<< dropfly droplets >>

droplet Meaning in Odia (Oriya). ( droplet ଶବ୍ଦର ଓଡିଆ ଅର୍ଥ)



ବୁନ୍ଦା,

ଡ୍ରପ୍ସ |,

People Also Search:

droplets
dropout
dropouts
dropped
dropper
droppers
dropping
dropping zone
droppings
drops
dropsical
dropsies
dropsy
dropwise
drosera

droplet తెలుగు అర్థానికి ఉదాహరణ:

ପେଣ୍ଡୁକୁ ଏକ ଅନତ ସମତଳ ଉପରେ ଗଡେଇ ଦେଉଥିଲେ ଓ ଭିନ୍ନ ଭିନ୍ନ ସ୍ଥାନରେ ପେଣ୍ଡୁଟି ପହଞ୍ଚିଲା ବେଳକୁ, ଜଳଘଡିରୁ କେତେ ବୁନ୍ଦା ଜଳ ତଳେ ପଡୁଥିଲା ମାପିନେଉଥିଲେ ।

|ବିଶ୍ୱାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ ।

|ଉତ୍ତର ନାଇଜେରିଆ ଏକ ସମୟରେ ପୋଲିଓ ମୁକ୍ତ ବୋଲି ଧରା ଯାଉଥିବା ବେଳେ ସେଠାରେ ଏକ ମୁସ୍‌ଲିମ ଫତବା ଜରି କୁହାଗଲା ଯେ ପୋଲିଓ ବୁନ୍ଦା ଦେଇ ଆମେରିକା ଓ ୟୁ.ଏନ୍.ଓ. ଲୋକମାନଙ୍କୁ ବନ୍ଧ୍ୟା କରୁଛନ୍ତି ।

ରିହାଇଡ୍ରସନ, ଗ୍ରନ୍ଥି ମାଲିସ, ଲେମ୍ବୁ ବୁନ୍ଦା ଓ ଭିଟାମିନ୍ ସି ମଧ୍ୟ ସହାୟକ ହୋଇପାରେ ।

ଏହାର କିଛି ବୁନ୍ଦା ଜଳ ରାଜା ବନଙ୍କ କୁଷ୍ଠ ଋଗ ଭଲ କରିଦେଇଥିଲା ।

ଋଷି କୌଡିନ୍ୟ ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦାବସ୍ତ୍ରରୁ କିଛି ବୁନ୍ଦା ପାଣି ଧୃଷ୍ଟବୃଦ୍ଧି ଉପରେ ପଡ଼ିଯିବା ଫଳରେ ତା’ମନରେ ସଦ୍‌ବୁଦ୍ଧି ପ୍ରାପ୍ତ ହେଲା ।

| ଇତିହାସ |ପ୍ରଥମେ ଏହି ନିଷ୍କ୍ରିୟ ପୋଲିଓ ଭାଇରସ୍ ଟିକା ବ୍ୟବହାର ହେଲା ଏବଂ ପରେ ଆଲବର୍ଟ ସାବିନଙ୍କ ଦ୍ଵାରା ବିକଶିତ ହୋଇଥିବା ପୋଲିଓ ବୁନ୍ଦା ତିଆରି ହେଲା ।

ଡୋଳାର ବିସ୍ତାର କରିବା ପାଇଁ ଆବଶ୍ୟକୀୟ ବୁନ୍ଦା ଓ ଷ୍ଟେରଏଡ ଆଖି ବୁନ୍ଦା ବ୍ୟବହାର କରାଯାଇପାରେ | ଏହି ରୋଗ ପ୍ରତିରୋଧ ପାଇଁ ୫୦ ବର୍ଷ ବୟସରୁ ଅଧିକ ଥିବା ଲୋକଙ୍କୁ ଟିକା ଦିଆଯାଏ ।

|ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ।

droplet's Usage Examples:

that exhibit frozen droplets on their surfaces are often referred to as rimed.


Sulfolobus newzealandicus droplet-shaped virus Betaguttavirus Aeropyrum pernix ovoid virus 1 Viruses in the family Guttaviridae are enveloped.


a high fat content of more than 75%, it stabilizes emulsions, reduces spattering (splashing and scattering of oil droplets) during frying, improves texture.


Iridescent colors are strongest when the diffracting droplets are small and similar in size.


artifacts on an image, due to the camera"s flash being reflected from unfocused motes of dust, water droplets, or other particles in the air or water.


droplets (larger than about 100 µm, but depending on conditions) rapidly fall to the ground or another surface and so are only briefly suspended, while droplets.


Dew is water in the form of droplets that appears on thin, exposed objects in the morning or evening due to condensation.


Irisation is caused by very uniform water droplets diffracting light (within 10 degrees from the Sun) and by first order interference.


sulfuric acid droplets), can yield beautiful post-sunset colors called afterglows and pre-sunrise glows.


of "aero-solution") is a suspension of fine solid particles or liquid droplets in air or another gas.


masses by attracting supercooled cloud water droplets, which freeze and accrete in crystal form.


includes particles, bubbles, droplets, density fluctuations in fluids, crystallites in polycrystalline solids, defects in monocrystalline solids, surface.


The pupil of the eye is said to resemble an "upside-down droplet".



Synonyms:

drop, drib, driblet,

Antonyms:

recuperate, better, divest, overspend,

droplet's Meaning in Other Sites