<< despatches desperado >>

despatching Meaning in Odia (Oriya). ( despatching ଶବ୍ଦର ଓଡିଆ ଅର୍ଥ)



ପଠାଇବା,

ପ୍ରସାରଣ,

despatching తెలుగు అర్థానికి ఉదాహరణ:

ବୈଷୟିକ ଦୃଷ୍ଟିରୁ ଏହି ଅଭିଯାନ ଏକ ସଫଳ ଅଭିଯାନ ଥିଲା ଯାହାକି ପରବର୍ତ୍ତୀ ସମୟରେ ବୈଜ୍ଞାନିକଙ୍କ ମନରେ ଆପୋଲୋ-୮କୁ ଚନ୍ଦ୍ରର କକ୍ଷ ପଥକୁ ପଠାଇବାର ବିଶ୍ୱାସ ଜନ୍ମାଇପାରିଥିଲା ।

ଏ ରାକ୍ଷସର ଦୌରାତ୍ମ୍ୟରୁ ରକ୍ଷା ପାଇବା ନିମନ୍ତେ ଏକଚକ୍ରା ଗ୍ରାମବାସୀମାନେ ତାହା ନିକଟକୁ ପ୍ରତିଦିନ ତାହାର ଭୋଜନାର୍ଥ ପ୍ରଚୁର ଖାଦ୍ୟ ଦ୍ରବ୍ୟ ସହ ଜଣେ ମନୁଷ୍ୟକୁ ପଠାଇବାପାଇଁ ତା ସଙ୍ଗେ ଜବାବ କରି ସେହି ଅନୁସାରେ ପ୍ରତିଦିନ ପାଳି କରି ଗୋଟିଏ ଲୋକକୁ ପଠାଉ ଥିଲେ ।

| ରିଲେ ||ପ୍ରଥମେ ମୋର୍ସ କେବଳ ଅଳ୍ପଦୂରକୁ (ଅଳ୍ପ କେତେ ଶହ ୟାର୍ଡ) ଟେଲିଗ୍ରାଫିକ ସଙ୍କେତ ପଠାଇବାରେ ସଫଳ ହୋଇଥିଲେ।

କୀଚକ, ରାଣୀ ସୁଦେଷ୍ଣାଙ୍କୁ ମାଳିନୀଙ୍କ ପ୍ରତି ଥିବା ଦୁର୍ବଳତା ବିଷୟରେ ପ୍ରକାଶ କରିଥିଲେ ଏବଂ ତାଙ୍କ ପାଇଁ ମଦ୍ୟ ପରଷିବାକୁ ସୈରୀନ୍ଧ୍ରୀଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ ।

ସେମାନେ ହିଁ ମୁନ୍ନାକୁ ମାରି ରାଜେଶକୁ ଜେଲ‌କୁ ପଠାଇବାକୁ ଚାହୁଁଥିଲେ ।

ସୁସ୍ୱାଦୁ ପିଠା ସହ ବନ୍ଧୁବାନ୍ଧବଙ୍କ ଘରକୁ ଅବିର ପଠାଇବା ସେଦିନ ଗୋପାଳ ଘରର ଏକ ଚଳଣି ।

ଭୂମିକମ୍ପ ପରେ ଏହି ରୋଗ ସଙ୍କଟ ଏକ ଉଲ୍ଲେଖନୀୟ ସମସ୍ୟା ସୃଷ୍ଟି କରେ, ଏଣୁ ଏ ଆପଦ ସମୟରେ ରିଲିଫ ସ‌ହିତ ଏହି ରୋଗ ବିଷୟରେ ସବିଶେଷ ଜ୍ଞାନ ଥିବା ଚିକିତ୍ସକଙ୍କୁ ଉପ‌ଯୁକ୍ତ ଉପକରଣ ସ‌ହିତ ଚିକିତ୍ସା କରିବା ନିମନ୍ତେ ପଠାଇବା ଆବଶ୍ୟକ ହୁଏ ।

