<< earthen earthenware jar >>

earthenware Meaning in Odia (Oriya). ( earthenware ଶବ୍ଦର ଓଡିଆ ଅର୍ଥ)



ମାଟିପାତ୍ର,

Adjective:

ମାଟିପାତ୍ର,

earthenware తెలుగు అర్థానికి ఉదాహరణ:

ଏଠାରୁ ମସୃଣକରାଯାଇଥିଲା ଶିଳା ଓ ହାତଗଢ଼ା ମାଟିପାତ୍ର ଖୋଳାଯାଇ ମିଳିଥିଲା ।

ଆୟୁର୍ବେଦୀୟ ମତରେ ମାଟିପାତ୍ରରେ ରନ୍ଧନ ଅନ୍ନ, ବ୍ୟଞ୍ଜନ ସର୍ବଦା ରୁଚିକର ଓ ସ୍ୱାସ୍ଥ୍ୟ ପାଇଁ ହିତକର ।

ତା'ପରେ ପୂର୍ବରୁ ଭାଟିରେ ରଖାଯାଇଥିବା ଝାଟିଡାଳରେ ନିଆଁ ଲଗାଯାଇ ମାଟିପାତ୍ରକୁ ପୋଡ଼ାଯାଇଥାଏ ।

ଖନନରୁ ମିଳିଥିବା ଅନ୍ୟାନ୍ୟ ମାଟିପାତ୍ର ବ୍ରହ୍ମଦେଶ, ସିଆମ୍, ଆରବ ଦେଶର ହୋଇଥିବାର ସୂଚନା ମିଳେ ।

ଏହି ସମୟର ଚିତ୍ରିତ ମାଟିପାତ୍ରର ଅବଶେଷ ଅଧିକ ମାତ୍ରାରେ ଉଦ୍ଧାର ମଧ୍ୟ କରାଯାଇନାହିଁ ।

ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି ।

ନୂତନ ଯୁଗର ବସ୍ତୁମାନଙ୍କ ମଧ୍ୟରେ ଚୀନର ନୀଳ ରଙ୍ଗରେ ଚିତ୍ରିତ ହୋଇଥିବା ଚାଇନାମାଟି (ଇଂରାଜୀରେ Porcelain)ର ପାତ୍ର ଓ ଆରବର ଚିକ୍କଣ ମାଟିପାତ୍ର  ଅନ୍ୟତମ ।

ଖନନର ଦ୍ୱିତୀୟ ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗର ମାଟିପାତ୍ର ଆବିଷ୍କୃତ ହୋଇଥିଲା ।

ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ ।

ଏହାଛଡ଼ା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ୟ ଅଙ୍କିତ ହୋଇଥାଏ ।

|ପ୍ରାୟ ଖ୍ରୀଷ୍ଟପୂର୍ବ ୧,୦୦୦ ସମୟର ମାଟିପାତ୍ରର ଅବଶେଷ ଘଗ୍ଗର-ହାକ୍ରାର ନଦୀଶଯ୍ୟାରୁ ମିଳିଛି ।

ତିନୋଟି ପଥରକୁ ଇଟା କରି ତିଆରିହୋଇଥିବ ଚୁଲିରେ ନୂଆଁ ମାଟିପାତ୍ରରେ କଲୁଁଆଁ ଫୁଟାଯାଏ ।

ମାଟିପାତ୍ରର ମହନୀୟତା ସମ୍ପର୍କରେ ସ୍କନ୍ଦ ପୁରାଣରେ ବିଶେଷ ବର୍ଣ୍ଣିତ।

earthenware's Usage Examples:

Maw " Co have made earthenware encaustic tiles for walls and floors since 1850, when the English company was established by George Maw and his brother.


Güveç is a family of earthenware pots used in Balkan, Turkish, and Levantine cuisine, and various casserole or stew dishes cooked in them.


During the Tang Dynasty, ewers fashioned from glazed earthenware bore illustrations of Persian textiles.


earth", from the Latin terra cocta), a type of earthenware, is a clay-based unglazed or glazed ceramic, where the fired body is porous.


Derbyshire Michael Aspel " Kedleston Hall – repaired earthenware pottery jug, "joggled" with coloured slips of clay, giving a tortoiseshell effect, 1750s, £1.


and 1970 found evidence of salt-glazed stoneware, tortoiseshell ware, agateware, red stoneware, glazed red earthenware, blackware and a small amount of.


Haji pottery (土師器, Hajiki) is a type of plain, unglazed, reddish-brown Japanese pottery or earthenware that was produced during the Kofun, Nara, and Heian.


These are things produced with homemade canvas, figure loom rugs, earthenware and carpenter goods, wickerwork of straw, osier, and.


earthenware later known as "majolica", decorated with a mostly new range of coloured glazes.


Faenza is home to a historical manufacture of majolica-ware glazed earthenware pottery, known from the French name of the town.


Italian tin-glazed earthenware, at least the early forms, is called maiolica in English, Dutch wares are called Delftware, and their English equivalents.


The ceramics would be coated with either red earthenware or engobe, then left out in the sun to dry, after which they would be painted.


This meal is baked and served in a traditional unglazed earthenware pot.



Synonyms:

terra sigillata, Samian ware, terra cotta, majolica, delft, ceramic ware, maiolica, faience,

earthenware's Meaning in Other Sites