diabetes Meaning in Odia (Oriya). ( diabetes ଶବ୍ଦର ଓଡିଆ ଅର୍ଥ)
ମଧୁମେହ,
Noun:
ମଧୁମେହ, Arr ାଡ଼ା,
People Also Search:
diabeticdiabetic acidosis
diabetic diet
diabetic retinopathy
diabetics
diablerie
diablery
diablo
diaboli
diabolic
diabolical
diabolically
diabolise
diabolised
diabolises
diabetes తెలుగు అర్థానికి ఉదాహరణ:
|ଆଧାର|୧୯୩୧ ଜନ୍ମ|ପଦ୍ମଶ୍ରୀ ସମ୍ମାନିତ ମଧୁମେହ ଟାଇପ ୨ (ଇଂରାଜୀ ଭାଷାରେ Diabetes mellitus type 2) ଏକ ଦୀର୍ଘକାଳୀନ ଚୟାପଚୟ ବେମାରୀ (metabolic disorder) ଯେଉଁଥିରେ ଅଧିକ ରକ୍ତ ଶର୍କରା, ଇନସୁଲିନ ପ୍ରତିରୋଧ ଓ ଆପେକ୍ଷିକ ଇନସୁଲିନ ଅଭାବ ଦେଖାଯାଏ ।
ଅଧିକ ରକ୍ତ ଶର୍କରା ହେଉଥିବା ରୋଗମାନଙ୍କର ନାମ ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହ ଓ ମଧୁମେହ ଜଟିଳ ହେଲେ ଯେପରିକି ଡାଏବେଟିକ କିଟୋଏସିଡୋସିସ ଓ ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (hyperosmolar hyperglycemic states) ଇତ୍ୟାଦି ।
|ମଧୁମେହ ରୋଗ ପୀଡ଼ିତ ଯୁବକମାନଙ୍କ ମଧ୍ୟରୁ ମଧୁମେହ ବୃକ୍କ ରୋଗ ପ୍ରାୟ ୩୩% ଲୋକଙ୍କୁ ପ୍ରଭାବିତ କରିଥାଏ | ଯୁକ୍ତରାଷ୍ଟ୍ରରେ ରହୁଥିବା ଆଫ୍ରିକୀୟ ଓ ମୂଳ ଆମେରିକୀୟ ନିବାସୀ ଲୋକଙ୍କର ଏହି ରୋଗ ଅଧିକ ହେଉଥିବା ଦେଖାଯାଏ | ବିକଶିତ ଦେଶମାନଙ୍କରେ ବୃକ୍କ ବିଫଳତା ସାଧାରଣତଃ ଅଧିକ ହୁଏ ଓ ମୃତ୍ୟୁ ସଙ୍କଟ ବୃଦ୍ଧି ପାଏ ।
|ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକକ୍, ହୃତ୍ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ ।
|ମଧୁମେହ ଟାଇପ ୨ ରୋଗରେ ଏହି ଏଚଏଚଏସ ସଙ୍କଟ ରହେ ।
ମଧୁମେହ ଟାଇପ ୧ ରୋଗରେ ଏହା ଦେବାକୁ ନିର୍ଦ୍ଦେଶ ଦିଆଯାଏନାହିଁ ।
| ଆଧାର |୧୯୨୫ ଜନ୍ମ|୨୦୦୫ ମୃତ୍ୟୁ|ଓଡ଼ିଆ ଲୋକ|କୋରାପୁଟ ଜିଲ୍ଲାର ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ ବେନାଜେପ୍ରିଲ୍, ଏକ ବ୍ୟବସାୟୀକ ନାମ ଲୋଟେନସିନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
ମଧୁମେହ ବୃକ୍କ ରୋଗ (diabetic kidney disease), ଲେଫ୍ଟ ଭେଣ୍ଟ୍ରିକୁଲାର ଫେଲ୍ୟୁର (left ventricular enlargement) ଓ ହୃଦ୍ପାତ ରୋଗମାନଙ୍କ ଚିକିତ୍ସାରେ ମଧ୍ୟ ଦିଆଯାଏ ।
ମଧୁମେହର ସିଧା ସମ୍ବନ୍ଧ କୁଣ୍ଡଳୀର ବୃହସ୍ପତିରୁ ବିଶ୍ୱାସ କରାଯାଏ ।
ଅନ୍ୟାନ୍ୟ ଅଟୋଇମ୍ମ୍ୟୁନ୍ ରୋଗ ଯଥା:- ମଧୁମେହ ଟାଇପ ୧, ଥାଇରଏଡ ପ୍ରଦାହ ଏହି ରୋଗ ସହିତ ଥାଇପାରେ ।
diabetes's Usage Examples:
Diabetes: Early research suggests when a specific gymnema extract (GS4) is taken orally along with insulin or diabetes medications, blood sugar reduction in people with type 1 or type 2 diabetes is enhanced.
High blood concentrations of uric acid can lead to gout and are associated with other medical conditions, including diabetes and.
The Mexican Genome Project was initiated by Calderón's administration in part as a response to the swine flu outbreak and to safeguard the discovering of genetic markers that will better target and assist Mexico's 100+ million people in regards to prevention and treatment of diseases and other health concerns such as diabetes.
This may be caused by high blood pressure, smoking, diabetes mellitus, lack of exercise, obesity, high blood cholesterol.
These include diabetes, fetal macrosomia, and maternal obesity.
diabetes can be distinguished from type 2 by testing for the presence of autoantibodies.
causing deafness are rare: MT-TL1 mutations cause MIDD (Maternally inherited deafness and diabetes) and other conditions which may include deafness as part.
caused by gestational diabetes, postterm pregnancy, genetic factors, and multiparity.
On February 14, 2013, the media reported that Tim Dog died of complications from diabetes.
liver failure, cirrhosis, diabetes mellitus, congestive heart failure, hyperthyroidism, or malnutrition.
)On November 14, 2007, the FDA added a boxed warning to the diabetes medication Avandia (rosiglitazone), citing the risk of [failure] or [attack] to patients with underlying [disease], or are at a high [attack] risk.
hypophysis extracts and the decrease in diabetes severity with anterior hypophysectomy.
Synonyms:
polygenic disease, polygenic disorder, DM, polydipsia, diabetes mellitus, diabetes insipidus, polyuria,