drop off Meaning in Odia (Oriya). ( drop off ଶବ୍ଦର ଓଡିଆ ଅର୍ଥ)
କମିଯିବା, ଶୋଇପଡିବା, ଖସିଯାଅ,
People Also Search:
drop opendrop out
drop shot
dropfly
droplet
droplets
dropout
dropouts
dropped
dropper
droppers
dropping
dropping zone
droppings
drops
drop off తెలుగు అర్థానికి ఉదాహరణ:
ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।
ସମୁଦ୍ର ଜଳପତନ କମିଯିବା ଫଳରେ ଏହି ନିମଗ୍ନ ଦ୍ୱୀପ ଖଣ୍ଡ ସବୁ ଛତୁ ପରି ସମୁଦ୍ର ଗର୍ଭରୁ ଫୁଟି ଉଠିଛନ୍ତି ।
| ଲକ୍ଷଣ |ଅଧିକ ଶୋଷ|ଅଧିକ ପରିସ୍ରା|ଓଜନ କମିଯିବା|ଅଧିକ ଭୋକ|ଅଧିକ ଥକା|ମାନ୍ଦା ଦୁର୍ବଳ ଲାଗିବା|ଆଖିକୁ ଝାପସା ଦିଶିବା|ଯୌନାଙ୍ଗରେ ଘା' ହେବା|ଯୌନଶକ୍ତି କମିଯିବା|ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା|ଘା' ନ ଶୁଖିବା|ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
ଗଣ୍ଠି ଭିତରେ ଥିବା ଉପାସ୍ଥିରେ ବୟସ ବଢିବା ସାଥେ ସାଥେ ପ୍ରୋଟିଓଗ୍ଲାଇକାନ ପରିମାଣ କମିଯିବା ହେତୁ ଜଳୀୟ ଅଂଶ କମିଯାଏ, ତେଣୁ ଏହାର ନମନିୟତା କମିଯାଏ ।
ଚର୍ମର ଇଲାସ୍ଟିସିଟି କମିଯିବା ଓ ରୋଗିର ବ୍ୟକ୍ତିତ୍ୱ ପରିବର୍ତ୍ତନ ହେଉଛି ନିର୍ଜଳନର ଚିହ୍ନ ।
| ଆଧାର |୧୯୮୩ ମୃତ୍ୟୁ|ଓଡ଼ିଆ ଲୋକ|ବରଗଡ଼ ଜିଲ୍ଲାର ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ ଫ୍ରେଡରିକ ଆଟାକ୍ସିଆ (ଇଂରାଜୀ ଭାଷାରେ Friedreich ataxia ବା FRDA କିମ୍ବା FA) ଏକ ଅନୁବଂଶିକ ରୋଗ ଅଟେ ଯେଉଁଥିରେ ଚାଲି ଅସୁବିଧା, ସ୍ନାୟୁ ଅନୁଭୁତି ଓ ବାକ୍ଶକ୍ତି କମିଯିବା ଇତ୍ୟାଦି ଅସୁବିଧା କ୍ରମଶଃ ଅଧିକ ଖରାପ ଦିଗକୁ ଯାଇଯାଏ ।
ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ ।
ଊନବିଂଶ ଶତାବ୍ଦୀରେ କାଗଜ ମୂଲ୍ୟ ଅହେତୁକ ଭାବରେ କମିଯିବାରୁ ଖବର ବିନିମୟ ବଢ଼ିଲା ଓ ଏହାଦ୍ୱାରା ସାଂସ୍କୃତିକ ବିନିମୟ ସୁଗମ ହେଲା ।
ରକ୍ତ ସରବରାହ କମିଯିବା ଫଳରେ ମସ୍ତିଷ୍କର କାର୍ଯ୍ୟକାରୀତା ସଠିକ ଭାବରେ ସମ୍ପାଦିତ ହୁଏନାହିଁ ।
ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।
|ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଯଥାକ୍ରମେ ରକ୍ତ କଣିକା କମିଯିବା, ଗ୍ଲୁକୋଜ-୬-ଫସ୍ଫେଟ ଡିହାଇଡ୍ରଜେନେଜ ଅଭାବ ଥିବା ଲୋକଙ୍କର ଲୋହିତ ରକ୍ତ କଣିକା ନଷ୍ଟ ହେବା, କିମ୍ବା ହାଇପରସେନ୍ସିଟିଭିଟି ।
ବିକଶିତ ଦେଶମାନଙ୍କରେ ସଙ୍କଟପ୍ରଦ କାରକ ଗୁଡ଼ିକ କମିଯିବାରୁ ନିର୍ଦ୍ଦିଷ୍ଟ ବୟସ ଦଳରେ ଏହି ରୋଗୀ ସଂଖ୍ୟା କମୁଛି ।
ଏହାର ଲକ୍ଷଣରେ ବ୍ୟାୟାମ କରିବା ଶକ୍ତି କମିଯିବାଠାରୁ ଆରମ୍ଭ କରି ଆଟ୍ରିଆଲ ଫିବ୍ରିଲେସନ ଓ ହୃଦ୍ପାତ ହୋଇପାରେ ।
drop off's Usage Examples:
reduces risk of running aground and underwater damage, this allows it to come close to shore to pick up and drop off loads.
Readership began to drop off in the mid- to late 1970s and reached a new low in the 2000s.
Located on the Southwestern end of Gaspar Grande, Point Baliene is one of the main drop off sites for visitors to the Gasparee Caves.
The stems may be decumbent or erect, 10–40 cm in length, with narrow cauline leaves that may drop off before the flower develops.
stop is a designated spot on the side of a road where buses or trams may pull out of the flow of traffic to pick up and drop off passengers.
mission, this design would allow for drop off at different altitudes and inclinations.
Taylor of LA Weekly said that "every car chase, every plane crash, every potential drop off a cliff is a masterpiece of grace and surprise.
However, he soon experienced a dramatic drop off in production, hitting only .
However, some of the area’s beaches, with rip tides, undertows, and fairly steep drop offs close to shore, are not considered safe for.
Examples: driver is rendered 'jiver' and drop off as jop offGrammarGenerally, there is no need for concord.
A park and ride facility operates in the city, and a number of lines drop off within walking distance of the ground.
relegated through play, suffered another drop off, and folded due to unsurmountable economic problems.
through June, ticks" eggs are deposited on moist vegetation after the engorged female ticks drop off their hosts.
Synonyms:
hang, move, dump, plonk down, plop, displace, drop down, plump down, sink, plank down,
Antonyms:
rested, increment, obey, accept, contract in,