<< decremented decrements >>

decrementing Meaning in Odia (Oriya). ( decrementing ଶବ୍ଦର ଓଡିଆ ଅର୍ଥ)



ହ୍ରାସ,

କମିବା,

decrementing తెలుగు అర్థానికి ఉదాహరణ:

ଖୁସୱନ୍ତ ସିଂହଙ୍କ ବହିସ୍କାର ପରେ ଏହି ଖବରକାଗଜର ବିକ୍ରୀ ହ୍ରାସ ପାଇଥିଲା ।

ଲିଙ୍ଗ ଅନୁପାତରେ ଏଭଳି ହ୍ରାସର ମୁଖ୍ୟ କାରଣ ହେଉଛି; କନ୍ୟା ଭୃଣହତ୍ୟା, ପୁତ୍ର ଏବଂ କନ୍ୟା ସନ୍ତାନକୁ ନେଇ ତଥା କଥିତ ଅନେକ ଅନ୍ଧ ବିଶ୍ୱାସ ଏବଂ ନାରୀ ନିର୍ଯ୍ୟାତନା ବୃଦ୍ଧି ।

ଅନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, କାଶରେ ରକ୍ତ ପଡ଼ିବା, ଗୋଡ ଫୁଲିଯିବା ଏବଂ ଓଜନ ହ୍ରାସ ହୋଇପାରେ।

୧୯୯୩ ମସିହାରେ ଓସ୍ଲୋ ସହମତିରେ କିଛି ସମାଚାର ଆସିଥିଲା କି, ପାଲେଷ୍ଟାଇନମାନଙ୍କ ସହିତ ଶାନ୍ତି ସ୍ଥାପନର ଆଶା ରହିଛି , ସେତେବେଳେ ଏହି ସଂଖ୍ୟାରେ ତୀବ୍ର ଭାବେ ହ୍ରାସ ଆସିଥିଲା ।

ଧୀରେ ଧୀରେ ରଙ୍ଗମଂଚର ପରିଚାଳନା ପାଇଁ ମିଳୁଥିବା ଅନୁଦାନ ହ୍ରାସ ପାଇବାକୁ ଲାଗିଲା ।

ଡାକ୍ତରଖାନାରେ ଭର୍ତ୍ତି ହେଲେ ମୃତ୍ୟୁ ହେବାର ଆଶଙ୍କା ୧୯୭୦ ଦଶକରେ ୬୦% ଥିବାବେଳେ ୧୯୯୦ ଦଶକରେ ୩୦%କୁ ହ୍ରାସ ପାଇଛି।

୨୦୧୦ ମସିହାର ସର୍ବାଧିକ ୯,୨୪,୫୭୮ଟି ପକ୍ଷୀ ଗଣନା କରାଯାଇଥିବା ସ୍ଥଳେ ୨୦୧୧ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୮,୦୪,୪୫୨ରେ ପହଞ୍ଚିଥିଲା ।

ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍‌କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତ‌ଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ।

ଗର୍ଭନିରୋଧକ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଇଲେ ଅସୁରକ୍ଷିତ ଗର୍ଭପାତଜନିତ ସମସ୍ୟା ହ୍ରାସ ପାଇବା ସମ୍ଭବପର ।

ଏହାର ସାଧାରଣ ଲକ୍ଷଣ ମଧ୍ୟରେ ଅଧିକ ଶୋଷ, ଅଧିକ ପରିସ୍ରା ଓ ଅକାରଣ ଓଜନ ହ୍ରାସ

ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି।

 ଓଜନ ହ୍ରାସ, ମାଂସପେଶୀ ଦୁର୍ବଳତା ଓ ଅନ୍ୟ ରୋଗ ଉପସ୍ଥିତିକୁ ମଧ୍ୟ ହିସାବ କରାଯାଏ ।

decrementing's Usage Examples:

requirements of the above definition of a ladder operator: the incrementing or decrementing of the eigenvalue of another operator (in this case the particle number.


Incrementing and decrementing the circular buffer address pointers is accomplished in software using.


index2) Branch_and_decrement_if_index_not_zero loop_start,4,index2 //loop decrementing by 4 until index register is zero For loop The 702, 705 and 7080 did.


By a similar procedure, it can be multiplied or divided by 3, which is equivalent to incrementing or decrementing b.


There were two adjustments of the old lunar cycle: a "solar equation", decrementing the epact by 1, whenever the Gregorian calendar drops a leap day (3 times.


simply find the node it is in and delete it from the elements array, decrementing numElements.


ability to pay for a telecommunications service, followed by in-call decrementing of the balance.


counting sequence (maximum counts when incrementing; zero counts when decrementing), the next clock will cause the counts to overflow or underflow and the.


is combined in an offline device with a short set of characters and a decrementing counter to form a single-use password.


The Tweede Divisie was reintroduced in 2016, decrementing the Topklasse and lower leagues by a level in the pyramid.


This is called auto-decrementing mode.


These operators can be used for pre-incrementing or decrementing (as in x ++ i), where the variable is changed before it is used in.


equivalent to decrementing a.



decrementing's Meaning in Other Sites