decreasingly Meaning in Odia (Oriya). ( decreasingly ଶବ୍ଦର ଓଡିଆ ଅର୍ଥ)
କ୍ରମଶ,
Adverb:
ଧୀରେ ଧୀରେ,
People Also Search:
decreedecreed
decreeing
decrees
decreet
decrement
decremental
decremented
decrementing
decrements
decrepit
decrepitate
decrepitated
decrepitates
decrepitating
decreasingly తెలుగు అర్థానికి ఉదాహరణ:
|କିନ୍ତୁ Q ପାତର ବିଯୁକ୍ତ ବିଭବ ଧୀରେ ଧୀରେ ବଢ଼ାଇଲେ ଫଟୋ-ଇଲେକ୍ଟ୍ରିକ୍ ପ୍ରବାହ କ୍ରମଶଃ କମିବାକୁ ଲାଗେ ।
ପୂର୍ବେ ପ୍ରଶସ୍ତ ଥିବା ନିମ୍ନ ବ୍ରହ୍ମପୁତ୍ର ଏବେ କ୍ରମଶଃ ସଂକୁଚିତ ହୋଇଯାଇଛି ।
ଜଳ ସ୍ତରରେ ପଥର ସ୍ତମ୍ଭର ବ୍ୟାସ ପ୍ରାୟ ୪ ମିଟର ହୋଇଥିବା ବେଳେ ଏହା କ୍ରମଶଃ ବଢ଼ି ଉପରେ ଏହାର ବ୍ୟାସ ପ୍ରାୟ ୮ ମିଟର ।
ପେଟର ତଳ ପଟକୁ କଲରାପତ୍ର ଦାଗ କ୍ରମଶଃ କମି ଆସିଥାଏ ।
ଜଙ୍ଗଲ ଅଞ୍ଚଳ ମଧ୍ୟ କେନ୍ଦ୍ରରୁ ଉତ୍ତରକୁ ଉଚ୍ଚତାରେ କ୍ରମଶଃ କମି କମି ଯାଇଛି ।
ଏହାକୁ କ୍ରମଶଃ ପୈନ-ପାଇପ ଏବଂ ଲାଇଅର ରୂପେ ଅନୁବାଦ କରାଯାଇ ପାରେ ।
କିନ୍ତୁ କ୍ରମଶଃ ବିବର୍ତ୍ତନ ଯୋଗୁଁ ଚୁଓନ୍ ମେଜୋରି ପ୍ରଜାତିର ଜୀବ ଚୁଓନ୍ ଆଲ୍ପାଇନସ୍ ପରି ଦେଖାଗଲେ ।
ନେକ ବା ଦେହଟି କ୍ରମଶଃ ସରୁ ହୋଇ ବିଲିଆରି ଟ୍ରିର ସିସ୍ଟିକ ଡକ୍ଟ ସହିତ ମିଶିଯାଇଥାଏ ।
ଲିଓନାର୍ଡ଼ୋଙ୍କ ପଦ୍ଧତି ତାଙ୍କୁ ବହୁ ସମୟ ପ୍ରଦାନ କରିଥିଲା ଯାହା ଫଳରେ ସେ ଚିତ୍ରମାନଙ୍କୁ କ୍ରମଶଃ ରଞ୍ଜିତ କରିପାରିଥିଲେ ଓ ତାଙ୍କ ଶୈଳୀ ପାଇଁ ଏହା ଆବଶ୍ୟକ ମଧ୍ୟ ଥିଲା ।
ଏହା ଯୋଗୁଁ ହରପ୍ପା ସଭ୍ୟତାର କ୍ରମଶଃ ଅବକ୍ଷୟ ଘଟିଲା ।
ସାଧାରଣତଃ ଏକ ନୂଆ ଗୀର୍ଜାଘରର ପୂର୍ବ ପଟ ପ୍ରଥମେ ନିର୍ମିତ ହୁଏ, ତା’ପରେ ଏକ ପ୍ରାର୍ଥନା ସ୍ଥଳ କଏର୍ର ପଶ୍ଚିମ ପଟେ ଏକ ଅସ୍ଥାୟୀ କାନ୍ଥ ତିଆରି କରି କ୍ରମଶଃ ଅନ୍ୟ ସବୁ ଅଂଶର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଏ ।
|ପୂର୍ବାନୁମାନ|ସାଧାରଣତଃ ସି.ଓ.ପି.ଡି. ରୋଗ କ୍ରମଶଃ ଅଧିକ ଖରାପ ହୋଇ ଶେଷରେ ମୃତ୍ୟୁ ହୁଏ ।
ଏହି ପରିମଳ ଶିଡ଼ି ସନ ୨୦୧୬ରେ ଯୁଗ୍ମ ନିରୀକ୍ଷଣ ଯୋଜନା ଆରମ୍ଭ ହୋଇଥିଲା ଯାହା ଖୋଲା ମଳତ୍ୟାଗରୁ (open defecation) ଆରମ୍ଭ ହୋଇ କ୍ରମଶଃ ଉପରକୁ ଯାଇ ଅଣଉନ୍ନତ, ସୀମିତ, ମୌଳିକ, ସର୍ବାଧିକ ସୋପାନ "ନିରାପତ୍ତା ପରିଚାଳିତ"ରେ (safely managed) ସମାପ୍ତ ହୋଇଛି ।
decreasingly's Usage Examples:
with a trestle bridge over Stony Creek, but, by this time, the inn was decreasingly patronised.
So filtrations are families of σ-algebras that are ordered non-decreasingly.
With the help of decreasingly few allies, the Smiths must find a way to beat the young Dr.
Under Bhutan"s early theocratic dual system of government, decreasingly effective central government control resulted in the de facto disintegration.
From 1964 drug use was decreasingly criminalised, with the framework still in place as of 2014[update] largely.
Grades 2 through 5 quantify four degrees of decreasingly masculinized genitalia that lie in the interim.
represents all recipients of the Qing dynasty non-imperial noble titles decreasingly.
The momentum of counteradvertising was decreasingly significantly by 1976, because broadcasters and advertisers combated.
white goods manufacturer (such as refrigerators, fridges and ovens and, decreasingly, washing systems) in Greece producing 400,000 units per year, 30% of.
had become decreasingly effective, requiring higher doses, or when not responding to higher doses.
[by whom?] It was defined as a condition caused by long term use of neuroleptics, noticeable when the medication had become decreasingly effective, requiring.
of freethinkers who were unhappy with the increasingly political and decreasingly intellectual tenor of the British secularist movement.
It is usually performed as a last resort to remove a cancer, but decreasingly so as limb-sparing operations improve.