<< diabetic retinopathy diablerie >>

diabetics Meaning in Odia (Oriya). ( diabetics ଶବ୍ଦର ଓଡିଆ ଅର୍ଥ)



ମଧୁମେହ ରୋଗୀ,

Noun:

ମଧୁମେହ ରୋଗୀ |,

Adjective:

ମଧୁମେହ,

diabetics తెలుగు అర్థానికి ఉదాహరణ:

| ଆଧାର |ବଡ଼ ବିଡ଼ାଳ ଏନପିଏଚ ଇନସୁଲିନ (ଇଂରାଜୀ ଭାଷାରେ NPH insulin, ବା ଆଇସୋଫେନ ଇନସୁଲିନ/ isophane insulin) ଏକ ମଧ୍ୟମ କାର୍ଯ୍ୟକାରୀ ଇନସୁଲିନ (intermediate–acting insulin) ଯାହା ମଧୁମେହ ରୋଗୀଙ୍କର ରକ୍ତ ଶର୍କରା (blood sugar level) ସ୍ତର ନିୟନ୍ତ୍ରଣ କରିବାକୁ ଦିଆଯାଏ ।

ଏହା ନିରବ ଲକ୍ଷଣ ମୂଖ୍ୟତଃ ମଧୁମେହ ରୋଗୀଙ୍କର, ଅଧିକ ବୟସର ରୋଗୀଙ୍କର ଓ ହୃତ୍‌ପିଣ୍ଡ ପ୍ରତିରୋପିତ ହୋଇଥିବା ରୋଗୀଙ୍କର ଦେଖାଯାଏ ।

|ଏହାର କାରଣ: ପାଦ ମୋଡ଼ିହେଲେ, ଯେପରିକି କ୍ରୀଡାରେ, ଖେଳିବା ସମୟରେ, କିମ୍ବା ଉଚ୍ଚତାରୁ ଖସିଯିବା ପରି ଅଧିକ ଗୁରୁତର ଆଘାତରେ ହୁଏ | ସାଧାରଣତଃ ଏହାର ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ନଥାଏ, ଯଦିଓ ମଧୁମେହ ରୋଗୀ ଅଧିକ ପ୍ରଭାବିତ ହୁଅନ୍ତି | ଓଜନ ଉଠେଇଲା ବେଳର ରଞ୍ଜନରଶ୍ମି ବା ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ ।

ତେଣୁ ଏହାକୁ କଠିନ ପରିଶ୍ରମ ଯୁକ୍ତ ବ୍ୟାୟାମ କରିବା ପୂର୍ବରୁ ବା ପରେ ଖିଆଯାଇପାରିବ ନିୟମିତ ସେବନଦ୍ୱାରା ଆଲର୍ଜିର ପ୍ରଭାବ ମଧ୍ୟ କମିଯାଏ ମଧୁମେହ ରୋଗୀ ମାନେ ଏହାକୁ ଚିନି ଯାଗାରେ ବ୍ୟବହାର କରି ପାରିବେ ପ୍ରତିଦିନ ମହୁ ଖାଇବାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ।

ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତ‌ଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର ।

|ମଧୁମେହ ରୋଗୀ ନିୟମିତ ତ୍ରିଫଳା ସେବନ କଲେ ସେମାନ‌ଙ୍କ ଶର୍କରା ନିୟନ୍ତ୍ରଣରେ ରହିଥାଏ ।

ମଧୁମେହ ରୋଗୀଙ୍କ ମଧ୍ୟରୁ ୫%ରୁ ୨୫% ଜଣଙ୍କର ଯେ କୌଣସି ସମୟରେ ହୋଇପାରେ | ସାଧାରଣତଃ ୪୫ ବର୍ଷ ବୟସ ପରେ ଲୋକଙ୍କର ଏହି ରୋଗ ହୁଏ ।

ସମୁଦାୟ ମଧୁମେହ ରୋଗୀଙ୍କ ମଧ୍ୟରୁ ୯୦% ଏହି ଧରଣର ରୋଗୀ ଓ ବାକି ୧୦% ପ୍ରାଥମିକ ଡାଏବେଟିସ ଟାଇପ ୧ ଓ ଗର୍ଭ ଡାଏବେଟିସ ଧରଣର ରୋଗୀ ।

diabetics's Usage Examples:

Experts advise diabetics to maintain blood sugar level close to normal.


It is prevalent among diabetics and the obese, and in warm climates; it is worsened by wearing occlusive.


"Google contact lens could help diabetics track glucose".


is prevalent among diabetics and the obese, and in warm climates; it is worsened by wearing occlusive clothing.


The advantage is that, for diabetics with a regular lifestyle, the regime is less intrusive than the intensive.


The substance was tested as a sweetening agent for diabetics in 1933.


as a cure-all for all diabetics, but specifically as a treatment that was "not an oral insulin" and "did not work in all diabetics".


Only about one-third of type 2 diabetics in India are overweight or obese.


Charcot foot, the neuropathic breakdown of the feet seen primarily in diabetics, can also leave bone spurs that may then become symptomatic.


Her parents, who are divorced, are both diabetics, and her mother had a heart attack when Kerr was in the ninth grade.


Charcot foot, the neuropathic breakdown of the feet seen primarily in diabetics, can also leave bone spurs that may then become symptomatic.


Most diabetics know when they are going to "go hypo" and usually are able to eat some.


It is more likely to occur in diabetics, alcoholics, or those who are immunocompromised.



Synonyms:

sick person, sufferer, diseased person,

Antonyms:

pleased, unalarming, sane, keep down,

diabetics's Meaning in Other Sites