<< drinking water drinkings >>

drinking wine Meaning in Odia (Oriya). ( drinking wine ଶବ୍ଦର ଓଡିଆ ଅର୍ଥ)



ମଦ ପିଇବା, ଆଲିପାନ୍,

People Also Search:

drinkings
drinks
drip
drip coffee
drip culture
drip dry
drip loop
drip mat
drip mold
drip mould
drip pot
dripdry
dripped
dripper
drippier

drinking wine తెలుగు అర్థానికి ఉదాహరణ:

| ମାନସିକ ଅସୁସ୍ଥତା |ଅବସାଦ ଓ ଉଦବେଗରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ମଦ ପିଇବା ଆରମ୍ଭ କରିଦେଇପାରେ ।

ତା'ର ପ୍ରେମିକା ପ୍ରୀତି ଶେଟ୍ଟୀର ବାହାଘର ପରେ ସେ ଅତ୍ୟଧିକ ମଦ ପିଇବା ସହ ନାନା ପ୍ରକାରର ଡ୍ରଗ୍ସ ନେଉଥିଲେ ।

ସେମାନେ ମଧ୍ୟ ଘଟଣା ଦେଖି ମଦ ପିଇବା ଆରମ୍ଭ କରିପାରନ୍ତି ଯଥା: କ୍ରୀଡ଼ା ଉତ୍ସବ ଭାତୃତ୍ୱ ଭାବ ଉତ୍ସବ, ଇତ୍ୟାଦି ।

ବୟସ ବଢ଼ିବା ସ‌ହ ସେ ସେହି ଦୁଃଖରେ ରୁଦ୍ର ପ୍ରତାପ ଦିନରାତି ଅନବରତ ମଦ ପିଇବା ସ‌ହ ଦୁନିଆରେ କେହି ତା' କଥା ଶୁଣିଲେ ବି ସଭିଙ୍କୁ ଦୋଷ ଦେଉଥିଲେ ।

ସେ ମୁଖ୍ୟତଃ ବିବାହ ପରବର୍ତ୍ତୀ ପ୍ରେମ, ଆସନ୍ତା ବୟସ, ମଦ ପିଇବା, ଡ୍ରଗ ବ୍ୟବ‌ହାର କରିବା ଓ ପଞ୍ଜାବୀ ପୁରୁଷଙ୍କ ଅତ୍ୟଧିକ ରାଗି ସ୍ୱଭାବକୁ ନେଇ ସଙ୍ଗୀତ ଲେଖୁଥିଲେ ।

କିଶୋରୀମାନଙ୍କୁ ଏକ ପୁଋଷଭଳି ମଦ ପିଇବାକୁ ଉତ୍ସାହିତ କରାଯାଉଥିବାବେଳେ କିଶୋର ମାନଙ୍କୁ ମଦ ପିଇବା ଏକ ମର୍ଦ ବା ମର୍ଦପଣିଆର ଠାଣି ବୋଲି କୁହାଯାଇଥାଏ ।

ତାଙ୍କ ବିକାଶ ଆନ୍ଦୋଳନରେ ନାମ ଲେଖାଇଥିବା ଏହି ଯୁବକମାନେ ମଦ ପିଇବା, ଧୂମପାନ ଏବଂ ଜୁଆ ଖେଳରୁ ଦୂରେଇ ରହିଥିଲେ ।

ଅନ୍ୟ ପକ୍ଷରେ ଆଉ କିଛି ସଂଗଠନ ଗର୍ଭବତୀ ମହିଳା ବିଲକୁଲ ମଦ ପିଇବା କଥା ନୁହେଁ ବୋଲି ଦାବି କରନ୍ତି ।

ପ୍ରଥମ ପ୍ରକାରର ବ୍ୟକ୍ତି ଯେଉଁମାନେ ଆମୋଦ ପ୍ରମୋଦ ମିଳିବା ଆଶାରେ ମଦ୍ୟ ପାନ କରନ୍ତି, ଅନ୍ୟପକ୍ଷରେ ଆଉ ଏକ ପ୍ରକାରର ବ୍ୟକ୍ତିମାନେ ବିନା ମଦରେ ବହୁତ ସମୟ ଧରି ରହିଯାନ୍ତି, ହେଲେ ଉଦବେଗ ଯୋଗୁଁ ପରେ ଯେବେ ଭୁଲବଶତଃ ଟିକେ ମଦ ପିଇବା ଆରମ୍ଭ କରିଦିଅନ୍ତି, ସେତେବେଳେ ନିଜକୁ ଆୟତ୍ତରେ ରଖିପାରନ୍ତି ନାହିଁ ।

drinking wine's Usage Examples:

The outward or physical action of the sacrament is eating bread and drinking wine.


On television, his eccentric style of presentation – usually drinking wine as he cooked and talking to his crew – endeared him to millions of viewers.


police raid a monastery, sending monks to prison for eating meat and drinking wine during Lent.


the benefits of drinking wine moderately and the harmful effects of overindulging in it (20, 33, 39, 50, 51, 54, 55, 59, 60), although advice on religious.


arrive, Janet"s husband Bill sits in his chair, listening to music, staring vacantly, and drinking wine.


The figure is a satirical image of the Cyclops by likening his act of binging on wine to an elite drinking wine while attending a symposium.


The American rock band Hat On, Drinking Wine takes their name from a lyric from the song: He's much older now/With hat on, drinking wine.


presentation – usually drinking wine as he cooked and talking to his crew – endeared him to millions of viewers worldwide.


He has expensive taste, smoking cigars and drinking wine and fine liquor.


order to appeal to more modern international tastes, those that prefer fruitier, earlier-drinking wine styles, several producers began to cut fermentation.


and medical associations, people who are nondrinkers should not start drinking wine.


and different proportions of grapes, in order to produce an earlier-drinking wine.


the classic tradition of Chinese ceramics used for serving food and drinking wine or tea.



Synonyms:

wine-colored, dark red, wine,

Antonyms:

generic, generic wine, varietal wine, varietal,

drinking wine's Meaning in Other Sites