<< defibrinating deficiencies >>

deficience Meaning in Odia (Oriya). ( deficience ଶବ୍ଦର ଓଡିଆ ଅର୍ଥ)



ଅଭାବ,

Noun:

ରୋଜଗାର, କମ୍, ସର୍ବନିମ୍ନ, ଅଭାବ |, ଅପାରଗତା |, ଅକୁଲାନ୍ |, ତ୍ରୁଟି |,

deficience తెలుగు అర్థానికి ఉదాహరణ:

ଆଉ ମଧ୍ୟ ଜି୬ପିଡି ଅଭାବ (G6PD deficiency) ଚିହ୍ନଟ ନିମନ୍ତେ ପରିସ୍ରାରେ ପ୍ରୁସିଆନ ବ୍ଲୁ ବ୍ୟବ‌ହାର କରାଯାଏ ।

କମ୍ ଡାଏବେଟିସ ନିୟନ୍ତ୍ରଣ, ଦୈନ‌ନ୍ଦିନ ଚଳପ୍ରଚଳ ଅଭାବ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଏହି ରୋଗକୁ ଖରାପ କରିଦେଇପାରେ ।

ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।

|ଆଧାର|୧୯୩୧ ଜନ୍ମ|ପଦ୍ମଶ୍ରୀ ସମ୍ମାନିତ ମଧୁମେହ ଟାଇପ ୨ (ଇଂରାଜୀ ଭାଷାରେ Diabetes mellitus type 2) ଏକ ଦୀର୍ଘକାଳୀନ ଚୟାପଚୟ ବେମାରୀ (metabolic disorder) ଯେଉଁଥିରେ ଅଧିକ ରକ୍ତ ଶର୍କରା, ଇନସୁଲିନ ପ୍ରତିରୋଧ ଓ ଆପେକ୍ଷିକ ଇନସୁଲିନ ଅଭାବ ଦେଖାଯାଏ ।

ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି ।

|ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସ‌ହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସ‌ହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।

ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ ।

ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।

ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ ।

ଦୃଷ୍ଟିହୀନତାର ସର୍ବାଧିକ କାରଣ ମଧ୍ୟରେ ଚକ୍ଷୁ ପ୍ରତିସରଣ ଦୋଷ ସ‌ହିତ ପରଳ, ମାକୁଲାର ଡିଜେନେରେସନ ଓ ଜୀବସାର କ ଅଭାବର ଉଲ୍ଲେଖନୀୟ ଭୂମିକା ଥାଏ ।

ଶିକାରର ସାମୟିକ ଅଭାବ ମଧ୍ୟ ବଳିଆ କୁକୁର ଦଳର ଏପରି ସାମାଜିକ ପ୍ରବୃତ୍ତି ପାଇଁ ସମସ୍ୟା ସୃଷ୍ଟି କରିପାରେ ନାହିଁ ।

ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।

|ସିଡେରୋବ୍ଲାସ୍ଟିକ ତୃଟି|* ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ|* ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)|* ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ|ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି ।

deficience's Usage Examples:

He was arrested in 1784, after a deficience in the cash balance of 556,000 Rdlr, but eventually managed to escape.


syndrome de Charles Bonnet: hallucinations visuelles des vieillards sans deficience mentale" [Charles Bonnet syndrome: visual hallucinations of the elderly.


He was arrested in 1784, after a deficience in the cash balance of 556,000 Rdlr, but eventually managed to escape and later lived in.


This BRCA deficience signature define a new, highly chemosensitive subtype of TNBC.


Enolase deficiency, like other glycolytic enzyme deficiences, usually manifests in red blood cells as they rely entirely on anaerobic glycolysis.



deficience's Meaning in Other Sites