<< deserves deservingly >>

deserving Meaning in Odia (Oriya). ( deserving ଶବ୍ଦର ଓଡିଆ ଅର୍ଥ)



ଉପଯୁକ୍ତ, ଯୋଗ୍ୟ, ଆର,

Adjective:

ଉପଯୁକ୍ତ, ଯୋଗ୍ୟ, ଆର,

deserving తెలుగు అర్థానికి ఉదాహరణ:

| କଚ୍ଛପ ଜନ୍ମସ୍ଥାନ |ଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି ।

ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି ।

|ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ଆଇସିଟି ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ପୂର୍ଣ୍ଣ ସମୟ କମ୍ପ୍ୟୁଟର ଶିକ୍ଷକ ରହିବେ ||ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଉନ୍ନତିର ଉପଯୁକ୍ତ ମାନ ଓ ଗତି ବଜାୟ ରଖିବା ଓ ଏହାଦ୍ୱାରା ନିକଟସ୍ଥ ସ୍କୁଲଗୁଡିକ ମଧ୍ୟ ଲାଭ ପାଇବେ ।

ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି କୁହାଯାଇଛି ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ ।

ଏହା ବଣଭୋଜି ପାଁଇ ମଧ୍ୟ ଏହା ଏକ ଉପଯୁକ୍ତ ସ୍ଥାନ।

ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ ।

|ଧାରା ୧୭(ଖ) ଅନୁସାରେ ରାଜ୍ୟ ବୋର୍ଡ ବାୟୁ ପ୍ରଦୂଷଣ ନିବାରଣ, ନିୟନ୍ଟ୍ରଣ ନିମିତ୍ତ ଯେ କୌଣସି ବିଷୟରେ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପରାମର୍ସ ହେବେ ।

ଅନ୍ୟ ପ୍ରକାରର ଭୁତାଣୁ ହେପାଟାଇଟିସ୍ ମଧ୍ୟରେ ଏ, ବି, ସି, ଡି ଏବଂ ଏକ୍ସ ଅନ୍ତର୍ଭୁକ୍ତ ହୋଇପାରେ ||ବିଶୁଦ୍ଧ ଜଳ ବ୍ୟବ‌ହାର ଏବଂ ଉପଯୁକ୍ତ ଶୌଚାଳୟ ବ୍ୟବହାର କରି ଏହି ରୋଗ ପ୍ରତିରୋଧ କରିହୁଏ | ଏଚଇଭି ଟିକା (HEV 239) ଦେଇ ରୋଗ ରୋକିବାକୁ ଚୀନ ଦେଶରେ ଉପଲବ୍ଧ ହେଉଛି ।

ବାର୍ଷିକ ୧୫.୫ କୋଟି ୟୁରୋର ଏହି ବହୁମୂଲ୍ୟ ବ୍ୟାବସାୟିକ ଚୁକ୍ତି ଅନୁସାରେ ବାର୍ସେଲୋନା ଦଳ ଲା ଲିଗାରେ ଯୋଗ୍ୟତା ହାସଲ କରିବାରେ ବିଫଳ ହେଲେ କିମ୍ବା କୌଣସି ବର୍ଷ ୟୁରୋପୀୟ ପ୍ରତିଯୋଗିତା ଖେଳିବାକୁ ଅସମର୍ଥ ହେଲେ ବାର୍ସେଲୋନା କ୍ଲବ୍ ନାଇକି କମ୍ପାନୀକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେବ ।

|ମାନସିକ ରୋଗୀ ଚିକିତ୍ସାଳୟରେ ଚିକିତ୍ସିତ କୌଣସି ମାନସିକ ଅନଗ୍ରସର ବ୍ୟକ୍ତିର କୌଣସି ଆଇନଗତ ସହାୟତା ଆବଶ୍ୟକ ହେଉଥିଲେ, ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାନ ବିହିତ ପଦକ୍ଷେପ ନେଇ ତାଙ୍କୁ ଉପଯୁକ୍ତ ଆଇନ ସାହୟତା ଯୋଗାଇଥାନ୍ତି ।

" ଆଖ୍ୟା ବ୍ୟବହାର କରିବା ସେମାନଙ୍କ ପାଇଁ ଉପଯୁକ୍ତ ବିବେଚନା କରାଯାଏ ନାହିଁ | ସେମାନଙ୍କ ନାମ ପୂର୍ବରୁ।

|ଉପଯୁକ୍ତ ଦରକାରୀ ବ୍ୟକ୍ତିକୁ ଯେଭଳି ଏ ସୁବିଧା ପହଞ୍ଚିପାରିବ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ସୀମା ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ କରିବାର କ୍ଷମତା ପ୍ରଦାନ କରାଯାଇଛି ।

୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।

deserving's Usage Examples:

Articles in the magazine mythologize the regime"s leaders, while often blaming the victims as deserving what.


I found that he was being accused about questions of their law, but charged with nothing deserving death or imprisonment.


gratification, materialism, goals, and opinions that a cynic perceives as vain, unobtainable, or ultimately meaningless and therefore deserving of ridicule or admonishment.


Ashraya Charitable Trust formed by Sri Sudhakar M Shetty of Mulladka GuruPrasad House, is conducting nursery classes for the deserving children free of cost.


—although they later apologized for the suggestion that she wasn't a deserving winner.


One and League Two, as well as the women"s FA WSL, who are seen to be deserving of being named in a "Team of the Year".


"The Bears will deservingly be well-represented at the 2019 Pro Bowl".


His invite drew significant criticism, with many players believing that there were other Asian golfers more deserving of a place in the Augusta field.


avant-garde masterpiece", and described Florey as "one of the most undeservingly neglected B film auteurs".


Five years since it was founded, the band deservingly became the leader of the scene.


Cloak Thou our undeserving, Make firm the shuddering breath, In silence and unswerving To taste Thy lesser death! Ah, Mary.


In the aftermath, Valens cruelly revenged the revolt on Procopius" adherents, deserving him the execration of a tyrant.



Synonyms:

worthy, worth,

Antonyms:

worthlessness, demerit, unworthy,

deserving's Meaning in Other Sites