<< earthed earthenware >>

earthen Meaning in Odia (Oriya). ( earthen ଶବ୍ଦର ଓଡିଆ ଅର୍ଥ)



ପାର୍ଥିବ, ମାଟିରେ ତିଆରି, ମାଟି,

Adjective:

ମର |, ମାଟି, ପାର୍ଥିବ, ମର୍ତ୍ତ୍ୟ, ମୃତ୍ତିକା ପ୍ରସ୍ତୁତି |, ମେଟେ,

earthen తెలుగు అర్థానికి ఉదాహరణ:

ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା ।

|ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ ।

କାରଣ ପାର୍ଥିବ ଶରୀରକୁ ଦାହ କରାଉଥିବା ବେଳେ କିଛି ଜୀବାଣୁ ଆମ ଶରୀରରେ ପ୍ରବେଶ କରିଥାନ୍ତି ।

ମଣିଷ ଜୀବନରେ ପ୍ରକୃତ ଘନିଷ୍ଠତା ସଂଳାପ, ସ୍ୱଚ୍ଛତା, ପାର୍ଥିବ ତଥା ପର¸ରତାରେ ଥାଏ ।

ବାୟୁ ମଣ୍ଡଳର ବିଭିନ୍ନ ସ୍ତରରେ ବାୟୁର ସାମଗ୍ରୀ ଓ ଚାପରେ ଅନ୍ତର ଥାଏ ଓ ପାର୍ଥିବ ବୃକ୍ଷମାନଙ୍କ ଶ୍ୱାସକ୍ରିୟା ଓ ଆଲୋକ ସଂଶ୍ଳେଶଣ ନିମନ୍ତେ ଉପ‌ଯୁକ୍ତ ବାୟୁ କେବଳ ପୃଥିବୀର ଟ୍ରୋଫୋସ୍ଫିଅରରେ ମିଳେ ।

ତାଙ୍କର ମନ ଯାବତୀୟ ପାର୍ଥିବ ବିଷୟରୁ ଅଲଗା ହୋଇଯାଉଥିଲା ।

|ପୃଥିବୀରେ ଦେଖାଯାଉଥିବା ପ୍ରାୟ ସବୁପ୍ରକାର ଶିବଲିଙ୍ଗ ସ୍ଫଟିକ, ରତ୍ନ, ପାର୍ଥିବ, ପ୍ରସ୍ତର ବା ସ୍ୱୟମ୍ଭୂ କିନ୍ତୁ ପାରଦ ଲିଙ୍ଗ ସମଗ୍ର ବିଶ୍ୱରେ ବିରଳ ।

|କୃଷ୍ଣ -ସୁଦାମା ମଧ୍ୟରେ ବନ୍ଧୁତା ଏକ ନିଦର୍ଶନ , ପ୍ରକୃତ ପାର୍ଥିବ ବନ୍ଧନହୀନ ଏକ ବନ୍ଧୁତାର ଯାହା କି ବିରଳ ଓ ଦୃଷ୍ଟାନ୍ତମୂଳକ ।

ଏଥିରେ ସମସ୍ତ ପାର୍ଥିବ ବିଷୟ ବସ୍ତୁର ସତ୍ୟତା , କ୍ରୂରତା ଓ ପାପ କର୍ମର ଅଧ୍ୟାତିମିକ ବର୍ଣ୍ଣନା କଥା ଶୈଳୀ ସହ ମିଶ୍ରଣ ପୂର୍ବକ ଉପସ୍ଥାପନା କରି ସମ୍ପୂର୍ଣ୍ଣ ସତ୍ୟତାର ବିଷୟ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ ।

earthen's Usage Examples:

Maw " Co have made earthenware encaustic tiles for walls and floors since 1850, when the English company was established by George Maw and his brother.


Güveç is a family of earthenware pots used in Balkan, Turkish, and Levantine cuisine, and various casserole or stew dishes cooked in them.


During the Tang Dynasty, ewers fashioned from glazed earthenware bore illustrations of Persian textiles.


earth", from the Latin terra cocta), a type of earthenware, is a clay-based unglazed or glazed ceramic, where the fired body is porous.


Derbyshire Michael Aspel " Kedleston Hall – repaired earthenware pottery jug, "joggled" with coloured slips of clay, giving a tortoiseshell effect, 1750s, £1.


and 1970 found evidence of salt-glazed stoneware, tortoiseshell ware, agateware, red stoneware, glazed red earthenware, blackware and a small amount of.


Haji pottery (土師器, Hajiki) is a type of plain, unglazed, reddish-brown Japanese pottery or earthenware that was produced during the Kofun, Nara, and Heian.


The dam was the largest earthen dam in cubical content for power purposes in the world at its time of creation.


These are things produced with homemade canvas, figure loom rugs, earthenware and carpenter goods, wickerwork of straw, osier, and.


earthenware later known as "majolica", decorated with a mostly new range of coloured glazes.


The lake was created in 1984 by an earthen dam on the Deep Fork River begun in 1980.


The town has concrete roads, bituminous roads, earthen roads and cut stone pavements.



earthen's Meaning in Other Sites