentrations.


provide any unemployment insurance, so people who lost jobs easily became impoverished.


and landing wires where a biplane could easily be built with one bay, with one set of landing and flying wires.



Synonyms:

easy,

Antonyms:

demanding, complex,

easily's Meaning in Other Sites