<< drinkers drinking age >>

drinking Meaning in Odia (Oriya). ( drinking ଶବ୍ଦର ଓଡିଆ ଅର୍ଥ)



ପିଇବା,

Noun:

ପିଇବା,

drinking తెలుగు అర్థానికి ఉదాహరణ:

ନୀରବରେ ଦ୍ରୌପଦୀଙ୍କ ଅପମାନକୁ ଆଉ ଦେଖିପାରୁ ନଥିବା ଭୀମ ଯୁଦ୍ଧରେ ଦୁଃଶାସନଙ୍କ ଛାତି ଚିରି ତାଙ୍କ ରକ୍ତ ପିଇବାକୁ ଶପଥ କରିଥିଲେ ।

ଦିନକର ଘଟଣା ଗୟଳଟିଏ ପାଣି ପିଇବାକୁ ଆସିଥିବା ସମୟରେ ଏକ ବୃହତ୍ କାୟ ସର୍ପର ଆବିର୍ଭାବ ହେଲା ଏବଂ ଗୟଳକୁ ଗିଳିଦେଲା ।

ପରଦିନ ସନ୍ଧ୍ୟାରେ ଲେଖକ ଦେଖିଲେ ଯେ ଢମଣା ସାପଟି ଆସି ସେମାନେ ବସିଥିବା ସ୍ଥାନ ନିକଟକୁ ବିନା ଦ୍ୱିଧାରେ ଆସି ବଗିଚାରେ ଥିବା ଏକ ଗିନାରୁ ସବୁତକ କ୍ଷୀର ପିଇବା ପରେ ଚାଲିଯାଇଥିଲା ।

|କୟାଁମାନଙ୍କ ବିଚାରରେ ଗାଈଙ୍କ ଦୁଧ କେବଳ ବାଛୁରୀ ପିଇବାପାଇଁ ଉଦ୍ଦିଷ୍ଟ ।

|ପିଲାଙ୍କ କୃମି ରୋଗରୁ ବର୍ତ୍ତିବା ପାଇଁ ଅଦାରସ ୧ ଚାମଚ ଲେଖାଏଁ ଦିନ‌କୁ ୨ ଥର ପିଇବା ଆବଶ୍ୟକ ।

| ଗ୍ୟାଲେରି |Image:Maa Tarini Temple 3.jpg|ପିଇବା ପାଣି ।

ସେହି ଭଳି ନିୟମିତ ଚା’ ପିଇବାଦ୍ୱାରା ଶରୀରର ରକ୍ତଚାପ ସ୍ୱାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ ।

ଏହି ଆଇନ ପରି ଖାଇବା-ପିଇବା ଯୋଗ୍ୟ ପଦାର୍ଥ ଛଡା ତାହାକୁ ତିଆରି କରିବାର ପ୍ରଣାଳୀ ମଧ୍ୟ ସାମିଲ ହୋଇଥାଏ ।

ଏହା ଅତି ତୀବ୍ର ହୋଇଯାଇ ଥାଏ , କିଛି ଖାଇବା ପରେ କିମ୍ବା କିଛି ତରଳ ପିଇବାପରେ ।

| ଅନୁଶୀଳନ |ନଡ଼ିଆ ଧର୍ମ କେବଳ ନଡ଼ିଆ ଖାଇବା ଓ ନଡ଼ିଆ ରସ ପିଇବା ସପକ୍ଷରେ ଯୁକ୍ତିବାଢ଼ିଥାଏ ।

ଏହାକୁ ଥଣ୍ଡା ହୋଇଥିବା ଫୁଟା ପାଣିରେ ନିର୍ଦ୍ଦେଶ ମୁତାବକ ଓ.ଆର୍.ଏସ୍. ମିଶେଇ ପାନୀୟ ପ୍ରସ୍ତୁତ କରି ରୋଗୀକୁ ପିଇବାକୁ ଦିଆଯାଏ ।

|ରାତିରେ ଶୋଇବାର ଘଣ୍ଟାକ ପୂର୍ବରୁ ୧ ଗ୍ଲାସ୍ ନଖ ଉଷୁମ କ୍ଷୀରରେ ୧ ଚାମଚ ତ୍ରିଫଳା ମିଶାଇ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।

ଶୁଖିଲା ପାଟି ନିମନ୍ତେ ଚୁଇଙ୍ଗ ଗମ୍, ଅଳ୍ପ ଅଳ୍ପ ପାଣି ପିଇବାକୁ ଓ ଲାଳ ବିକଳ୍ପ ଦିଆଯାଏ ।

drinking's Usage Examples:

life support, and the by-product water could be used for drinking and humidifying the atmosphere of the capsule.


of enlisting recruits for the regiments of the imperial army at tavern carousals with drinking and dancing also became customary.


In 1945, Grand Rapids, Michigan became the first city in the world to fluoridate its drinking water.


Ricard produced much more drinking ephemera featuring the Ricard brand including decanters, glasses, ashtrays, clocks and playing cards.


LeMoyne believed that cremation was a more sanitary way to dispose of bodies, preventing the contamination of drinking water.


Beer Box is similar to the original half-court Box with one larger square and an inner, smaller endzone square, but this game also includes drinking cans of alcohol throughout the course of the game.


The second question regarding mixed drinking in the major cities passed with an almost 4 to 1 margin.


When Alice"s sophisticated wine-drinking city friends turn up and condescendingly observe a rural cricket match, Tom begins to understand that Alice.


These vary in style: three are skolia (drinking songs) one is a hymn to Adonis, and one is a dithyramb.


made in season 1, episode 10, by Hank"s agent Charlie Runkle as the two commiserate while drinking.


The school"s poor reputation is celebrated by the school"s uncaring faculty and staff, constantly shown drinking while teaching and/or trying.


"NYPD says "no criminality" after officers fall ill after drinking milkshakes at Shake Shack in Manhattan".


other dignitaries were served sour wine by Antony in Greece, Augustus"s catamite was drinking Falernian in Rome.



Synonyms:

consumption, uptake, gulping, intake, guzzling, ingestion, swilling, potation, imbibition, imbibing,

Antonyms:

restraint,

drinking's Meaning in Other Sites