depictures Meaning in Odia (Oriya). ( depictures ଶବ୍ଦର ଓଡିଆ ଅର୍ଥ)
ଚିତ୍ରଗୁଡ଼ିକ,
ପ୍ରତିଛବିଗୁଡିକ,
Noun:
ଛବିଗୁଡିକ,
People Also Search:
depicturingdepilate
depilated
depilates
depilating
depilation
depilations
depilator
depilatories
depilators
depilatory
deplane
deplaned
deplanes
deplaning
depictures తెలుగు అర్థానికి ఉదాహరణ:
ଏହି ଚଳଚ୍ଚିତ୍ରଗୁଡ଼ିକ ପଞ୍ଜାବୀ ଚଳଚ୍ଚିତ୍ରର ମାନ ବଢ଼ାଇଥିଲା ଓ ପଞ୍ଜାବୀ ଚଳଚ୍ଚିତ୍ରକୁ ପରବର୍ତ୍ତୀ ସ୍ତରକୁ ନେଇଯାଇଥିଲା ।
ଅଜନ୍ତାର ଚିତ୍ରଗୁଡ଼ିକରେ ପାରମ୍ପରିକ ଶୈଳୀ, ନିଖୁଣତା, ସୌକୁମାର୍ଯ୍ୟ, ରାଜକୀୟ ଠାଣି, ଶାରୀରିକ ସୌନ୍ଦର୍ଯ୍ୟ, ଯୌନୋଦ୍ଦୀପକତା ଆଦି ଦେଖିବାକୁ ମିଳେ ।
ତାଙ୍କ ନିର୍ଦ୍ଦେଶିତ ଅନ୍ୟ କଥାଚିତ୍ରଗୁଡ଼ିକ ହେଲା: ଭଙ୍ଗା ସିଲଟ, ପାଉଁଜି, ଦେବକୀ ଓ ତଥାପି ।
ସମ୍ଭବତ ଏହି ଚିତ୍ରଗୁଡ଼ିକ କାନ୍ଥବାଡ଼ରେ କରାଯାଉଥିବାରୁ ଏହାକୁ "ଭିତ୍ତି" ଚିତ୍ର କୁହାଯାଉଥିଲା ।
ଦୀପିକାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ବାଜିରାଓ ମସ୍ତାନୀ, ପିକୁ, ଗୋଲିଓଁକି ରାସଲୀଳା ରାମ୍-ଲୀଳା ।
ପରେ ପରେ ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ମନ୍ମଥୁଡ଼ୁ, ଶିବମଣୀ, ସନ୍ତୋସମ୍, ମାସ୍, ସୁପର, ଡନ୍ ନଂ ୱାନ, ଶ୍ରୀ ହରି, କିଙ୍ଗ, ତ୍ରୀଶା କ୍ରୀଷ୍ଣନ୍, ରଗ୍ଡ଼ା, ଗଗନମ୍, ଶିରିଡ଼ି ସାଇ, ଗ୍ରୀକୁଭିରୁଡ଼ୁ, ଭାଇ ପ୍ରଭୃତି ।
ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା କାର୍ତ୍ତିକଙ୍କୁ ତାମିଲ କଥାଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ କଳାକାର ଭାବରେ ସ୍ଥାନିତ କରିଛି ।
ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ସେମାନେ ଏହି ସବୁ ଚିତ୍ରଗୁଡ଼ିକ ଖ୍ରୀଷ୍ଟପୂର୍ବ ୬୦୦-୨୦୦ କାଳର ବୋଲି ନିର୍ଦ୍ଧାରିତ କରିଥିଲେ ।
ଏହି ଚିତ୍ରଗୁଡ଼ିକ ପରବର୍ତ୍ତୀ ସମୟରେ ପୃଥିବୀର ତଟୀୟ କ୍ଷେତ୍ରର ଭୌଗୋଳିକ ଅଧ୍ୟୟନ ପାଇଁ ବିଶେଷ ସହାୟକ ହୋଇଥିଲା ।
ପ୍ରାୟତଃ ଚିତ୍ରଗୁଡ଼ିକ ବୁଦ୍ଧଙ୍କ ଜୀବନୀ ଓ ରାଜକୀୟ ଜାତକ କଥା ଉପରେ ପର୍ଯ୍ୟବସିତ ।
ଶୈଳୀ ଦୃଷ୍ଟିରୁ ଗୁମ୍ଫାର ଚିତ୍ରଗୁଡ଼ିକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି ।
|ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍ଜାଲେ, ଭାଇ, ସର୍ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି ।
୨୦୦୦ ମସିହାର ଆରମ୍ଭରେ ବିକ୍ରମ ଧିଲ୍, ଜେମିନି, ଧୂଲ୍ ଏବଂ ସାମୀ ଆଦି ମସଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହୋଇଥିଲା ।