<< dismissively dismount >>

dismoded Meaning in Odia (Oriya). ( dismoded ଶବ୍ଦର ଓଡିଆ ଅର୍ଥ)



ବିସ୍ଥାପିତ,

Adjective:

ଫର୍ମାଟ୍ ହୋଇଛି |,

dismoded తెలుగు అర్థానికి ఉదాహరణ:

ବାଘଙ୍କ ସୁରକ୍ଷା ପାଇଁ କୋର୍ ଅଞ୍ଚଳରୁ ମନୁଷ୍ୟମାନଙ୍କୁ ବିସ୍ଥାପିତ କରାଯାଇଛି ।

୧୯୫୩ ମସିହା ପୂର୍ବରୁ ସେ ଭାରତକୁ ବିସ୍ଥାପିତ ହୋଇଥିଲେ ।

ପ୍ରଭାକରନଙ୍କ ପିତାମାତା, ତିରୁଭେନକଡାମ ଭେଲୁପିଲାଇ ଏବଂ ପାର୍ବତୀ, ଉଭୟ ୭୦ ବର୍ଷ ବୟସରେ, ଭାଭୁନିୟା ସହର ନିକଟସ୍ଥ ବିସ୍ଥାପିତଙ୍କ ପାଇଁ ମେନିକ୍ ଫାର୍ମ କ୍ୟାମ୍ପରେ ଥିବାର ଜଣାଯାଇଥିଲା ।

କିନ୍ତୁ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କାରେ ସେ ୧୯୪୮ରେ ପାକିସ୍ଥାନକୁ ବିସ୍ଥାପିତ ହୋଇଥିଲେ ଓ ସେଠାରେ ସେମାନଙ୍କୁ "ମୁହାଜିର" (ଅନ୍ୟ ଦେଶରୁ ବିସ୍ଥାପିତ) ଭାବରେ ପରିଗଣିତ କରାଯାଇଥିଲା ।

ଏହି ପ୍ରକଳ୍ପଦ୍ୱାରା ବିସ୍ଥାପିତ ହେଇଥିବା ୧୦,୭୦୦ ପରିବାର ଓ ସ୍ଥାନୀୟ ନେତୃବୃନ୍ଦ ଏହାକୁ ପ୍ରବଳ ନିରୋଧ କରିଥିଲେ ।

ଅନ୍ୟ ପ୍ରଜାତିର ସାପ କାମୁଡ଼ିବା ବେଳେ ଏପରି ବିସ୍ଥାପିତ ହେବା ଦେଖାଯାଏ ନାହିଁ ।

ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ୱୀପମାନଙ୍କର ସୃଷ୍ଟି ହୁଏ ।

ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍‍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା ।

୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲୀନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା ।

ଏହାର ପୂର୍ବାନୁମାନ ଭଲ ଥିଲେ ମଧ୍ୟ ବିସ୍ଥାପିତ ରୋଗ ଥିଲେ ୩୪ % ରୋଗୀଙ୍କର ଆୟୁଷ ପ୍ରାୟ ୫ ବର୍ଷ (five-year survival) ରହେ ।

|କିମ୍ବଦନ୍ତୀ|କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ ନିର୍ମାଣ କରିବା ପାଇଁ ରାଓ ଯୋଧାଙ୍କୁ ପାହାଡ଼ରେ ପୂର୍ବରୁ ବାସ କରୁଥିବା ଚିଡ଼ିଆନାଥଜୀ ନାମକ ଜଣେ ସାଧୁଙ୍କୁ ସେଠାରୁ ବିସ୍ଥାପିତ କରିବାକୁ ପଡ଼ିଥିଲା ।

| ଜଳମଗ୍ନ ଅଞ୍ଚଳ ଓ ବିସ୍ଥାପିତ ଲୋକ ସଂଖ୍ୟା |ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ 168ଟି ଗ୍ରାମ ଜଳମଗ୍ନ ହେଇଥିଲା ।

ବିରଳ ଦୂରବର୍ତ୍ତୀ ବିସ୍ଥାପିତ କେଶ୍‌ରେ କେମୋଥେରାପି (chemotherapy) ବା ଟାରଗେଟେଡ ଥେରାପି (targeted therapy) ଦିଆଯାଏ ।

dismoded's Meaning in Other Sites