<< defibrillator defibrinate >>

defibrillators Meaning in Odia (Oriya). ( defibrillators ଶବ୍ଦର ଓଡିଆ ଅର୍ଥ)



ଡିଫିବ୍ରିଲେଟର,

ଡିଫିବ୍ରିଲେଟର |,

defibrillators తెలుగు అర్థానికి ఉదాహరణ:

|ପର୍ଯ୍ୟବେକ୍ଷଣକାରୀ ଅପେକ୍ଷା (Watchful waiting), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD)|ବ୍ରୁଗାଡା ସିଣ୍ଡ୍ରୋମ ଅଦ୍ୟାବଧି ଆରଗ୍ୟସାଧ୍ୟ ନୁହେଁ ।

ସାଂଘାତିକ କେଶ୍‌ରେ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ବା ହୃତ୍‌ପିଣ୍ଡ ପ୍ରତିରୋପଣ (heart transplant) ଆବଶ୍ୟକ ହୁଏ ।

|ଯୋରଦାର ବ୍ୟାୟାମ, ଖାଦ୍ୟରେ ଯଥେଷ୍ଟ ପୋଟାସିଅମ (potassium), ବିଟା ବ୍ଲକରସ (beta blockers), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ସାହାଯ୍ୟରେ ଚିକିତ୍ସା କରାଯାଏ ।

ପୁନରାବୃତ୍ତି ନ ହେବା ପାଇଁ କାର୍ଡ଼ିଆକ ଡିଫିବ୍ରିଲେଟର ଇମ୍ପ୍ଲାଣ୍ଟ (implantable cardiac defibrillator) ଦେଲେ ମୃତ୍ୟୁ ସଙ୍କଟ କମିଯାଏ ।

|ହୃତ୍‌ପିଣ୍ଡର ସମ୍ଭାବ୍ୟ ଆରିଦ୍‌ମିଆକୁ ବନ୍ଦ କରିବା ନିମନ୍ତେ ଡିଫିବ୍ରିଲେଟର୍ ଯନ୍ତ୍ର ବ୍ୟବହାର କରାଯାଏ ।

ବିଭିନ୍ନ ଚିକିତ୍ସା ସତ୍ତ୍ୱେ ଯଦି ଉପକାର ନ ମିଳେ ତେବେ ହୃତ୍‌ପିଣ୍ଡ ଡିଫିବ୍ରିଲେଟର କିମ୍ବା ଭେଣ୍ଟ୍ରିକ୍ୟୁଲାର ଆସିସ୍ଟ ଡିଭାଇସ ଲଗାଯାଏ ।

ହୃତ୍‌ପିଣ୍ଡ ମନିଟରରେ (heart monitor) ଥିଲାବେଳେ ରୋଗ ଅନସ୍ଟେବଲ ହୋଇଗଲେ ଡିଫିବ୍ରିଲେଟର (defibrillator) ଆସିବା ପୂର୍ବରୁ ପ୍ରିକର୍ଡ଼ିଆଲ ଥମ୍ପ (precordial thump) ଚେଷ୍ଟା କରାଯାଇପାରେ ।

ଅବସ୍ଥା ଅନୁଯାୟୀ ଦେହରେ ଇମ୍ପ୍ଲାଣ୍ଟ (ପେସ ମେକର ଅଥବା ଇମ୍ପ୍ଲାଣ୍ଟେବ୍ଲ କାର୍ଡିଆକ ଡିଫିବ୍ରିଲେଟର) ଲଗାଯାଏ ।

କର୍ମ ସ୍ଥଳୀରେ ନିର୍ଦ୍ଦିଷ୍ଟ ଶିକ୍ଷା ବା ଉପକରଣ ଉପଲବ୍‌ଧ କରାଯାଉଛି ଯେପରିକି ଅଟୋମେଟେଡ ବାହ୍ୟ ଡିଫିବ୍ରିଲେଟର (Automated External Defibrillator), ଜନ ସମାବେଶ ସ୍ଥଳରେ ବିଶେଷଜ୍ଞ ଫାଷ୍ଟ ଏଡ୍ ବ୍ୟବସ୍ଥା, ବା ସ୍କୁଲରେ ବାଧ୍ୟତାମୂଳକ ଫାଷ୍ଟ ଏଡ୍ ଶିକ୍ଷା ଇତ୍ୟାଦି ।

ଉଚ୍ଚ ସଙ୍କଟାପନ୍ନ ରୋଗୀଙ୍କୁ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD) ଦେଇ ହଠାତ୍ ମୃତ୍ୟୁ ହେବାରୁ ରକ୍ଷା କରାଯାଏ ।

defibrillators's Usage Examples:

fully equipped with emergency medical treatment facilities including defibrillators and resuscitation equipment.


other shockable rhythms) using a manual or automatic defibrillator, though some newer defibrillators can do both, and pads and an electrical stimulus to.


of installation of automatic defibrillators.


an organization that provides surgery and the means for pacemakers, defibrillators, and other devices to be implanted in some of the one million people.


2012 the Service de police de Laval purchased 22 automated external defibrillators (AED) which saved 14 lives in less than 2 years.


rhythms) using a manual or automatic defibrillator, though some newer defibrillators can do both, and pads and an electrical stimulus to the heart are used.


as permanent central venous catheters and leads for pacemakers and defibrillators), which can result in thrombosis.


installment of defibrillators on American airliners.


portable ventilators, Dash3000 monitors, Lifepak20 defibrillators, electrocardiographs, and field operation beds.


they change as the heart beats Placement of internal pacemakers and defibrillators are done through catheterization as well.


Crewdson argued that based on his research and analysis, "Medical kits and defibrillators would be economically.


September 2013 the Brockville Police Service received 13 automated external defibrillators (AEDs) which were placed in each of the departments" marked patrol cruisers.


CRT defibrillators (CRT-D) also incorporate the additional function of an implantable.



Synonyms:

electronic device,

defibrillators's Meaning in Other Sites