ବୁଢ଼ୀ ଜେଜେମା ଏହାର ଘୋର ବିରୋଧ କରିଥିଲେ ମଧ୍ୟ ପିତ ଶ୍ୟାମବନ୍ଧୁ ବହୁ କଷ୍ଟରେ ରେବତୀକୁ ଗାଆଁ ମାଇନର ସ୍କୁଲକୁ ପଠାଇବାକୁ ରାଜି ହୋଇଥିଲେ ।

|ଆଧାର କାର୍ଡ଼ ଜନିତ ପଞ୍ଜୀକରଣ କରି ୯୦ ଦିନ ମଧ୍ୟରେ ଏନପିଏସ ଫର୍ମକୁ ବ୍ୟାଙ୍କଦ୍ୱାରା ବା ଡାକ ଯୋଗେ ଏନପିଏସ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼େ ।

ସେହିଦିନଠାରୁ, ପ୍ରତିଦିନ ମହାରଜାଙ୍କଦ୍ୱାରା ଦାସିଆ ଘରକୁ ଖାଦ୍ୟ ପଠାଇବାର ବ୍ୟବସ୍ଥା କରାଗଲା ।

ଅତଏବ କୋଭିଡ-୧୯ ପରୀକ୍ଷା ପାଇଁ ଇଚ୍ଛୁକ କୌଣସି ଘରୋଇ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାଙ୍କୁ ନିଶ୍ଚିତ ଭାବରେ ସେମାନଙ୍କ ପରୀକ୍ଷା ନମୁନା ରାଜ୍ୟ ଆଇଡିଏସପି ୟୁନିଟ୍ ମାଧ୍ୟମରେ ପଠାଇବାକୁ ପଡ଼ିବ ।

୧୮୫୨ରେ ଇଂରେଜ ସରକାର ପଞ୍ଜାବ ଜୟକରି କୋହିନୂରକୁ ଲଣ୍ଡନ ପଠାଇବା ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହେବାର ପ୍ରଶ୍ନ ନ ଥିଲା ।

|ଇ-ମେଲ୍ ସନ୍ଦେଶର ପ୍ରେରକମାନଙ୍କୁ ସନ୍ଦେଶ ପଠାଇବା ପାଇଁ ଅଳ୍ପ କିଛି ମୂଲ୍ୟ ଦେବାକୁ ପଡ଼ୁଥିଲେ ଏପରି ପରିସ୍ଥିତି ସୃଷ୍ଟି ହେବନାହିଁ ।

despatching's Usage Examples:

quickly brought to an end after the Federation took over the duties of despatching work gangs from the union and refused to negotiate with the union, the.


After despatching former champion and local hero Ong Beng Hee in the semis, the third-seeded.


in Kerala, India, that promotes the old fashioned way of printing and despatching by post.


When violence broke out in the Merthyr Rising of 1831, Bute led the government response from Cardiff Castle, despatching military forces, deploying spies and keeping Whitehall informed throughout.


Police and between the police and the public " other forces, and for the despatching of police to incidents.


He collected plants in Jamaica, Cuba, Venezuela, and Vera Cruz, despatching seeds and plants to Philip Miller, head gardener at the Chelsea Physic.


Richard Cobden made a scathing attack on Dalhousie for despatching a naval commodore to negotiate (gunboat diplomacy) and for raising the.


their area, maintain order and morale, and in procuring, training and despatching recruits to the field army.


But now, after the victory, I see that you have your own style of despatching the troops.


increased the strength of the detachments with the Ottoman troops by despatching a second expedition, "Pasha II" under Major General Werner von Frankenberg.


Rising of 1831, Bute led the government response from Cardiff Castle, despatching military forces, deploying spies and keeping Whitehall informed throughout.


He is also responsible for despatching Royal Standards to places the Monarch is visiting at home or abroad.


final again in 1989, but Shamrocks got revenge for the 1987 defeat, despatching Glenmore with a score 2-11 to 1-13.



Synonyms:

send, ship, send off, route, bundle off, transport, dispatch,

Antonyms:

be born, inactive, birth, appearance, disembarkation,

despatching's Meaning in Other Sites