<< designation designations >>

designational Meaning in Odia (Oriya). ( designational ଶବ୍ଦର ଓଡିଆ ଅର୍ଥ)



ନାମକରଣ,

Noun:

ଆଖ୍ୟା, ସଂଜ୍ଞା,

designational తెలుగు అర్థానికి ఉదాహరణ:

| ଆଧାର |ଜନନକ୍ଷମତା|ମାନବ ପ୍ରଜନନ|ଯୌନବିଦ୍ୟା|ଯୌନତା ସନ୍ତୋଷ ଟ୍ରଫି ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା ସନ୍ତୋଷର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହୋଇଛି।

| ନାମକରଣ |ବଂଶଧାରାର ନାମକରଣରୁ ଏହାର ଉତ୍ପତ୍ତିସ୍ଥଳ ବିଷୟରେ ଅନୁମାନ କରାଯାଏ ।

|ଇତିହାସ| ନମକାରଣ |ଏଲ୍‌ୱକିୟରିଅ (Alwalkeria) ଡାଇନୋସରକୁ ପୂର୍ବରୁ ୱକେରିଆ (Walkeria) ଭାବେ ନାମକରଣ କରାଯାଇଥିଲା କିନ୍ତୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ (International Code of Zoological Nomenclature) ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।

| ବିଶେଷତ୍ୱ |ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ ।

| ନାମକରଣ |ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରୁ ଇଂରାଜୀ ଶବ୍ଦାବଳୀରେ ମୁର୍-ହେନ୍ ନାମର ପ୍ରଚଳନ ଦେଖିବାକୁ ମିଳେ ।

ଏହାର ନାମକରଣ ଜେମ୍‌ସ ଜୋସେଫ୍  ସିଲ୍‌ଭିଷ୍ଟର୍‌‌ଙ୍କ (James Joseph Sylvester) ନାମ ଅନୁସାରେ ହୋଇଛି ।

ଏହି ନିଉଫା‌ଣ୍ଡଲାଣ୍ଡ କୁକୁରକୁ ପରେ ଲାବ୍ରାଡର ନାମକରଣ କରାଗଲା ଯାହାକୁ ଜେମସ୍ ହାରିସ (2nd Earl of Malmesbury) ପାଳନ କରି ୱାଟରଫାଉଲ ଶିକାର (waterfowling) ନିମନ୍ତେ ଦକ୍ଷ କରିଥିଲେ ।

କାଠିଆବାଡରୁ ଆସି ମୁସଲିମ ବହୂଳ ସିନ୍ଧ ପ୍ରଦେଶରେ ରହିଥିବାରୁ ଜିନ୍ନା ଓ ତାଙ୍କ ଭାଇ ତଥା ଭଉଣୀଙ୍କ ନାମ ମୁସଲିମ ନାମକରଣ ହୋଇଛି ।

ଅଖନୁର ଇଲାକାର ଜଣେ ଧାର୍ମିକ ବ୍ୟକ୍ତି 'ବାବା ରୋଟି ରାମ ମଜ‌ଜୁବ' ତାଙ୍କର ପ୍ରଥମ ନାମ ମଲିକା ନାମକରଣ କରିଥିଲେ ଓ ତାଙ୍କର ବ୍ୟବସାୟୀକ ଗାୟିକା ଓ ନର୍ତ୍ତକୀ ମାଇଁ ତାଙ୍କର ପୁଖରାଜ (Yellow Sapphire) ନାମକରଣ କରିଥିଲେ ।

ଫରାସୀ ସ୍ନାୟୁବିଜ୍ଞାନ ବିଶେଷଜ୍ଞ ଜର୍ଜ ଗୁଲେନ (Georges Guillain) ଓ ଜିନ ଆଲେକଜାଣ୍ଡର ବାରେଙ୍କ (Jean Alexandre Barré) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଆଣ୍ଡ୍ରେ ସ୍ଟ୍ରୋଲଙ୍କ ସ‌ହ ମିଶି ସନ ୧୯୧୬ରେ ଏହାର ବର୍ଣ୍ଣନା କରିଥିଲେ ।

ସେ ନିଜର ସିଂହ ମୁଣ୍ଡ ଓ ମାନବୀ ଦେହ ଥାଇ ଦେଖାଦେବାରୁ ତାଙ୍କର ଏହି ନାମକରଣ କରାଯାଇଥିଲା ।

ଏହା ସାର ଆଶୁତୋଷ ମୁଖାର୍ଜୀଙ୍କ ନାମାନୁସାରେ ନାମକରଣ ହୋଇଛି ।

ପରବର୍ତ୍ତୀ ସମୟରେ ପୂର୍ବ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ, ଅଷ୍ଟ୍ରେଲୀୟ ଅଞ୍ଚଳ, ଆଟ୍‍ଲାଣ୍ଟିକ୍ ମହାସାଗରୀୟ ଓ ଭାରତୀୟ ମହାସାଗରୀୟ ବାତ୍ୟାମାନଙ୍କ ପାଇଁ ନାମକରଣ ପଦ୍ଧତି ସ୍ଥିରୀକୃତ ହେଲା ଏବଂ ବାତ୍ୟାମାନଙ୍କ ନାମ ତାଲିକା ପ୍ରକାଶ କରାଗଲା ।

designational's Usage Examples:

base of the economy of the town and today the village retains that designational fruit of its historical economic activity.


The SADS was a designational of the 4624th Air Defense Wing which was activated at Syracuse ADS on.



designational's Meaning in Other Sites