<< depauperize depend >>

depeinct Meaning in Odia (Oriya). ( depeinct ଶବ୍ଦର ଓଡିଆ ଅର୍ଥ)



ନିର୍ଦ୍ଦିଷ୍ଟ,

Verb:

ବର୍ଣ୍ଣନା କରିବାକୁ, ଉଦାହରଣ,

depeinct తెలుగు అర్థానికి ఉదాహరణ:

ଦିନ ବା ରାତିରେ ଅନିର୍ଦ୍ଦିଷ୍ଟ ସମୟରେ ଏମାନେ ବିଚରଣ କରିବା ଦେଖାଯାଇଛି ।

କାୱାସାକି ଡିଜିଜ, ପେରିକାର୍ଡ଼ାଇଟିସ (pericarditis) ଓ ରିଉମାଟିକ ଜ୍ୱର ଇତ୍ୟାଦି ରୋଗରେ ଏହା ନିର୍ଦ୍ଦିଷ୍ଟ ଭାବରେ ଦିଆଯାଏ ।

| ବିଶେଷତ୍ୱ |ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ ।

|ଦୁର୍ଗାଙ୍କର ଅନ୍ୟାନ୍ୟ ଅବତାର ଭଳି କୌଣସି ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ପଡ଼ିବା ସମୟରେ ବା ପରିବାରର ଅସୁସ୍ଥ ଲୋକ ଆରୋଗ୍ୟ ହେବା ନିମନ୍ତ ବିପଦତାରିଣୀଙ୍କୁ 'ଆରୋଗ୍ୟ ଦେବୀ' ଭାବରେ ପୂଜା କରାଯାଏ ।

' ଯଯାତି କେଶରୀ ମହାରାଜା ସୋନପୁର ପର୍ଯ୍ୟନ୍ତ ଆସି ଖଣ୍ଡାୟତମାନଙ୍କୁ ପଚାରନ୍ତେ ଠାକୁରମାନେ ପାତାଳୀ ହୋଇଥିବା|ସେମାନଙ୍କଠାରୁ ଶୁଣିଲେ କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାତାଳୀ ହୋଇଛନ୍ତି କେହି କହିପାରିଲେ ନାହିଁ ।

|କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କେତେକ ନିର୍ଦ୍ଦିଷ୍ଟ କର୍କଟ ସହ ସମ୍ପର୍କ ରଖିଥାଏ ।

ନର୍ଭ ବ୍ଲକ୍ ପରୀକ୍ଷାଦ୍ୱାରା ନିର୍ଦ୍ଦିଷ୍ଟ ସ୍ନାୟୁ ଚାପଗ୍ରସ୍ତ ଅଛି କି ନା, ଜଣାଯାଏ ।

ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ ।

ସାଇଟଗୁଡ଼ିକ ଭିତରେ ନିର୍ଦ୍ଦିଷ୍ଟ ପ୍ରାଇଭେସି ବିକଳ୍ପଗୁଡ଼ିକ ଅଲଗା ଅଲଗା ଥିଲେ ହେଁ ସାଧାରଣତଃ ଡାଇରେକ୍ଟ ମେସେଜିଂ, କେବଳ ଫଲୋଅର, ସର୍ବସାଧାରଣ କିନ୍ତୁ ସର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇଥିବା ସର୍ବସାଧାରଣ ପୋଷ୍ଟ ସମ୍ଭବ ।

ଦଣ୍ଡର ବଡ଼ବାହୁର ଅଗ୍ରରେ ଦଣ୍ଡର ଅଂଶ ବିଶେଷଭାବେ ଏକ ନିର୍ଦ୍ଦିଷ୍ଟ ଭାର ବିରୋଧାତ୍ମକ ଓଜନର (counter weight) କାର୍ଯ୍ୟ କରିଥାଏ ।

|ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଯାଇନାହିଁ ।

|ବେତନ ହେଉଛି ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବା କ୍ଷତିପୂରଣ ଯାହାକି ଜଣେ କର୍ମଚାରୀଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟ ବଦଳରେ ପ୍ରଦାନ କରାଯାଇଥାଏ ।

depeinct's Meaning in Other Sites