despatcher Meaning in Odia (Oriya). ( despatcher ଶବ୍ଦର ଓଡିଆ ଅର୍ଥ)
ପ୍ରେରକ,
Noun:
ପ୍ରେରକ,
People Also Search:
despatchesdespatching
desperado
desperadoes
desperados
desperate
desperate criminal
desperate measure
desperately
desperation
desperations
despicability
despicable
despicableness
despicably
despatcher తెలుగు అర్థానికి ఉదాహరణ:
ବିବର୍ତ୍ତନ ପ୍ରକ୍ରିୟାରେ ୟୁରିକେଜ (Uricase) ନାମକ ଏକ ଉତ୍ପ୍ରେରକ (enzyme)ର କ୍ଷୟ ବା ନାଶ ହୋଇ ପଶୁ ଜଗତର ଉଚ୍ଚ ବର୍ଗ ଯଥା ମଣିଷ ଓ ହନୁ ବର୍ଗରେ ଏହି ରୋଗ ଡଖାଯାଉଛି ।
ମଧ୍ୟମସ୍ତିଷ୍କରେ (midbrain) ଥିବା ସବସ୍ଟାନ୍ସିଆ ନାଇଗ୍ରାରେ (substantia nigra) ଜୀବକୋଷମାନଙ୍କ ମୃତ୍ୟୁ ହେଲେ ଏହି ରୋଗରେ ମଟର (ପ୍ରେରକ ସ୍ନାୟୁ) ଲକ୍ଷଣ ଦେଖାଯାଏ ।
ନ୍ୟୁରୋଟ୍ରାନ୍ସମିଟର ହେଉଛି ଏକ ରାସାୟନିକ ଦ୍ରବ୍ୟ, ଯାହା ସ୍ନାୟୁଗୁଡ଼ିକ ମଧ୍ୟରେ ପ୍ରେରକ କାର୍ଯ୍ୟ କରେ ।
|ଇ-ମେଲ୍ ସନ୍ଦେଶର ପ୍ରେରକମାନଙ୍କୁ ସନ୍ଦେଶ ପଠାଇବା ପାଇଁ ଅଳ୍ପ କିଛି ମୂଲ୍ୟ ଦେବାକୁ ପଡ଼ୁଥିଲେ ଏପରି ପରିସ୍ଥିତି ସୃଷ୍ଟି ହେବନାହିଁ ।
ଏହି ୟୁରିକେଜ ଉତ୍ପ୍ରେରକ ୟୁରିକ ଏସିଡ ଭାଙ୍ଗିବାରେ ସାହାଯ୍ୟ କରିଥାଏ ।
|ପ୍ରିଗାବାଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ମୁଣ୍ଡ ଓଜନିଆ (dizziness), ନିଦ୍ରାଳୁ ଭାବ (, ଦ୍ୱନ୍ଦ୍ୱ, କମ ସ୍ମରଣ ଶକ୍ତି, ମୋଟର ବା ପ୍ରେରକ ଅନିୟନ୍ତ୍ରଣ, ଶୁଷ୍କ ପାଟି, ଦୃଷ୍ଟି ସମସ୍ୟା ଓ ଓଜନ ବୃଦ୍ଧି ହୋଇପାରେ ।
Neurotransmitter ହେଉଛି ଏକ ରାସୟନିକ ଦ୍ରବ୍ୟ, ଯାହାକି ସ୍ନାୟୁଗୁଡିକ ମଧ୍ୟରେ ପ୍ରେରକ ଭାବେ କାର୍ଯ୍ୟ କରେ ।
despatcher's Usage Examples:
[page needed] In this period the line was operated by train despatcher (rather than by a train staff system) until the late 1880s.
lives of those who perished: Mr John Connolly, who was not in his post as despatcher in the control room of the terminal.
was carrying 6 crew, 40 Belgian Army para commandos and one Congolese despatcher.
considered sympathetic to an independent union or simply disliked by the despatcher, making the allocation of work a punitive mechanism and the job itself.
Lordan appeared in TV comedy drama Minder as Trish, a despatcher, Gimme Gimme Gimme as Linda La Hughes"s Eurovision-singing sister Sugar.
While working as a despatcher for Mosers, Spratt was one of 35 people killed in a V-2 rocket attack.
Parachute Regiment, TA On the 14th May 1961 Sergeant Small was on duty as a despatcher during Parachute Training from a balloon at the RAF Station Hornchurch.
On each division there is an officer called train despatcher, whose duty it is to keep constantly before him a memorandum of the position.
remembrancer, memorator, rememorator, registrar, keeper of the register, despatcher of business.