departmental Meaning in Odia (Oriya). ( departmental ଶବ୍ଦର ଓଡିଆ ଅର୍ଥ)
ବିଭାଗୀୟ,
Adjective:
ବିଭାଗୀୟ,
People Also Search:
departmentalizationdepartmentally
departments
departs
departure
departure gate
departure time
departures
depasturage
depasture
depastured
depauperate
depauperize
depeinct
depend
departmental తెలుగు అర్థానికి ఉదాహరణ:
|ନଭେମ୍ବର ୨୦୧୧ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଇ-ଗଭର୍ଣାନ୍ସ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଇ-ରତ୍ନ ପୁରସ୍କାର ଦିଆଯାଇଥିଲା ସୂଚନା ଓ ଯୋଗାଯୋଗ ବୈଷିୟିକି (ଆଇସିଟି)କୁ ବିଭାଗୀୟ ସ୍ତରରେ ସଫଳ କରାଇଥିବା କାରଣରୁ ତାଙ୍କୁ ସିଏସ୍ଆଇ ନିହିଲେଣ୍ଟ ଇ-ଗଭର୍ଣାନ୍ସ ପୁରସ୍କାର ୨୦୧୧ ପୁରସ୍କାର ପ୍ରଦାନ କରାଯାଇଥିଲା ।
୨୬ ବର୍ଷ ସେଠାରେ ଶିକ୍ଷାଦାନ କରି ସେ ୧୯୯୮ ମସିହାରେ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।
୧୯୯୮ ମସିହାରେ ସେହି ଅନୁଷ୍ଠାନରୁ ହିନ୍ଦୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।
ଏଥିପାଇଁ ଏକ ଦୁଇଦିନିଆ ବର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ ।
ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରେ ଯୋଗଦେଇ, ୨୦୧୪ ମସିହାରେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତି ପାଇଥିଲେ ।
| ବିଭାଗୀୟ ସରଞ୍ଚନା |ଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ (DoS)ର ଅଧିନସ୍ଥ ଏକ ସଂସ୍ଥା ।
କେତେକ ଶ୍ୱାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ ।
ଦ୍ରାଘିମା ଏବଂ କ୍ରସ୍ ବିଭାଗୀୟ ଅଧ୍ୟୟନରୁ ଜଣାପଡିଛି ଯେ ସୁସ୍ଥ ବୃଦ୍ଧ ଏବଂ ଅବସରପ୍ରାପ୍ତ ବ୍ୟକ୍ତିମାନେ ଯେତିକି ଖୁସି କିମ୍ବା ସୁଖୀ ଅଟନ୍ତି ଏବଂ ସାନ ଚାକିରୀ ପ୍ରାପ୍ତ ବୟସ୍କଙ୍କ ତୁଳନାରେ ସେମାନଙ୍କର ସମାନ ଜୀବନ ଧାରଣ କରନ୍ତି, ତେଣୁ ଅବସର ଗ୍ରହଣ ନିଜେ ବିକାଶରେ ସହାୟକ ହେବାର ସମ୍ଭାବନା ନାହିଁ ।
ଏହା ଉତ୍ପାଦନ, ବାହାରୁ ଆମଦାନୀ ହେଉଥିବା ଉପକରଣ, ଭଣ୍ଡାର, ଯନ୍ତ୍ରପାତି ଆଦିର ସ୍ୱଦେଶୀ କରଣ, ଆୟୁଧ ନିର୍ମାଣୀ ବୋର୍ଡର ବିଭାଗୀୟ ଉତ୍ପାଦନ ଶାଖା ଓ ସାର୍ବଜନିକ କ୍ଷେତ୍ର ଉପକ୍ରମ (Defence Public Sector Undertakings)ଗୁଡ଼ିକର ଯୋଜନା ଓ ନିୟନ୍ତ୍ରଣକୁ ନିଜ ଦେଶରେ ତିଆରି କରିବାର କାମ ହେଉଛି ରକ୍ଷା ଉତ୍ପାଦନ ବିଭାଗର କାମ।
|୧୯୨୪ ମସିହାରେ ଘୁର୍ୟେ ବମ୍ବେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନର ଦ୍ୱିତୀୟ ବିଭାଗୀୟ ମୂଖ୍ୟ ବନିବା ସମୟରେ ବିଭାଗଟି ବନ୍ଦ ହେବାକୁ ବସିଥିଲା ।
|ଭୁବନେଶ୍ୱର ଓ କଟକସ୍ଥିତ ସମସ୍ତ ବିଭାଗୀୟ ବା କାର୍ଯ୍ୟାଳୟ ମୁଖ୍ୟ କେଉଁ କର୍ମଚାରୀ କେଉଁ ଦିନ କାର୍ଯ୍ୟ କରିବେ ତାହା ନିର୍ଦ୍ଧାରଣ କରିବେ ।
୧୯୭୯ ମସିହାରୁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ମୁଖ୍ୟ ଅଧ୍ୟାପକ ଭାବରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୧୫ ମସିହାରେ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟଭାବେ ଅବସର ଗ୍ରହଣ କରିଥିଲେ ।
ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ ବାଜି କାହିଁକି କଲେ ବୋଲି ପ୍ରଶ୍ନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଆଳ ଓରାମ ।
departmental's Usage Examples:
Houses on 29 March, 1993 paved the way for the setting up of the 17 departmentally related standing committees covering under their jurisdiction all the.
In Australia, a departmental secretary is the most senior public servant of an Australian Government or state government department.
faculties of Law, Humanities and Social Science returned there, departmental libraries opened on that campus and the number of visitors to the Givat Ram library.
Buildings and Monuments Commission for England) is an executive non-departmental public body of the British Government sponsored by the Department for.
counterpart, counterparty, depart, department, departmental, departure, dispart, disproportionate, equipartition, ex parte, impart, impartial, intraparty.
The structure of NOVA was organized according to a departmental and interdisciplinary model, where each of the Academic Units enjoy a great deal of autonomy.
not credit, buyers who searched worldwide for quality merchandise, departmentalization, vertical and horizontal integration, volume sales, and free services.
Following amalgamation, it took some time for these establishments to be consolidated, and the number of departmental heads reduced.
Visible and measurable results at a national or interdepartmental level.
PWM651 info page at Northampton " Lamport Railwaydepartmentals.
Medium-sized firms with 5 to 50 employees are often organized departmentally in departments such as design, production, business development, and.
The museum is a non-departmental public body of the Ministry of Defence and a registered charity.