<< designating designational >>

designation Meaning in Odia (Oriya). ( designation ଶବ୍ଦର ଓଡିଆ ଅର୍ଥ)



ପଦବୀ,

Noun:

ଆଖ୍ୟା, ସଂଜ୍ଞା,

designation తెలుగు అర్థానికి ఉదాహరణ:

ପଦବୀ ଓ ଦାୟିତ୍ୱ ଅନୁଯାୟୀ ଅଧିକାରୀମାନଙ୍କ ମୂର୍ତ୍ତି ପଂକ୍ତିରେ ରହିଥିଲେ ।

| ଆଧାର ରବର୍ଟ ମୁଗାବେ ବା ରବର୍ଟ ଗାବ୍ରିଏଲ ମୁଗାବେ (ଇଂରାଜୀ ଭାଷାରେ Robert Mugabe or Robert Gabriel Mugabe (; ୨୧ ଫେବୃଆରୀ ୧୯୨୪ – ୬ ସେପ୍ଟେମ୍ବର ୨୦୧୯)) ଜିମ୍ବାୱେର ବିପ୍ଲବୀ ଓ ରାଜନୀତିଜ୍ଞ ଥିଲେ ଯିଏ ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଜିମ୍ବାୱେର ସଭାପତି ବା ପ୍ରେସିଡେଣ୍ଟ ପଦବୀରେ ଅଭିଷିକ୍ତ ହୋଇଥିଲେ ।

| ସଂକ୍ଷିପ୍ତ ଜୀବନୀ |ଓଡ଼ିଶାରେ ଜନ୍ମିତ ସରୋଜ ରାଜ ଚୌଧୁରୀ ଓଡ଼ିଶା ସରକାରଙ୍କ ବନ ଅଧିକାରୀ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଭାବରେ ପଦବୀରେ ଅବସ୍ଥାପିତ ହୋଇଥିଲେ ।

ସେ ବ୍ୟାଙ୍କରେ ତାଙ୍କର ୩୬ ବର୍ଷର ଚାକିରୀ ଜୀବନରେ ବିଭିନ୍ନ ପଦବୀରେ ଅଛନ୍ତି, ଯଥା: ବିଦେଶ ଦେଣନେଣ, ଅର୍ଥ, ରିଟେଲ୍ ଅପରେସନ୍, ମାନବ ସମ୍ବଳ ଓ ଜମା ବ୍ୟାଙ୍କିଙ୍ଗ୍ ।

| ପରବର୍ତ୍ତୀ ଘଟଣାକ୍ରମ |ମହାଭିଯୋଗ ସଂସଦରେ ପାରିତ ହେବା ପରେ ବନ୍ଦରନାଇକେ ସୂଚନା ଦେଲେ ଯେ ସୁପ୍ରିମକୋର୍ଟ ପିସିସିକୁ ଅସାମ୍ବିଧାନିକ ଘୋଷଣା କରିଥିବା ହେତୁ ସେ ପଦବୀରୁ ହଟିବେ ନାହିଁ ।

ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ ।

୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।

ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।

|ଦାସଙ୍କ ଛାତ୍ରମାନେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲୋକ ସଭାର ବାଚସ୍ପତି, ଲେଖକ, କଳାକାର, ବୈଜ୍ଞାନିକ, ଆର୍ମି ଜେନେରାଲ ଆଦି ବିଭିନ୍ନ ପଦପଦବୀ ମଣ୍ଡନ କରିଛନ୍ତି ।

ସନ ୨୦୦୯ରେ ସେ ଦଳ ବଦଳ କରି ପାକିସ୍ଥାନ ପିଓପ୍ଲ ପାର୍ଟିରେ ଯୋଗ ଦେଇ ରିଲେକସନରେ ଜିତିବା ପରେ ବିତ୍ତ ଓ ଅର୍ଥନୀତି ମାମଲାର ମନ୍ତ୍ରୀ (Minister of State for Finance and Economic Affairs) ପଦବୀ ଅଳଙ୍କୃତ କରିଥିଲେ ଓ ସେହି ବର୍ଷ ସେ ପ୍ରଥମ ମହିଳା ଭାବରେ ଜାତୀୟ ବଜେଟ[୫] ଉପସ୍ଥାପନ କରିଥିଲେ ।

କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା ।

ହେଲେ ସେ ଯୋଗଦାନ କରିବାର କିଛିଦିନ ପରେ ତାଙ୍କ ପଦବୀଟି ଉଚ୍ଛେଦ ହେଇଗଲା ।

designation's Usage Examples:

The designations of the three constituents as Delta Capricorni A, B and C, and those of A's components – Delta Capricorni Aa and Ab – derive from the convention used by the Washington Multiplicity Catalog (WMC) for multiple star systems, and adopted by the International Astronomical Union (IAU).


originally a designation given to ships in the Age of Sail and immediately afterward that navies used to stow supplies and other goods for naval purposes.


The band name Troopers is based on the term troops, the designation Frost used in the film to refer to his friends and followers.


designation awarded by the Texas Historical Commission for historically and architecturally significant properties in the U.


HistoryConstruction and designationThe origins of NY"nbsp;590 date back to the start of the 1950s when work first began on the Sea Breeze Expressway, a part-divided highway, part limited-access highway that extended from Rochester north to the Lake Ontario shoreline at Sea Breeze.


K 44: German 128"nbsp;mm gunKwK 36: German 88"nbsp;mm tank gunKwK 38(t): German designation of Skoda A7, used on the Panzer 38(t)KwK 42: German 75"nbsp;mm tank gunKwK 43 L71: German long-barrel 88"nbsp;mm tank gunLance Grenades de 50 mm modèle 37Land Mattress: British 32 tube 76.


Transition rules, for example in engineering, or European Union directives like directive 2005/36/EC grant certain limited groups with other kinds of related qualifications to also use the designation Diplom.


Nomenclature β Cancri (Latinised to Beta Cancri) is the star's Bayer designation.


HistoryPrevious designationM-63 originally ran from Peacock in Lake County west through Luther to M-13 (later US"nbsp;131) in Osceola County on July 1, 1919.


Two privies, which share the historic designation, are located to the north of the.


The Regional designations of Montana vary widely within the U.


Besides describing the first operational Soviet/Russian shuttle orbiter, "Buran" was also the designation for the entire Soviet/Russian.


The entire canyon sits on lands administered by the Bureau of Land Management and has been proposed for wilderness designation under the provisions of the 1964 Wilderness Act.



Synonyms:

appellation, form of address, nickname, street name, name, title, title of respect, sobriquet, appellative, byname, moniker, denomination, soubriquet, cognomen,

Antonyms:

acknowledged, unacknowledged, disapproval, irresoluteness, middle,

designation's Meaning in Other Sites