<< depicture depictures >>

depictured Meaning in Odia (Oriya). ( depictured ଶବ୍ଦର ଓଡିଆ ଅର୍ଥ)



ଚିତ୍ରିତ,

Adjective:

ଅଙ୍କିତ |,

depictured తెలుగు అర్థానికి ఉదాహరణ:

ପୁରାତନ ଗ୍ରୀସର ଅନେକ ଦେବାଦେବୀ ଲମ୍ବା ବାଳ ରଖି ଚିତ୍ରିତ କରାଯାଆନ୍ତି, ଯେପରି ଜିଅସ, ଅକିଲିସ, ଆପୋଲୋ ଓ ପୋଜାଇଡନ ।

କିନ୍ତୁ ଅତ୍ୟଧିକ ମେଲାନିନ୍ ପାଇଁ କଳା ରଙ୍ଗର ଲୋମତଳେ ଏହି ଚିତା ଚିତା ଦାଗ ଲୁଚିଯାଏ ଓ ବାଘର ଚମ ଏକ ଚିତ୍ରିତ ରେଶମ କପଡ଼ା ପରି ଦେଖାଯାଏ ।

୧୯୪୪ ମସିହାରେ ଏହି ନିର୍ଦ୍ଦିଷ୍ଟ ବସ୍ତିରେ ମାତ୍ର ୧୦ଟି ଦଦରାହଣା ବସା ଓ ୨୦୦ଟି ଚିତ୍ରିତ କ୍ରୌଞ୍ଚ ବସା ରହିଥିଲା ।

ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।

| ପୋଷାକ ପରିଧାନ |ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ ।

କାନ୍ଥରେ ଚିତ୍ରିତ ମୟୁର ଏବଂ ଚକ୍ର ଚିହ୍ନ ଦେଖି ଅନେକ କୁହନ୍ତି ଏହି ମନ୍ଦିର ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ସ୍ଥାପିତ ହୋଇଥାଇ ପାରେ ।

| ଆଧାର |୧୯୪୨ ଜନ୍ମ|୧୯୮୮ ମୃତ୍ୟୁ|ଓଡ଼ିଆ ଲୋକ|କନ୍ଧମାଳ ଜିଲ୍ଲାର ଲୋକ|୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ|୫ମ ଓଡ଼ିଶା ବିଧାନ ସଭାର ସଭ୍ୟ ଭରତ, ଭାରତୀୟ ମହାକାବ୍ୟ ରାମାୟଣରେ ଚିତ୍ରିତ ହୋଇଥିବା ଏକ ଚରିତ୍ର ।

|ଚିତ୍ରିତ ଜୋଟ|ଲିଖିତ ଜୋଟ ପରି ଚିତ୍ରିତ ଜୋଟରେ ଜୋଟ ପ୍ରସ୍ତୁତ କରୁଥିବା ବ୍ୟକ୍ତି, ହେଲୋ ନେଟୱର୍କରେ ନିଜଦ୍ୱାରା ଉତ୍ୱ୍ୱଲନ କରାଯାଇଥିବା କିଛି ଚିତ୍ର ଛାଡି ପାରିବେ ।

ଏହି ସମୟର ଚିତ୍ରିତ ମାଟିପାତ୍ରର ଅବଶେଷ ଅଧିକ ମାତ୍ରାରେ ଉଦ୍ଧାର ମଧ୍ୟ କରାଯାଇନାହିଁ ।

ନୂତନ ଯୁଗର ବସ୍ତୁମାନଙ୍କ ମଧ୍ୟରେ ଚୀନର ନୀଳ ରଙ୍ଗରେ ଚିତ୍ରିତ ହୋଇଥିବା ଚାଇନାମାଟି (ଇଂରାଜୀରେ Porcelain)ର ପାତ୍ର ଓ ଆରବର ଚିକ୍କଣ ମାଟିପାତ୍ର  ଅନ୍ୟତମ ।

ଏକ ରାଗମାଳା ଚିତ୍ରକଳା ମେବାରରୁ ଏହି ବାଘର ତ୍ୱଚାରେ ରହିଥିବା ଏକ ତପସ୍ୱୀ ବ୍ୟକ୍ତିତ୍ୱ ଋପେ ଚିତ୍ରିତ କରାଯାଇଛି ।

depictured's Usage Examples:

He depictured suffering of the Soviet people, work of the women, old people and children.


modifications have been reported for the C-terminal domain, this domain is depictured in a stretched presentation compared to the kinase domain.



depictured's Meaning in Other Sites