<< dismisses dismissing >>

dismissible Meaning in Odia (Oriya). ( dismissible ଶବ୍ଦର ଓଡିଆ ଅର୍ଥ)



ବରଖାସ୍ତ,

ବରଖାସ୍ତ,

dismissible తెలుగు అర్థానికి ఉదాహరణ:

ୱିକେଟ କିପର ରୂପେ ସେ କ୍ରମଶଃ ଟେଷ୍ଟ, ଓଡ଼ିଆଇ ଏବଂ ଟି20ଆଇରେ 206, 169 ଓ 52 ବ୍ୟାଟ୍ସମ୍ୟାନଙ୍କୁ ବରଖାସ୍ତ କରିଦେଇଛନ୍ତି ।

ଦୁର୍ନୀତି ଅଭିଯୋଗରେ ତାଙ୍କୁ ପୁନର୍ବାର ୧୯୯୬ ମସିହାରେ ବରଖାସ୍ତ କରାଗଲା ।

ଛତ୍ରପାଳ ସିଂହ ଦୋଷୀ ବୋଲି ଅନୁସନ୍ଧାନକାରୀ ଦଳ ରିପୋର୍ଟ ଦେବାପରେ ତାଙ୍କୁ ରାଜ୍ୟ ସଭାରୁ ବରଖାସ୍ତ କରାଯାଇଥିଲା ।

୧୯୨୬ରେ ଗାଡ଼ଲା ଦୁର୍ନୀତି ପାଇଁ ବରଖାସ୍ତ ହୋଇଥିଲେ; ଓ ନେଲସନଙ୍କୁ କୁହାଯାଇଥିଲାଯେ ଉପରିସ୍ଥ ମାଜିଷ୍ଟ୍ରେଟଙ୍କ ଦାବୀ ପୂରଣ ନ କରିପାରିବାରୁ ସେ ବରଖାସ୍ତ ହୋଇଛନ୍ତି ।

|କ୍ରିସ ଏବଂ ପ୍ରିୟାର ଅଫିସର(ଅର୍ଚନା ପୂରନ ସିଂ) ତେଣେ ଏଭଳି ମନଇଛା ଛୁଟି ବଢେଇବାକୁ ବରଦାସ୍ତ କରି ନ ପାରି ଦିହିଁଙ୍କୁ ଚାକିରିରୁ ବରଖାସ୍ତ କରିଦିଅନ୍ତି ।

ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ ।

ଦୁଇ ବର୍ଷ ପରେ ୧୯୯୦ ମସିହାରେ ତାଙ୍କ ସରକାର ପାକିସ୍ଥାନର ରାଷ୍ଟ୍ରପତି ଗୁଲାମ ଇଶକ ଖାନଙ୍କଦ୍ୱାରା ବରଖାସ୍ତ କରାଯାଇଥିଲା ।

କାମଟି ସରିଗଲା ପରେ ଏହି ସମିତିକୁ ବରଖାସ୍ତ କରିଦିଆଯାଇଥାଏ ।

ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଅତ୍ୟାଚାରରେ ପିଡ଼ୀତ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ସହାୟତା କରି ଏବଂ ଷ୍ଟୁଡ଼େଣ୍ଟ ରିପ୍ରେଜେଣ୍ଟେଟିଭ କାଉନସିଲ ସହ ମିଶି ଦିଆଯାଉଥିବା ଖାଦ୍ୟର ନିମ୍ନ ଗୁଣବତ୍ତା ବିରୋଧରେ ଅନଶନ କରି ବିଶ୍ୱବିଦ୍ୟାଳୟରୁ ସାମୟିକ ଭାବେ ବରଖାସ୍ତ ହୋଇଥିଲେ ଏବଂ ବିଶ୍ୱବିଦ୍ୟାଳୟ ଛାଡ଼ି ଦେଇଥିଲେ ।

ଯଦି ପ୍ରଧାନମନ୍ତ୍ରୀ ସ୍ୱତଃ ଇସ୍ତଫା ନଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

ନିର୍ବାଚିତ ପ୍ରତିନିଧିସଭାରେ ଅନାସ୍ଥା ପ୍ରସ୍ତାବ ବହୁମତ ଭୋଟ୍ ମାଧ୍ୟମରେ ନିଯୁକ୍ତ ସରକାରଙ୍କୁ ମଧ୍ୟ ବରଖାସ୍ତ କରାଯାଇପାରିବ ।

ଯୁଦ୍ଧ ଏବଂ ଶାନ୍ତି ଘୋଷଣା କରିବା, ଆଇନ ଏବଂ ଚୁକ୍ତିନାମାକୁ ଅନୁମୋଦନ କରିବା, ସଂସଦ ଅଧିବେଶନ ଡକାଇବ ଓ ବନ୍ଦ କରିବା, ନିର୍ବାଚନକୁ ଘୋଷଣା ଏବଂ ସ୍ଥଗିତ କରିବା , ସରକାରଙ୍କୁ ବରଖାସ୍ତ କରିବା ଏବଂ ସଂସଦ ଭଙ୍ଗ କରିବା ଇତ୍ୟାଦି ଅଧିକାର ରାଜାଙ୍କ ନିକଟରେ ଅଛି ।

ଏହି ଜୁଣ୍ଟା ରାଷ୍ଟ୍ରପତି ମାକାରିଓସ୍ ତୃତୀୟଙ୍କୁ ବରଖାସ୍ତ କରି ତାଙ୍କ ସ୍ଥାନରେ ନିକୋସ୍ ସାମ୍ପସନଙ୍କୁ ସ୍ଥାନିତ କରିଥିଲେ।

dismissible's Usage Examples:

found that two of the seven findings of misconduct did not constitute dismissible offenses.


writing, Yaanum Theeyavan could have been something, but it’s still not dismissible, if only because the director believes in using the camera to tell his.


As a royal adviser, a Bendahara was appointed by the Raja and dismissible only by the Raja himself.


and heavy marketing campaigns, yet it was only the "softer and more dismissible" films by the latter directors that were so labeled.


It was his second-straight dismissible offence of the season, the first procured away to Derby County in a Championship.


did not agree with provisions such as the president being instantly dismissible by the prime minister.


epic to treat the trivial subjects such as poorly written and largely dismissible poetry.


Game to put spitting on a par with violent conduct, and therefore a dismissible offence.


Brutal as Hell rated the film 2/5 stars and called it "uninteresting and dismissible.


of play by the referee showing him/her a red card if (s)he commits a dismissible offence or has committed a second cautionable (yellow card) offence having.


being fantasy-like sense, suggesting that it is "unreal" and therefore dismissible (DiSalvo and Lukens, 2009).


the Ottoman Empire, with absolute power of attorney and, in principle, dismissible only by the sultan himself in the classical period, before the Tanzimat.


is an approach that represents something most ludicrous and totally dismissible.



Synonyms:

removable,

Antonyms:

ineradicable, irremovable,

dismissible's Meaning in Other Sites